ଆଘାତ
ଆଘାତ ପ୍ରାଣୀମାନଙ୍କର ଶାରୀରିକ କ୍ଷତିକୁ ବୁଝାଏ ।[୧][୨] ଦୁର୍ଘଟଣା, ପତନ, ମାଡ଼, ଅସ୍ତ୍ର ଓ ଅନ୍ୟାନ୍ୟ କାରଣମାନଙ୍କଦ୍ୱାରା ଏହା ସଂଘଟିତ ହୁଏ ।[୧]
ଗୁରୁ ଆଘାତ ଗମ୍ଭୀର ଫଳପ୍ରଦ ହୋଇ ଅବଶେଷରେ ବିକଳାଙ୍ଗ ଓ ମୃତ୍ୟୁ ହୋଇପାରେ ।
ସନ ୧୯୯୦ରେ ଆଘାର ଯୋଗୁ ୪.୩ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୪.୮ ମୃତ୍ୟୁ ହୋଇଥିଲା । ୩୦%ରୁ ଅଧିକ ମୃତ୍ୟୁ ପରିବହନ ଜନିତ ଆଘାର ଯୋଗୁ ହୋଇଥିଲା । ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ମଧ୍ୟରୁ ସନ ୧୯୯୦ରେ ୭୬୬,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୩୬୭,୦୦୦ ମୃତ୍ୟୁ ହୋଇଥିଲା ।[୩] ସମୁଦାୟ ମୃତ୍ୟୁ ସଂଖ୍ୟାର ୯% ଆଘାତ ଯୋଗୁ ହୋଇଥିବା ବେଳେ ସାରା ପୃଥିବୀରେ ମୃତ୍ୟୁ ସଂଖ୍ୟାର ସପ୍ତମ ସ୍ଥାନରେ ଏହାର ନାମ ଅଛି । [୪][୫]
ବର୍ଗୀକରଣ
ସମ୍ପାଦନାଆମେରିକାର ବୁରୋ ଅଫ ଲେବର ସ୍ଟାଟିସ୍ଟିକ୍ସ୍ ସଂସ୍ଥା, ରୋଗ (The United States Bureau of Labor Statistics) ଓ ବ୍ୟବସାୟୀକ (occupational) ଆଘାତକୁ ନେଇ ଏକ ବର୍ଗୀକରଣ ସିଷ୍ଟମ ଓ.ଆଇ.ଆଇ.ସି.ଏସ. (Occupational Injury and Illness Classification System ବା OIICS) ତିଆରି କରିଛନ୍ତି । ଏହି ସିଷ୍ଟମରେ ନିମ୍ନଲିଖିତ ବିଷୟକୁ ବିଚାରକୁ ନିଆଯାଇଛି ।
- ଗୁଣ
- ଶରୀରର ଅଂଶ
- ଉତ୍ସ ଓ ଦ୍ୱିତୀୟକ ଉତ୍ସ
- ଘଟଣା
ସନ ୧୯୯୨ରେ ଓ.ଆଇ.ଆଇ.ସି.ଏସ. ପ୍ରଥମେ ଛପା ହୋଇଥିଲା ଓ ତାପରେ ଅନେକ ଥର ଅଦ୍ୟତନ କରାହୋଇଛି ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Wounds and Injuries: MedlinePlus". Nlm.nih.gov. Retrieved 2015-07-20.
- ↑ "Wounds and Injuries: MedlinePlus". Nlm.nih.gov. Retrieved 2014-03-29.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "The top 10 causes of death". Retrieved 24 May 2015.
- ↑ Stein DM, Santucci RA (July 2015). "An update on urotrauma". Current opinion in urology. 25 (4): 323–30. doi:10.1097/MOU.0000000000000184. PMID 26049876.
- ↑ "Occupational Injury and Illness Classification System". Centers for Disease Control and Prevention. Retrieved 2014-03-24.