ଅଷ୍ଟ୍ରିଆର ଫ୍ରିଡମ ପାର୍ଟି
ଅଷ୍ଟ୍ରିଆର ଫ୍ରିଡମ ପାର୍ଟି ବା ଅଷ୍ଟ୍ରିଆର ସ୍ୱାଧୀନତା ଦଳ ବା ଏଫପିଓ (ଇଂରାଜୀ ଭାଷାରେ The Freedom Party of Austria{{refn|Sometimes referred to as the Liberal Party.[୧୯] ଏକ ଦକ୍ଷିଣପନ୍ଥୀ ପୋପୁଲିସ୍ଟ, (right-wing populist),[୨୦] ନ୍ୟାସନାଲ କଞ୍ଜର୍ଭେଟିଭ ପଲିଟିକାଲ ପାର୍ଟି (national-conservative)[୨୦] । ଏହି ଦଳର ନେତୃତ୍ୱ ସନ ସେପ୍ଟେମ୍ବର ୨୦୧୯ରୁ ନେଉଥିବା ନୋରବର୍ଟ ହୋଫର (Norbert Hofer) ଯୁରୋପିଆନ ପାର୍ଲିଆମେଣ୍ଟର ଆଇଡେଣ୍ଟିଟି ଆଣ୍ଡ ଡିମୋକ୍ରାସି ଦଳର ଏକ ସଭ୍ୟ ଓ ଆଇଡେଣ୍ଟିଟି ଆଣ୍ଡ ଡିମୋକ୍ରାସି ପାର୍ଟିର (Identity and Democracy Party) ମଧ୍ୟ ଏକ ସଭ୍ୟ ।
ଫେଡେରେସନ ଅଫ ଇଣ୍ଡିପେଣ୍ଡେଣ୍ଟସ ପରେ ଏହି ପାର୍ଟି ସନ ୧୯୫୬ରେ ଗଠିତ ହୋଇଥିଲା ଯାହା ନ୍ୟାସନାଲିଜ୍ମ ଇନ ଅଷ୍ଟ୍ରିଆ ଓ ନ୍ୟାସନାଲ ଲିବରାଲିଜମ ପାର୍ଟି (pan-Germanists and national liberals) ପରେ ଅଷ୍ଟ୍ରିଆ ପଲିଟିକ୍ସର ତୃତୀୟ କ୍ୟାମ୍ପରୂପେ ପରିଚିତ ହୋଇଥିଲା; ସେମାନେ ସୋସିଆଲିଜ୍ମ ଓ କାଥିଲିକ କ୍ଲରିକାଲିଜ୍ମକୁ ବିରୋଧ କରୁଥିଲେ । ଏହି ଦଳର ପ୍ରଥମ ନେତା ଆଣ୍ଟନ ରେନଥଲର (Anton Reinthaller) ଭୂତପୂର୍ବ ନାଜି ପାର୍ଟିରେ ଏସଏସ ଅଫିସର ଥିଲେ । ସାଧାରଣ ସମର୍ଥନ ଥିବା ତୃତୀୟ ଏଫପିଓ ପାର୍ଟି ସନ ୧୯୭୯ରେ ଲିବରାଲ ଇଣ୍ଟରନ୍ୟାସନାଲ ବା ଏଲଆଇ ଦଳ ମଧ୍ୟକୁ ଦାଖିଲ ହୋଇଥିଲେ ଓ ସୋସିଆଲ ଡିମିକ୍ରାଟିକ ପାର୍ଟି ଅଫ ଅଷ୍ଟ୍ରିଆ ସରକାରରେ ଭାଗନେଇଥିଲେ । ଏଫପିଓର ନେତା ଭାବରେ ସନ ୧୯୮୬ରେ ଜର୍ଗ ହାଇଦର Jörg Haider ବଛାହେବାପରେ ପାର୍ଟିର ଏକ ନୂଆ ଆଭିମୁଖ୍ୟ ହେଲା ଓ ଏହା ଦକ୍ଷିଣ-ପନ୍ଥୀ ପପୁଲିଜ୍ମ ଦିଗକୁ ଗଲା । ଏହି ନୂଆ ପାର୍ଟି ଗଠନ ପରେ ଏସପିଓ ସହ ଥିବା ବନ୍ଧନ କାଟି ଦେଲେ ଓ ବହୁତ ଲୋକଙ୍କ ସମର୍ଥାନ ପାଇଲେ । ସନ ୧୯୯୩ରେ ଇମିଗ୍ରେସନ ସମ୍ବନ୍ଧରେ ଏକ ମତଦ୍ୱନ୍ଦ୍ୱ ହେବାରୁ ଅନେକ ଲୋକ ଏହି ପାର୍ଟିରୁ ବାହାରିଯାଇ ଏକ ନୂଆ ଲିବରାଲ ଫୋରମ (Liberal Forum (LiF)) ପାର୍ଟି ଗଠନ କଲେ ଓ ପରେ ଏନଇଓ (NEOS) ପାର୍ଟିରେ ମିଶିଗଲେ । ଏହି ପାର୍ଟି ଇଟାଲି ଓ ଅଷ୍ଟ୍ରିଆର ଟାଇରଲଦ୍ୱୟର (Tyrol) ମିଶ୍ରଣକୁ ସମର୍ଥନ କଲେ ଓ[୨୧] ତେଣୁ ଦକ୍ଷିଣ ଟାଇରୋଲିଆନ ପାର୍ଟିକୁ ମିଶେଇଲା ।
ସନ ୧୯୯୯ରେ ଅଷ୍ଟ୍ରିଆନ ଲେଜିସଲେଟିଭ ଇଲେକସନରେ ୨୬.୯% ଭୋତ ପାଇ ଏଫପିଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ଯାହାକି ସାରା ରାଜ୍ୟରେ ହୋଇଥିବା ଇଲେକସନରେ ସବୁଠାରୁ ଭଲ ଫଳ ହୋଇଥିଲା ଓ ପ୍ରଥମ ଥର ପାଇଁ ଅଷ୍ଟ୍ରିଆନ ପିଉପ୍ଲ ପାର୍ଟିଠାରୁ ଅଳ୍ପ ମାର୍ଜିନ ଅଧିକରେ ଜିତିଥିଲା । ଏଫପିଓ ଓ ଓଭିପି ମିଶି ଏକ ମିଳିତ ସରକାର ଗଠନ କରିଥିଲେ କିନ୍ତୁ ଆନ୍ତର୍ଜାତିୟ ମତକୁ ସମ୍ମାନ ଦେଇ ଚାନସେଲର ପଦବୀ ଓଭିପିକୁ ଦିଆଗଲା । ଅଳ୍ପ ସମୟ ମଧ୍ୟରେ ଏଫପିଓ ସରକାର ସହିତ ବେଆରାମ ହୋଇଗଲା ଓ ୨୦୦୨ ଇଲେକସନରେ ମାତ୍ର ୧୦% ଭୋଟ ପାଇଲେ କିନ୍ତୁ ଉଭୟ ପାର୍ଟି ରାଜିନାମାରେ ମିଳିତ ଭାବରେ ସରକାର ଚଳେଇଲେ । ପୁନଶ୍ଚ ୨୦୦୫ରେ ଭିନ୍ନତା ସୃଷ୍ଟି ହେଲା ଓ ହାଇଦର ଏଫପିଓର ନେତୃତ୍ୱ ନେବାରୁ ଅନେକ ପାର୍ଟି ତ୍ୟାଗ କରି ନୂଆ ଆଲିଆନ୍ସ ଫର ଦି ଫ୍ୟୁଚର ଅଷ୍ଟ୍ରିଆ ଦଳ ଗଠନ କଲେ ଯାହା ଯୋଗୁ ଏଫପିଓ ମିଳିତ ସରକାରରୁ ବିଦାୟ ହୋଇଗଲେ ।
ଆଧାର
ସମ୍ପାଦନା- ↑ Gerard Braunthal (2009). Right-Wing Extremism in Contemporary Germany. Palgrave Macmillan UK. p. 158. ISBN 978-0-230-25116-8.
- ↑ "Austrian coalition parties punished in provincial election". Euractiv. 22 September 2014.
- ↑ Martin Dolezal; Swen Hutter; Bruno Wüest (2012). "Exploring the new cleavage in across arenas and public debates: designs and methods". In Edgar Grande; Martin Dolezal; Marc Helbling; et al. (eds.). Political Conflict in Western Europe. Cambridge University Press. p. 52. ISBN 978-1-107-02438-0. Retrieved 19 July 2013.
- ↑ Hans-Jürgen Bieling (2015). "Uneven development and 'European crisis constitutionalism', or the reasons for and conditions of a 'passive revolution in trouble'". In Johannes Jäger; Elisabeth Springler (eds.). Asymmetric Crisis in Europe and Possible Futures: Critical Political Economy and Post-Keynesian Perspectives. Routledge. p. 110. ISBN 978-1-317-65298-4.
- ↑ "Austria's Freedom Party sees vote rise". BBC News. 26 May 2014. Retrieved 22 April 2016.
- ↑ "Austria's Freedom Party sees vote rise". BBC News. 25 May 2014. Retrieved 25 May 2014.
- ↑ ୭.୦ ୭.୧ Ruth Wodak; Anton Pelinka, eds. (2009). "Austrian Exceptionalism". The Haider Phenomenon in Austria. Transaction Publishers. p. 117. ISBN 978-1-4128-2493-4.
- ↑ Riedlsperger 1998, p. 27.
- ↑ Yves Mény; Yves Surel (2002). Democracies and the Populist Challenge. Palgrave Macmillan UK. p. 167. ISBN 978-1-4039-2007-2.
- ↑ Van Gilder Cooke, Sonia (29 July 2011), "Austria — Europe's Right Wing: A Nation-by-Nation Guide to Political Parties and Extremist Groups", Time, archived from the original on 8 February 2012, retrieved 16 February 2012
- ↑ Meyer-Feist, Andreas (14 February 2012), "Austrian villagers quash plans for Buddhist temple", DW, retrieved 16 February 2012
- ↑ Freedom Party leader may face hate speech charges. The Local (Austria edition). Published 19 October 2016. Retrieved 24 September 2017.
- ↑ Hainsworth, Paul (2008), The Extreme Right in Western Europe, Routledge, pp. 38–39
- ↑ Art, David (2011), Inside the Radical Right: The Development of Anti-Immigrant Parties in Western Europe, Cambridge University Press, pp. 106–107
- ↑ Wodak, Ruth; De Cillia, Rudolf; Reisigl, Martin (2009), The Discursive Construction of National Identity (2nd ed.), Edinburgh University Press, p. 195
- ↑ Hale Williams, Michelle (2012), "Downside after the summit: factors in extreme-right party decline in France and Austria", Mapping the Extreme Right in Contemporary Europe: From Local to Transnational, Routledge, p. 260
- ↑ Cauquelin, Blaise (30 November 2016). "l'extrême droite près du pouvoir en Autriche" (in French). le Monde. Retrieved 4 April 2019.
{{cite web}}
: CS1 maint: unrecognized language (link) - ↑ Huter, Mathias (April 2006). "Blau-orange Realitäten". Datum (in German). Archived from the original on 23 January 2010. Retrieved 6 February 2011.
{{cite journal}}
: CS1 maint: unrecognized language (link) - ↑ "Freedom Party of Austria". Encyclopædia Britannica. Retrieved 9 July 2011.
- ↑ ୨୦.୦ ୨୦.୧ Nordsieck, Wolfram (2017). "Austria". Parties and Elections in Europe.
- ↑ "Austrian nationalist calls for referendum on Tyrol unification". 6 May 2016.