ଆଡାଗ୍ରାସିବ
ଆଡାଗ୍ରାସିବ (ଇଂରାଜୀ ଭାଷାରେ Adagrasib), କ୍ରାଜଟି ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ ରୋଗର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା କେଆରଏଏସ ଜି୧୨ସି (RAS G12C)- ମ୍ୟୁଟେଟଡ ଉନ୍ନତ କର୍କଟ ପାଇଁ ବ୍ୟବହୃତ ହୁଏ ଓ ଯାହା ଅନ୍ୟ ଏକ ଚିକିତ୍ସାରେ ବିଫଳ ହୋଇଛି ।[୧] ଏହା ପାଟିରେ ଦିଆଯାଏ ।[୧]
Names | ||
---|---|---|
Trade names | Krazati | |
Other names | MRTX-849 | |
| ||
Clinical data | ||
Drug class | Antineoplastic agents | |
Main uses | Non-small cell lung cancer (NSCLC)[୧] | |
Side effects | Diarrhea, nausea, musculoskeletal pain, liver problems, kidney problems, shortness of breath, low potassium, low sodium, low white blood cells, swelling[୧] | |
WHO AWaRe | ||
Routes of use |
By mouth | |
Typical dose | 600 mg BID[୧] | |
External links | ||
AHFS/Drugs.com | Monograph | |
Legal | ||
License data |
| |
Legal status |
| |
Chemical and physical data | ||
Formula | C32H35ClFN7O2 | |
Molar mass | 604.13 g·mol−1 | |
3D model (JSmol) | ||
SMILES
| ||
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ମାଂସପେଶୀ-ଯନ୍ତ୍ରଣା, ଯକୃତ ସମସ୍ୟା, ବୃକ୍କ ସମସ୍ୟା, ଅଣନିଶ୍ୱାସ, କମ୍ ରକ୍ତ ପୋଟାସିଅମ୍, କମ୍ ରକ୍ତ ସୋଡିଅମ୍, କମ୍ ଶ୍ୱେତ ରକ୍ତ କଣିକା ଏବଂ ଫୁଲା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ (QT) ଏବଂ ନିମୋନାଇଟିସ୍ ହୋଇପାରେ ।[୧] ଏହା ଆରଏଏସ ଜିଟିପେଜ (RAS GTPase) ପରିବାରର ଏକ ପ୍ରତିବନ୍ଧକ ।[୧]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଡାଗ୍ରାସିବ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୨୩୭,୦୦୦ ଡଲାର ଥିଲା ।[୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "DailyMed - KRAZATI- adagrasib tablet, coated". dailymed.nlm.nih.gov. Archived from the original on 14 January 2023. Retrieved 12 January 2023."DailyMed - KRAZATI- adagrasib tablet, coated". dailymed.nlm.nih.gov. Archived from the original on 14 January 2023. Retrieved 12 January 2023.
- ↑ "FDA Approves Rescue Combination Medication for Asthma". Formulary Watch (in ଇଂରାଜୀ). Archived from the original on 14 January 2023. Retrieved 12 January 2023.