ଆମିସଲପ୍ରାଇଡ

ଏହା ଏକ ଔଷଧ ଯାହା ସ୍କିଜୋଫ୍ରେନିଆର ଚିକିତ୍ସା ପାଇଁ ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ତ‌ଥା ବାନ୍ତିର (PONV) ପ୍ରତିର

ଆମିସଲପ୍ରାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସୋଲିଆନ୍, ଏକ ଔଷଧ ଯାହା ସ୍କିଜୋଫ୍ରେନିଆର ଚିକିତ୍ସା ପାଇଁ ଓ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ତ‌ଥା ବାନ୍ତିର (PONV) ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । [] [] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [] []

ଆମିସଲପ୍ରାଇଡ
Clinical data
Trade namesSolian, Barhemsys, Socian, Deniban, others
SynonymsAPD421
AHFS/Drugs.commonograph
data
Pregnancy
category
Routes of
administration
By mouth, intravenous
Legal status
Legal status
Pharmacokinetic data
Bioavailability48%[][]
Protein binding16%[]
MetabolismLiver (minimal; most excreted unchanged)[]
Elimination half-life12 hours[]
ExcretionKidney[] (23–46%),[][] Faecal[]
Identifiers
  • 4-amino-N-[(1-ethylpyrrolidin-2-yl)methyl]-5-ethylsulfonyl-2-methoxybenzamide
ECHA InfoCard100.068.916 Edit this at Wikidata
Chemical and physical data
FormulaC17H27N3O4S
Molar mass୩୬୯.୪୮ g·mol−1
3D model (JSmol)
  • O=S(=O)(c1cc(c(OC)cc1N)C(=O)NCC2N(CC)CCC2)CC
  • InChI=1S/C17H27N3O4S/c1-4-20-8-6-7-12(20)11-19-17(21)13-9-16(25(22,23)5-2)14(18)10-15(13)24-3/h9-10,12H,4-8,11,18H2,1-3H3,(H,19,21) checkY
  • Key:NTJOBXMMWNYJFB-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ସ୍ତନ ଯନ୍ତ୍ରଣା, ଯୌନ ଅସୁବିଧା ଏବଂ କମ୍ ପୋଟାସିୟମ୍ ହୋଇପାରେ । [] [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର, ଉଚ୍ଚ ରକ୍ତ ଶର୍କରା ଏବଂ ଅସ୍ୱାଭାବିକ ଲିପିଡ ହୋଇପାରେ । [] [] ଗର୍ଭାବସ୍ଥାରେ ଏହାର ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଏହା ଅନ୍ୟ ପ୍ରାଣୀମାନଙ୍କ ବ୍ୟବହାରରେ କ୍ଷତି ଘଟାଇଛି। [୧୦] ଏହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଯାହା ଡୋପାମାଇନ ଡି<sub id="mwQQ">୨</sub> (D<sub id="mwQQ">2)</sub> ଏବଂ ଡି<sub id="mwQw">୩</sub> (D <sub id="mwQw">3)</sub> ରିସେପ୍ଟରଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । []

ଆମିସୁଲପ୍ରାଇଡ୍ ୧୯୯୨ ମସିହାରୁ ଚିକିତ୍ସା ବ୍ୟବହାରରେ ଅଛି । [୧୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ୪୦୦ ମିଗ୍ରାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୪୨ ଅଟେ । [] ଯୁକ୍ତରାଷ୍ଟ୍ରରେ ଏକ ୫ ମିଗ୍ରା ଭାଏଲର ମୂଲ୍ୟ ୪୫ ଡଲାର । [୧୨]

  1. "Australian Product Information – Solian (Amisulpride) Tablets And Solution". TGA eBS. Archived from the original on 31 December 2019. Retrieved 10 May 2020.
  2. ୨.୦ ୨.୧ "Amisulpride (Barhemsys) Use During Pregnancy". Drugs.com. 2 September 2020. Archived from the original on 28 January 2021. Retrieved 24 September 2020.
  3. "Amisulpride 100 mg Tablets - Summary of Product Characteristics (SmPC)". (emc). 5 July 2019. Archived from the original on 26 February 2020. Retrieved 26 February 2020.
  4. ୪.୦ ୪.୧ ୪.୨ ୪.୩ "Solian tablets and solution product information" (PDF). TGA eBusiness Services. Sanofi-Aventis Australia Pty Ltd. 27 September 2019. Archived from the original on 31 December 2019. Retrieved 26 February 2020.
  5. ୫.୦ ୫.୧ ୫.୨ Rosenzweig, P.; Canal, M.; Patat, A.; Bergougnan, L.; Zieleniuk, I.; Bianchetti, G. (2002). "A review of the pharmacokinetics, tolerability and pharmacodynamics of amisulpride in healthy volunteers". Human Psychopharmacology. 17 (1): 1–13. doi:10.1002/hup.320. PMID 12404702. S2CID 23877366.
  6. Caccia, S (May 2000). "Biotransformation of Post-Clozapine Antipsychotics Pharmacological Implications". Clinical Pharmacokinetics. 38 (5): 393–414. doi:10.2165/00003088-200038050-00002. PMID 10843459. S2CID 68853079.
  7. Noble, S; Benfield, P (December 1999). "Amisulpride: A Review of its Clinical Potential in Dysthymia". CNS Drugs. 12 (6): 471–483. doi:10.2165/00023210-199912060-00005.
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ BNF 81: March-September 2021. BMJ Group and the Pharmaceutical Press. 2021. p. 415. ISBN 978-0857114105.
  9. ୯.୦ ୯.୧ ୯.୨ ୯.୩ "Amisulpride Monograph for Professionals". Drugs.com (in ଇଂରାଜୀ). Retrieved 14 January 2022.
  10. "Amisulpride (Barhemsys) Use During Pregnancy". Drugs.com (in ଇଂରାଜୀ). Archived from the original on 28 January 2021. Retrieved 14 January 2022.
  11. Advances in the Neurochemistry and Neuropharmacology of Tourette Syndrome (in ଇଂରାଜୀ). Academic Press. 27 November 2013. p. 318. ISBN 978-0-12-411561-3. Archived from the original on 14 January 2022. Retrieved 14 January 2022.
  12. "Barhemsys Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 14 January 2022.