ଆଭାସ କୁମାର ବରାଳ

ଓଡ଼ିଆ ସାହିତ୍ୟିକ

ଅଭାସ କୁମାର ବରାଳ(୩୦ ଅକ୍ଟୋବର ୧୯୬୧) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୬୧ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବନୀ ବରାଳ ଜଣେ ଶିକ୍ଷାବିଦ ଓ ଶିକ୍ଷକସଂଘ ନେତା ଥିଲେ । ତାଙ୍କ ମାତାଙ୍କ ନାମ ଆଦରମଣୀ ।[୧]

ଆଭାସ କୁମାର ବରାଳ
ଜନ୍ମ ଓ ଜନ୍ମସ୍ଥାନ
ଆଭାସ କୁମାର ବରାଳ

(1961-10-30) ୩୦ ଅକ୍ଟୋବର ୧୯୬୧ (ବୟସ ୫୮)
ବାପା ବୋଉଅବନୀ କୁମାର ବରାଳ
ଆଦରମଣୀ ବରାଳ

ରଚନାବଳୀସମ୍ପାଦନ କରନ୍ତୁ

ଗଳ୍ପ ସଂକଳନସମ୍ପାଦନ କରନ୍ତୁ

  • ନାନୁ
  • ମୁଁ ୧/୧୮
  • ସେମାନେ
  • ଜୀବାଣୁ ଓ ଅନ୍ୟାନ୍ୟ ଗଳ୍ପ

ଉପନ୍ୟାସସମ୍ପାଦନ କରନ୍ତୁ

  • ମହାପୁରୁଷ
  • ଇଣ୍ଟରଭିୟୁ

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ଅଖିଳ କଥା ସମ୍ମାନ[୨]

ଆଧାରସମ୍ପାଦନ କରନ୍ତୁ

  1. ସମାଜ, ପୃଷ୍ଠା-୧, ଶୁକ୍ରବାର ୮ନଭେମ୍ବର ୨୦୧୩
  2. "କଥା ଝରକା". କଥା ପତ୍ରିକା (ଜାନୁଆରୀ ୨୦୧୮): ୩୬. |access-date= requires |url= (help)