ଅଶ୍ୱିନୀ ଜୋସ

ଭାରତୀୟ ଅଭିନେତା

ଅଶ୍ୱିନୀ ଜୋସ ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ମାତା ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଜଗତରେ କାମ କରନ୍ତି ।[୧][୨] ସେ ୨୦୧୮ ମସିହାରେ ମାଲାୟାଲମ କଥାଚିତ୍ର କୁଇନ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଶ୍ୱିନୀ ଜୋସ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା (ମାଲାୟଲମ୍)
ସକ୍ରିୟ ବର୍ଷ୨୦୧୮ – ଏବେଯାଏଁ

ଏହାପରେ ସେ ହରିଶ୍ରୀ ଅଶୋକାନଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ଏନ୍ ଇଣ୍ଟରନ୍ୟାସନାଲ୍ ଲୋକାଲ୍ ଷ୍ଟୋରୀ (୨୦୧୮)ରେ ମୁଖ୍ୟ ନାୟକ ଭାରେ କାମ କରିଥିଲେ ।[୩] ୨୩ ଅଗଷ୍ଟ ୨୦୧୯ରେ ତାଙ୍କ ଅଭିନୀତ କୁମ୍ବାରୀସ୍ ମୁକ୍ତିଲାଭ କରିଥିଲା । ଅନୁରାଗମ୍ କଥାଚିତ୍ରରେ ସେ ନାୟକ ଭାବରେ ଅଭିନୟ କରିବା ସହିତ ଏହାର କାହାଣୀ ମଧ୍ୟ ଲେଖିଥିଲେ ।[୪][୫]

ବ୍ୟକ୍ତିଗତ ଜୀବନ ସମ୍ପାଦନା

୧୭ ମଇ ୨୦୨୩ରେ ସେ ଫେବା ଜନ୍‌ସନ୍‌ଙ୍କୁ ବିବାହ କରିଥିଲେ ।[୬]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୮ କୁଇନ୍ ମୁନିର୍ [୩]
ଏନ୍ ଇଣ୍ଟରନ୍ୟାସନାଲ୍ ଲୋକାଲ୍ ଷ୍ଟୋରୀ ଯଦୁ
୨୦୧୯ କୁମ୍ବାରୀସ୍ ଶମ୍ଭୁ
ଅଧ୍ୟରାତ୍ରୀ ଯୁବ ସତୀଶ
୨୦୨୩ ଅନୁରାଗମ୍ ଅଶ୍ୱିନୀ [୭]

ଆଧାର ସମ୍ପାଦନା

  1. Bose, Sharath (4 June 2023). "Mammootty's Unforgettable Recognition Leaves Aswin Starstruck: Young Actor's Next Wish Reveals Something Big!". FilmiBeat (in English). Retrieved 24 August 2023.{{cite news}}: CS1 maint: unrecognized language (link)
  2. "Gautham Menon, Ashwin Jose to lead Anuragam". Cinema Express.
  3. ୩.୦ ୩.୧ "Anuragam trailer promises a feel-good romantic film". The New Indian Express (in ଇଂରାଜୀ). 29 April 2023. Retrieved 24 August 2023.
  4. "ദൈവത്തിന് കത്ത് എഴുതിയിരുന്ന ഒരാളാണ് എന്റെ ഭാവി വധു; അതും അനുരാഗം: നടൻ അശ്വിൻ അഭിമുഖം". ManoramaOnline.
  5. Bureau, The Hindu (2023-05-03). "'Anuragam', starring Aswin Jose, Gouri Kishan, Gautham Menon and Devayani, to release on May 5". The Hindu (in Indian English). ISSN 0971-751X. Retrieved 2023-08-24.
  6. "'Queen' actor Ashwin Jose ties the knot with Feba Johnson". 18 May 2023 – via The Economic Times - The Times of India.
  7. "Gautham Vasudev Menon's Malayalam Film Anuragam To Be Released On This Date". News18 (in ଇଂରାଜୀ). 2023-04-26. Retrieved 2023-08-24.

ବାହାର ଆଧାର ସମ୍ପାଦନା