ଗ୍ରହ ଓ ଉପଗ୍ରହ ମାନଙ୍କର ଶକ୍ତ ଓ ପଥୁରିଆ ବାହ୍ଯ ଆବରଣକୁ ଅଶ୍ମମଣ୍ଡଳ (Lithosphere) କୁହାଯାଏ ।[୧] ପୃଥିବୀରେ ଏହା ସାଧାରଣତଃ କ୍ରଷ୍ଟ ଓ ମାଣ୍ଟଲର ଉପରିଭାଗକୁ କୁହାଯାଏ | ଏହାକୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଏ | ପ୍ରଥମଟି ହେଲା ମହାସାଗରୀୟ ଅଶ୍ମମଣ୍ଡଳ ଓ ଦ୍ବତୀୟଟି ହେଲା ମହାଦେଶୀୟ ଅଶ୍ମମଣ୍ଡଳ ।[୨][୩]

ଆଧାର ସମ୍ପାଦନା

  1. "Lithosphere". education.nationalgeographic.org (in ଇଂରାଜୀ). Retrieved 2023-11-27.
  2. updated, Daisy Dobrijevic last (2022-03-29). "The lithosphere: Facts about Earth's outer shell". Space.com (in ଇଂରାଜୀ). Retrieved 2023-11-27.
  3. "2.1: The Lithosphere". Biology LibreTexts (in ଇଂରାଜୀ). 2022-01-29. Retrieved 2023-11-27.