ଆନାଷ୍ଟ୍ରୋଜୋଲ
ଆନାଷ୍ଟ୍ରୋଜୋଲ (ଇଂରାଜୀ ଭାଷାରେ Anastrozole, ବିକ୍ରୟ ନାମ ଆରିମିଡେକ୍ସ/Arimidex) ଏକ ଔଷଧ ଯାହା ସ୍ତନ କର୍କଟ (breast cancer) ରୋଗରେ ଅନ୍ୟାନ୍ୟ ଔଷଧ ସହିତ ଦିଆଯାଏ । ହରମୋନ ରିସେପ୍ଟର-ପଜିଟିଭ (hormone receptor-positive) ଥିବା ସ୍ତନ କର୍କଟ ରୋଗରେ ଏହା ବିଶେଷତଃ ଦିଆଯାଏ । ଉଚ୍ଚ ସଙ୍କଟାପନନ ରୋଗୀଙ୍କର ପ୍ରତିଷେଧ ନିମନ୍ତେ ମଧ୍ୟ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]
Clinical data | |
---|---|
Trade names | Arimidex, others |
AHFS/Drugs.com | monograph |
MedlinePlus | a696018 |
data |
|
Pregnancy category | |
Routes of administration | By mouth (tablets) |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 83–85% |
Protein binding | 40% |
Metabolism | Liver (85%) |
Elimination half-life | 46.8 h [୨] |
Excretion | Kidney (11%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.129.723 |
Chemical and physical data | |
Formula | C17H19N5 |
Molar mass | 293.366 g/mol |
3D model (JSmol) | |
| |
| |
(what is this?) (verify) |
ସାଧାରଣ ପ୍ରତିକ୍ରିୟାରେ ଜରୁଆ ଅନୁଭବ, ମନୋଭାବ ପରିବର୍ତ୍ତନ, ଗଣ୍ଠି ଯନ୍ତ୍ରଣ ଓ ଅଇ ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ହୃଦ୍ରୋଗ ଓ ହାଡ଼ପୋରିଆ ହୋଇପାରେ । ଗର୍ଭାବସ୍ଥାରେ ଶିଶୁର କ୍ଷତି ହେଉଥିବା ଜଣାଯାଏ । ଏହା ଆରୋମାଟେଜ ଇନହିବିଟିଙ୍ଗ ଶ୍ରେଣୀର (aromatase-inhibiting) ଏକ ଔଷଧ । ଏହା ଏସ୍ଟ୍ରୋଜେନ (estrogen) ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ଆନାଷ୍ଟ୍ରୋଜୋଲ ସନ ୧୯୮୭ରେ ପେଟେଣ୍ଟ ହୋଇ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୯୫ରେ ସ୍ୱୀକୃତ ହୋଇଥିଲା । [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ୧.୯୨ରୁ ୩୦.୬୦ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୩.୮୧ ଆମେରିକୀୟ ଡଲାର ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Anastrozole". The American Society of Health-System Pharmacists. Retrieved 8 December 2016.
- ↑ Mauras N, Bishop K, Merinbaum D, Emeribe U, Agbo F, Lowe E (August 2009). "Pharmacokinetics and pharmacodynamics of anastrozole in pubertal boys with recent-onset gynecomastia". J. Clin. Endocrinol. Metab. 94 (8): 2975–8. doi:10.1210/jc.2008-2527. PMID 19470631.
- ↑ "anastrozole". Chemical Entities of Biological Interest (ChEBI). European Molecular Biology Laboratory. Retrieved 2011-08-14.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 516. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Anastrozole". International Drug Price Indicator Guide. Retrieved 8 December 2016.[permanent dead link]
- ↑ "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 18 December 2016.