ଆବାମେଟାପିର

ଉକୁଣୀମରା ଔଷଧ

ଆବାମେଟାପିର (ଇଂରାଜୀ ଭାଷାରେ Abametapir), ଜେଗ୍ଲିଜେ (Xeglyze) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମୁଣ୍ଡ ଉକୁଣୀ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଅତିକମରେ ଛଅ ମାସ ବୟସର ହୋଇଥିବା ବ୍ୟକ୍ତିଙ୍କଠାରେ ଏହା ବ୍ୟବହାର କରାଯାଇପାରିବ ।[] ଏହା କେଶ ଏବଂ ଖପୁରୀ ଆବରଣରେ ପ୍ରୟୋଗ କରାଯାଏ ।[]

ଆବାମେଟାପିର
Clinical data
Trade namesXeglyze
SynonymsHa44
AHFS/Drugs.commonograph
data
Routes of
administration
Topical
Legal status
Legal status
Pharmacokinetic data
Protein binding91.3–92.3%
MetabolismCYP1A2
MetabolitesHydroxyl and carboxyl derivatives
Elimination half-life21 hours
Identifiers
  • 5,5'-dimethyl-2,2'-bipyridine
ECHA InfoCard100.157.434 Edit this at Wikidata
Chemical and physical data
FormulaC12H12N2
Molar mass୧୮୪.୨୪ g·mol−1
3D model (JSmol)
  • CC1=CN=C(C=C1)C2=NC=C(C=C2)C
  • InChI=1S/C12H12N2/c1-9-3-5-11(13-7-9)12-6-4-10(2)8-14-12/h3-8H,1-2H3
  • Key:PTRATZCAGVBFIQ-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲ ରଙ୍ଗ, ରାସ, ଜ୍ୱାଳା, ବାନ୍ତି, ଆଖି ଉତ୍ତେଜନା, ଗଲୁ ଏବଂ କେଶ ରଙ୍ଗ ପରିବର୍ତ୍ତନ ହୋଇପାରେ ।[] ଏହା ପାଟିରେ ଦେଲେ ବେଞ୍ଜାଇଲ ଆଲକୋହୋଲ ବିଷକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ମେଟାଲୋପ୍ରୋଟିନେଜ ପ୍ରତିରୋଧକ ।[]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆବାମେଟାପିର ଅନୁମୋଦନ କରାଯାଇଥିଲା ।[] ୨୦୨୨ ସୁଦ୍ଧା ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ହୋଇନଥିଲା ।[] ୨୦୨୨ ସୁଦ୍ଧା ଏହା ଆମେରିକାରେ ବ୍ୟବସାୟିକ ସୂତ୍ରରେ ଉପଲବ୍ଧ ହୋଇନଥିଲା ।[] []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "DailyMed - XEGLYZE- abametapir lotion". dailymed.nlm.nih.gov. Archived from the original on 9 December 2021. Retrieved 3 November 2022.
  2. ୨.୦ ୨.୧ "Abametapir". SPS - Specialist Pharmacy Service. 8 November 2016. Archived from the original on 19 October 2021. Retrieved 3 November 2022.
  3. Sunder, Meera (July 2022). "Abametapir 0.74% (Xeglyze) for the Treatment of Head Lice". American Family Physician. pp. 91–92. Archived from the original on 23 July 2022. Retrieved 3 November 2022.