ଅଶ୍ୱିନ ବାବୁ

ଭାରତୀୟ ଅଭିନେତା

ଅଶ୍ୱିନ ବାବୁ (ଜନ୍ମ: ୧ ଅଗଷ୍ଟ ୧୯୮୫) ଜଣେ ଭାରତୀୟ ଅଭିନେତା ଯିଏ ମୁଖ୍ୟତ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି । ୨୦୧୨ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଜିନିଅସ୍ ।[][][]

ଅଶ୍ୱିନ ବାବୁ
ଜନ୍ମ (1985-08-01) ୧ ଅଗଷ୍ଟ ୧୯୮୫ (ବୟସ ୩୯)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା

୨୦୧୨ ମସିହାରେ ସେ ତାଙ୍କ ଭାଇ ଓମକାରଙ୍କ ନିର୍ଦ୍ଦେଶିତ ତେଲୁଗୁ କଥାଚିତ୍ର ଜିନିଅସ୍‌ରେ ଅଭିନୟ କରିଥିଲେ । ପରେ ୨୦୧୫ ମସିହାରେ ସେ ଯଥା କଲିସରେ ଅଭିନୟ କରିଥିଲେ ।[] ପରବର୍ତ୍ତୀ ସମୟରେ ସେ ରାଜୁ ଗରି ଗାଡ଼ିରେ ଏକ ଉଲ୍ଲେଖନୀୟ ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୭ ମସିହାରେ ସେ ରାଜୁ ଗରି ଗାଡ଼ି ୨ ଏବଂ ପରବର୍ତ୍ତୀ ସମୟରେ ରାଜୁ ଗରି ଗାଡ଼ି ୩ରେ ଅଭିନୟ କରିଥିଲେ ।[][][][]

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୨ ଜିନିଅସ୍ ୟସିର୍
୨୦୧୫ ଯଥା କଲିସେ ରିଷି
୨୦୧୫ ରାଜୁ ଗରି ଗାଡ଼ି ଅଶ୍ୱିନ୍
୨୦୧୬ ନାନ୍ନା ନେନୁ ନା ପ୍ରେମିକା ନାନି [୧୦]
୨୦୧୭ ରାଜୁ ଗରି ଗାଡ଼ି ୨ ଅଶ୍ୱିନ୍
୨୦୧୯ ରାଜୁ ଗରି ଗାଡ଼ି ୩
  1. "Launch of Tamannaah Bhatia's Raju Gari Gadhi 3". The Indian Express (in ଇଂରାଜୀ). 2019-06-20. Retrieved 2023-05-02.
  2. "Ashwin Babu, M R Krishna, and DSR's 'Vachina Vaadu Gowtham' launched grandly with a Pooja Ceremony". The Times of India. 2023-01-01. ISSN 0971-8257. Retrieved 2023-05-02.
  3. "Ohmkar's brother comes up with a new movie 'Hidimba'". The Times of India. 2021-08-03. ISSN 0971-8257. Retrieved 2023-05-02.
  4. IBTimes (2015-12-27). "Jatha Kalise (Jata Kalisey) review roundup: Ashwin-Tejaswi's film bags mixed verdict and good ratings from critics". www.ibtimes.co.in (in ଇଂରାଜୀ). Retrieved 2023-05-02.
  5. "Ashwin Babu's next after Hidimba is a medical thriller; here's what we know". OTTPlay (in ଇଂରାଜୀ). Retrieved 2023-05-02.
  6. "'Raju Gari Gadhi 2': The story of a soul that seeks revenge?". The News Minute (in ଇଂରାଜୀ). 2017-09-21. Retrieved 2023-05-02.
  7. "'Raju Gari Gadhi 3' team irks Tamannaah by bringing up her name in promos". The News Minute (in ଇଂରାଜୀ). 2019-10-22. Retrieved 2023-05-02.
  8. Sharma, Bhavana (2019-10-18). "Raju Gari Gadhi 3 review: A hilarious entertainer with less spookiness". www.ibtimes.co.in (in ଇଂରାଜୀ). Retrieved 2023-05-02.
  9. "Raju Gari Gadhi 3 meta review: Critics think that this popular Telugu horror-comedy franchise has little left in the tank to entertain viewers anymore". Bollywood Life (in ଇଂରାଜୀ). 2019-10-18. Retrieved 2023-05-02.
  10. Telugu360 (2016-12-16). "Nanna Nenu Naa Boyfriends Movie Review Hebah Patel NNNB Movie Rating". Telugu360.com (in ଆମେରିକୀୟ ଇଂରାଜୀ). Retrieved 2023-05-02.{{cite web}}: CS1 maint: numeric names: authors list (link)

ବାହାର ଲିଙ୍କ୍

ସମ୍ପାଦନା