ଆଟୋଭାକୋନ

ଏହା ଏକ ଔଷଧ ଯାହା ନିମିସାଇଟିସ ଜିରୋଭେସି ନିମୋନିଆ (ପିସିପି/PCP), ଟକ୍ସୋପ୍ଲାଜୋମୋସିସ ଏବଂ ବାବେସିଓସିସ୍ ରୋଗର ଚ

ଆଟୋଭାକୋନ, ନିମୋସାଇଟିସ୍ ଏକ ଔଷଧ ଯାହା ନିମିସାଇଟିସ ଜିରୋଭେସି ନିମୋନିଆ (ପିସିପି/PCP), ଟକ୍ସୋପ୍ଲାଜୋମୋସିସ ଏବଂ ବାବେସିଓସିସ୍ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । [୨] [୩] ପିସିପି ପାଇଁ ଏହା ବ୍ୟବହୃତ ହୁଏ ଯେଉଁମାନେ ଟ୍ରାଇମେଥୋପ୍ରିମ୍ / ସଲଫାମେଥୋକ୍ସାଜୋଲ ନେଇପାରିବେ ନାହିଁ । [୨] ଏହା ପାଟିଏ ଦିଆଯାଏ ।| [୨]

ଆଟୋଭାକୋନ
Clinical data
Trade namesMepron
AHFS/Drugs.commonograph
MedlinePlusa693003
Pregnancy
category
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
Elimination half-life2.2–3.2 days
Identifiers
  • trans-2-[4-(4-Chlorophenyl)cyclohexyl]-3-hydroxy-1,4-naphthalenedione
ECHA InfoCard100.158.738 Edit this at Wikidata
Chemical and physical data
FormulaC22H19ClO3
Molar mass୩୬୬.୮୪ g·mol−1
3D model (JSmol)
Melting point216 to 219 °C (421 to 426 °F)
  • OC=2C(=O)c1ccccc1C(=O)C=2[C@@H]3CC[C@H](CC3)c4ccc(Cl)cc4
  • InChI=1S/C22H19ClO3/c23-16-11-9-14(10-12-16)13-5-7-15(8-6-13)19-20(24)17-3-1-2-4-18(17)21(25)22(19)26/h1-4,9-13,15,26H,5-8H2/t13-,15- checkY
  • Key:KUCQYCKVKVOKAY-CTYIDZIISA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଜ୍ୱର, ଉଦ୍‌ବେଗ, ଶୋଇବାରେ ଅସୁବିଧା, ସ୍ପଷ୍ଟ ସ୍ୱପ୍ନ, ବାନ୍ତି, ତରଳ ଝାଡ଼ା, ଚର୍ମ ଦାଗ ଏବଂ ଗଲୁ ଅନ୍ତର୍ଭୁକ୍ତ । [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆଞ୍ଜିଓଡେମା ଅନ୍ତର୍ଭୁକ୍ତ ହୋଇପାରେ | [୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୫] ଏହା ଏକ କ୍ୱିନୋନ୍, ବିଶେଷ ଭାବରେ ଏକ ନାଫଟୋକ୍ୱିନୋନ । [୪] [୨]

୧୯୯୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଟୋଭାକୋନ ଅନୁମୋଦିତ ହୋଇଥିଲା। [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୬] ଯୁକ୍ତରାଜ୍ୟରେ ୫୦ ମିଗ୍ରା ୭୫୦ ମିଗ୍ରାର ୫୦ ମାତ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪୭୦ ପାଉଣ୍ଡ ଅଟେ। [୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୨୦ ଡଲାର ଅଟେ। [୭]

ଆଧାର ସମ୍ପାଦନା

  1. "Wellvone 750mg/5ml oral suspension - Summary of Product Characteristics (SmPC)". (emc). 28 November 2019. Archived from the original on 24 October 2020. Retrieved 18 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Atovaquone Oral SUSPENSION- atovaquone suspension". DailyMed. 10 December 2019. Archived from the original on 7 August 2020. Retrieved 18 September 2020.
  3. "Atovaquone Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2021. Retrieved 16 January 2022.
  4. ୪.୦ ୪.୧ ୪.୨ "Atovaquone". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 16 January 2022.
  5. "Atovaquone (Mepron) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 16 January 2022.
  6. ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 641. ISBN 978-0857114105.
  7. "Atovaquone Prices and Atovaquone Coupons - GoodRx". GoodRx. Retrieved 16 January 2022.