ଅଶ୍ୱିନୀ ଚିଦାନନ୍ଦ ସେତ୍ତି ଆକୁଞ୍ଜି , (ଜନ୍ମ ୭ ଅକ୍ଟୋବର ୧୯୮୭ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ୪୦୦ ମିଟର ଦୌଡ ରେଭାରତ ଓ ବିଦେଶରେ ଅନେକ ପ୍ରତିଯୋଗୀତାରେ ଭାଗ ନେଇ ପଦକ ପ୍ରାପ୍ତ ହେଇଛନ୍ତି । ତାଙ୍କର ଜନ୍ମ ଉଡୁପୀଠାରେ ହେଇଥିଲା ।

ଅଶ୍ୱିନୀ ଆକୁଞ୍ଜି


କ୍ରୀଡ଼ା ଅବଦାନ  ୨୦୧୦ ମସିହା କମନୱେଲ୍‌ଥ ଗେମରେ ସେ ୪୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ ।[୧] ୨୦୧୦ ମସିହାର ଏସୀୟ କ୍ରୀଡ଼ାରେ ମଧ୍ୟ ସେ ମନଜିତ କୌର , ମନଦୀପ  କୌର ଓ ସୈନି ଜୋସ [୨]ଙ୍କ ସହ ଦୌଡି ୪x୪୦୦ ମିଟର ରେଲେ ରେସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ଚୀନ ଦେଶରେ ଅନୁଷ୍ଠିତ ସେହି କ୍ରୀଡ଼ାରେ ସେ ବ୍ୟକ୍ତିଗତ ଭାବରେ ୪୦୦ ମିଟର ମହିଳା ହର୍ଦଳସ ବିଭାଗରେ ମଧ୍ୟ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହେଇଥିଲେ ।    

ସଂକ୍ଷିପ୍ତ ଜୀବନୀ  ସମ୍ପାଦନା

କର୍ଣାଟକ ରାଜ୍ୟର ଉଡୁପୀ ଜିଲ୍ଲାର ସିଦ୍ଦାପୁରା ଗ୍ରାମରେ ଅଶ୍ୱିନୀଙ୍କ ଜନ୍ମ ହେଇଥିଲା । ତାଙ୍କର ପିତା ଚିଦାନନ୍ଦ ସେତ୍ତି ଓ ମାଁ ଯଶୋଦା ସେତ୍ତି [୩]ଟୁଲୁ ଭାଷାର ପରିବାରରୁ ଆସିଥିଲେ । ତାଙ୍କ [ଆରିବାରରେ ଅନେକ ଆଥଲେଟ [୪]ରାଜ୍ୟ ଓ ଦେଶ ପାଇଁ ପ୍ରତିନିଧିତ୍ୱ କରିଆସିଛନ୍ତି । କୃଶକ ପରବାର[୫]ର ଅଶ୍ୱନୀ ଏପରିକି  ତାଙ୍କ ବଡ଼ ଭାଇ ଓ ଭଉଣୀଙ୍କ ସହ ମିଶି ସେଠାରେ ୫ ଏକର ବିଶିଷ୍ଟ ଏକ ଆରେକା ବାଦାମର ଫାର୍ମ  କରିଛନ୍ତି । ପୂର୍ବରୁ ଭାରତୀୟ ରେଳ ବିଭାଗରେ କରମରତ ଥିବା ଅଶ୍ୱିନୀ ବର୍ତ୍ତମାନ ପଞ୍ଜାବ ରାଜ୍ୟର ପାଟିଆଲାଠାରେ କର୍ପୋରେସନ ବାଙ୍କରେ କାର୍ଯ୍ୟ ମଧ୍ୟ କରୁଛନ୍ତି । .[୬]

ନିଶା ଦ୍ରବ୍ୟ  ସେବନ ପାଇଁ ନିଲମ୍ବନ  ସମ୍ପାଦନା

ଜୁଲାଇ ୨୦୧୧ରେ ଜାପାନଠାରେ ହେବାକୁ ଥିବା ଏସିଯା ଆଥଲେଟିକ ଚମପିଅନଶିପର ଅବ୍ୟବହିତ ଅଉର୍ବାରୁ ତାଙ୍କ ରକ୍ତ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ [୭]ମିଳିଥିବାର ଜଣାପଡିୟହିଲା । ତେଣୁ ତାଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । ପରେ ଆନ୍ତର୍ଜାତିକ ଡୋପିଂ କର୍ତୁପକ୍ଷୀ ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଥିଲେ ଓ ତାହା ତାଙ୍କର କ୍ରୀଡ଼ା ଜୀବନରେ ଅକାଳ ଜବନିକା ପକାଇଥିଲା । .[୮]

ପୁରସ୍କାର ଓ ସମ୍ମାନ  ସମ୍ପାଦନା

କର୍ଣାଟକ ସରକାର ତାଙ୍କୁ ୧ ଲକ୍ଷ୍ ମୁଦ୍ରା ସହ ଏକ ସ୍ୱର୍ଣ୍ଣ ପଦକ ଓ ବାଙ୍ଗାଲୋର[୯]ଠାରେ ଏକ ବାସ ଗୃହ ପ୍ରଦାନ କରିଥିଲେ । ଭାରତୀୟ ରେଳବାଇ ମଧ୍ୟ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ ଅନେକ ଥର ପୁରସ୍କୃତ କରିଥିଲେ । ଏହା ବ୍ୟତୀତ ସେ ଅନେକ ପୁରସ୍କାର ବିଜୟିନୀ ହେଇଥିଲେ । .[୧୦][୧୧][୧୨][୧୩]

ଆଧାର  ସମ୍ପାଦନା

  1. Kundapur (SP) (14 October 2010). "Kundapur: Country's Pride, Ashwini Shetty Akkunje, Getting Accolades Aplenty". Daijiworld Media Network. Retrieved 15 October 2010.
  2. Bose, Saibal. "Indian relay girls bring the house down". Times of India. Retrieved 15 October 2010. {{cite news}}: More than one of |work= and |newspaper= specified (help)
  3. Staff Correspondent (14 October 2010). "Ashwini's family ecstatic". The Hindu. Chennai, India. Retrieved 15 October 2010. {{cite news}}: More than one of |work= and |newspaper= specified (help)
  4. Beejadi, Aishwarya. "Udupi: Rural Surroundings of Akkunje Scripts Ashwini's Success". Daijiworld.com. Retrieved 30 November 2010. {{cite news}}: More than one of |work= and |newspaper= specified (help)
  5. Belgaumkar, Govind D. (14 October 2010). "Grit pumped up Karnataka's golden girl". The Hindu. Chennai, India. Archived from the original on 19 October 2010. Retrieved 15 October 2010. {{cite news}}: More than one of |work= and |newspaper= specified (help)
  6. Udupi: Athlete Ashwini Akkunji gets engaged
  7. Ashwini and Priyanka add to doping shame : Controversies - London Olympics News - India Today
  8. "CAS confirms 2-year bans on 6 Indian athletes". The Hindu. Chennai, India. 18 July 2012. Retrieved 18 July 2012.
  9. "Rajyotsava awards for 162 Bangalore, Oct 30, DH News Service: « NRI Forum Karnataka :: News". Archived from the original on 2017-04-29. Retrieved 2017-03-20.
  10. "India News". The Times of India. 13 October 2010.
  11. Yeddy announces cash prizes to Karna medal winners in CWG
  12. "Railways honours Commonwealth Games medallists". The Hindu. Chennai, India. 27 October 2010.
  13. The Village Road that Led to Guangzhou - Indian Express

ବାହାର ଲିଙ୍କ  ସମ୍ପାଦନା