ଆଞ୍ଚଳିକ ରିଂ ରୋଡ଼, ହାଇଦ୍ରାବାଦ

ଆଞ୍ଚଳିକ ରିଂ ରୋଡ଼଼, ହାଇଦ୍ରାବାଦ ଭାରତୀୟ ରାଜ୍ୟ ତେଲେଙ୍ଗାନାର ହାଇଦ୍ରାବାଦ ସହର ଭିତରେ ଥିବା ୯୦ ମିଟର ପ୍ରଶସ୍ତ ଏକ ରୋଡ଼ । ଏହା ୨୮୮ କିଲୋମିଟର ଦୀର୍ଘ । ଏହାକୁ ପୂର୍ବରୁ ଥିବା ସହରାଞ୍ଚଳ ରୋଡ଼ର ଭିଡ଼ କମ କରିବାକୁ ଓ ବିଭିନ୍ନ ରାସ୍ତା ସହ ସଂଯୋଗୀକରଣ ପାଇଁ ଯୋଜନା କରାଯାଇ ନିର୍ମିତ ହୋଇଛି । ଏହି ରୋଡ଼ଦ୍ୱାରା ହାଇଦ୍ରାବାଦର ନିକଟସ୍ଥ ଜିଲ୍ଲା ସମୂହ ସହ ହାଇଦ୍ରାବାଦର ସଂଯୋଗକୁ ସରଳୀକରଣ କରାଯିଛି । ଏହା ଆଡବାର ଜାତୀୟ ରାଜପଥ ୬୫, ୪୪, ୧୬୩ ଓ ୭୬୫କୁ ଯୋଡ଼ା ଯାଇପାରିଛି ।

ଛାଞ୍ଚ:Road marker

Regional Ring Road
Route information
Length:288 km (୧୭୯ mi)
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଏହି ରାସ୍ତାଦ୍ୱାରା ସଂଯୁକ୍ତ ହେଇଥିବା ମୁଖ୍ୟ ସହରସବୁ ସମ୍ପାଦନା

ଏହି ରାସ୍ତା ହେବାଦ୍ୱାରା ସଙ୍ଗାରେଡ୍ଡି, ଭୁବନଗରୀ, ମେହବୁବନଗର, ରଙ୍ଗା ରେଡ୍ଡୀ, ଇବରହିମପାଟନା, ବରଗଳ, ନରସାପୁର ଆଦି ସହର ସଂଯୁକ୍ତ ହେଇପାରିଛି ।

ଆଧାର ସମ୍ପାଦନା