ଆଭାସ କୁମାର ବରାଳ
ଓଡ଼ିଆ ସାହିତ୍ୟିକ
ଅଭାସ କୁମାର ବରାଳ(୩୦ ଅକ୍ଟୋବର ୧୯୬୧) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୬୧ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅବନୀ ବରାଳ ଜଣେ ଶିକ୍ଷାବିଦ ଓ ଶିକ୍ଷକସଂଘ ନେତା ଥିଲେ । ତାଙ୍କ ମାତାଙ୍କ ନାମ ଆଦରମଣୀ ।[୧]
ଆଭାସ କୁମାର ବରାଳ | |
---|---|
ଜନ୍ମ | ଆଭାସ କୁମାର ବରାଳ ୩୦ ଅକ୍ଟୋବର ୧୯୬୧ |
ପିତାମାତା(s) | ଅବନୀ କୁମାର ବରାଳ ଆଦରମଣୀ ବରାଳ |
ରଚନାବଳୀ ସମ୍ପାଦନା
ଗଳ୍ପ ସଂକଳନ ସମ୍ପାଦନା
- ନାନୁ
- ମୁଁ ୧/୧୮
- ସେମାନେ
- ଜୀବାଣୁ ଓ ଅନ୍ୟାନ୍ୟ ଗଳ୍ପ
ଉପନ୍ୟାସ ସମ୍ପାଦନା
- ମହାପୁରୁଷ
- ଇଣ୍ଟରଭିୟୁ
ପୁରସ୍କାର ଓ ସମ୍ମାନ ସମ୍ପାଦନା
- ଅଖିଳ କଥା ସମ୍ମାନ, ୨୦୧୦[୨]
ଆଧାର ସମ୍ପାଦନା
- ↑ ସମାଜ, ପୃଷ୍ଠା-୧, ଶୁକ୍ରବାର ୮ନଭେମ୍ବର ୨୦୧୩
- ↑ "କଥା ଝରକା". କଥା ପତ୍ରିକା (ଜାନୁଆରୀ ୨୦୧୮): ୩୬.
{{cite journal}}
:|access-date=
requires|url=
(help)