25°27′34″N 81°51′36″E / 25.459376°N 81.8599815°E / 25.459376; 81.8599815

ଆନନ୍ଦ ଭବନ  ଭରତର ରାଜଧାନୀ ନୂଆ ଦିଲ୍ଲୀଠାରେ ଅବସ୍ଥିତ ଏକ ଜାତୀୟ ସଂଗ୍ରହାଳୟ । ଏହା ଏକ ଏଇତିହାସିକ ଗୃହ ଓ ନେହେରୁ ପରିବାରର ବାସ ଗୃହ ଥିଲା । ଦେଶର ରାଜନୈତିକ ନେତା ମୋତିଲାଲ ନେହେରୁ 1930 ମସିହାରେ ଏହାକୁ ନିର୍ମାଣ କରିଥିଲେ । ପ୍ରଥମେ ପ୍ରାକ-ସ୍ୱାଧୀନତା କଳାରେ ଏହାକୁ ସ୍ୱରାଜ ଭବନ କୁହାଯାଉଥିଲା । 3 ପିଢୀର ନେହେରୁ ପରିବାର ଏଠାରେ ରହୁଥିଲେ । ଏକଦା ଏହା ଭାରତୀୟ ଜାତୀୟ କଂଗ୍ରେସର ମୁଖ୍ୟାଳୟ ମଧ୍ୟ ଥିଲା । ବର୍ତ୍ତମାନ ଏହା ସଂଗ୍ରହାଳୟ ହେଲା ପରେ ଏଠାରେ ଜବାହାର ପ୍ଲାନେତରିଆମ ରହି ବିଜ୍ଞାନ ଓ ମହାକାଶ ନିରୀକ୍ଷୟନ କାର୍ଯ୍ୟରେ ବ୍ୟବହାର ହୁଏ । 

Anand Bhavan
Facade of Anand Bhavan
ସ୍ଥାପିତ1970
ଅବସ୍ଥାନAllahabad, India
ପ୍ରକାରHistoric house museum

 1970 ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆନନ୍ଦ ଭବନକୁ ଜାତି ଉଦେଶ୍ୟରେ ପ୍ରଦାନ କରିଥିଲେ । ଏହା ସେହି ଦିନରୁ ଜାତୀୟ ସମ୍ପତ୍ତି ଭାବରେ ସଂଗ୍ରହାଳୟ ଭାବରେ ରହିଛି । [୧]

ଗ୍ୟାଲେରି  ସମ୍ପାଦନା

ଅଧିକ ପଠନ  ସମ୍ପାଦନା

ଆଧାର  ସମ୍ପାଦନା

  1. Bhatt, S.C. (2005). Land and People of Indian States and Union Territories: In 36 Volumes. Uttar Pradesh. Vol. 28. Kalpaz publ. p. 453. ISBN 9788178353845. Retrieved 2015-08-30.