ଆନନ୍ଦ ଭବନ
ଆନନ୍ଦ ଭବନ ଭରତର ରାଜଧାନୀ ନୂଆ ଦିଲ୍ଲୀଠାରେ ଅବସ୍ଥିତ ଏକ ଜାତୀୟ ସଂଗ୍ରହାଳୟ । ଏହା ଏକ ଏଇତିହାସିକ ଗୃହ ଓ ନେହେରୁ ପରିବାରର ବାସ ଗୃହ ଥିଲା । ଦେଶର ରାଜନୈତିକ ନେତା ମୋତିଲାଲ ନେହେରୁ 1930 ମସିହାରେ ଏହାକୁ ନିର୍ମାଣ କରିଥିଲେ । ପ୍ରଥମେ ପ୍ରାକ-ସ୍ୱାଧୀନତା କଳାରେ ଏହାକୁ ସ୍ୱରାଜ ଭବନ କୁହାଯାଉଥିଲା । 3 ପିଢୀର ନେହେରୁ ପରିବାର ଏଠାରେ ରହୁଥିଲେ । ଏକଦା ଏହା ଭାରତୀୟ ଜାତୀୟ କଂଗ୍ରେସର ମୁଖ୍ୟାଳୟ ମଧ୍ୟ ଥିଲା । ବର୍ତ୍ତମାନ ଏହା ସଂଗ୍ରହାଳୟ ହେଲା ପରେ ଏଠାରେ ଜବାହାର ପ୍ଲାନେତରିଆମ ରହି ବିଜ୍ଞାନ ଓ ମହାକାଶ ନିରୀକ୍ଷୟନ କାର୍ଯ୍ୟରେ ବ୍ୟବହାର ହୁଏ ।
ସ୍ଥାପିତ | 1970 |
---|---|
ଅବସ୍ଥାନ | Allahabad, India |
ପ୍ରକାର | Historic house museum |
1970 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆନନ୍ଦ ଭବନକୁ ଜାତି ଉଦେଶ୍ୟରେ ପ୍ରଦାନ କରିଥିଲେ । ଏହା ସେହି ଦିନରୁ ଜାତୀୟ ସମ୍ପତ୍ତି ଭାବରେ ସଂଗ୍ରହାଳୟ ଭାବରେ ରହିଛି । [୧]
ଗ୍ୟାଲେରି
ସମ୍ପାଦନା-
At the entrance of Anand Bhavan
-
General view
-
Information board
ଅଧିକ ପଠନ
ସମ୍ପାଦନା- List of tourist attractions in Allahabad
- List of museums in India
ଆଧାର
ସମ୍ପାଦନା- ↑ Bhatt, S.C. (2005). Land and People of Indian States and Union Territories: In 36 Volumes. Uttar Pradesh. Vol. 28. Kalpaz publ. p. 453. ISBN 9788178353845. Retrieved 2015-08-30.