ଅର୍ଜୁନ ବାଜପେୟୀ

ଭାରତୀୟ ବିଶ୍ବପ୍ରସିଦ୍ଧ ପର୍ବତାରୋହୀ

ଅର୍ଜୁନ ବାଜପେୟୀ ଜଣେ ଭାରତୀୟ ପର୍ବତରୋହି ଅଟନ୍ତି ସେ 23 ମଇ 2016 ମସିହାରେ ବିଶ୍ୱର ପଞ୍ଚମ ସବୁଠାରୁ ଉଚ୍ଚ ମାଉଣ୍ଟ ମକାଲୁ (8,463 ମି.ଉଚ୍ଚ)ରେ ତ୍ରିରଙ୍ଗା ଉଡେଇବାରେ ସଫଳତା ଲାଭ କରିଥିଲେ । ଏହି ପାହାଡର ଶିଖରକୁ ଚଢ଼ିଥିବା ସବୁଠାରୁ କମ ବୟସର ପର୍ବତରୋହି ଅଟନ୍ତି । ଏହା ପୂର୍ବରୁ ସେ ବିଶ୍ୱର ସବୁଠାରୁ ବଡ଼ ଶିଖର ମାଉଣ୍ଟ ଏଭରେଷ୍ଟ , ବିଶ୍ୱର ଚତୁର୍ଥ ଶିଖର ହ୍ଲୋସ୍ତେ ଏବଂ ବିଶ୍ୱର ଅଷ୍ଟମ ଶିଖର ମାନସଲୁରେ ସେ ଚଢ଼ି ସାରିଛନ୍ତି। ଏହା ସହିତ ସେ ବିଶ୍ୱର ଏପରି ପର୍ବତରୋହି ହୋଇଗଲେ , ଯିଏ ସବୁଠାରୁ କମ ବୟସରେ 8000 ମିଟର ଉଚ୍ଚ ଶିଖରରେ ଚଢ଼ିଥିଲେ ।[୧][୨]

ଅର୍ଜୁନ ବାଜପେୟୀକୁ
ଅର୍ଜୁନ ମାଉଣ୍ଟ କଲାମ ଶୀର୍ଷ ଉପରେ
ଜନ୍ମ (1993-06-09) ୯ ଜୁନ ୧୯୯୩ (ବୟସ ୩୦)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ଜାତୀୟତାIndia ଭାରତୀୟ

ଆଧାର ସମ୍ପାଦନା

  1. ସରକାର, ସୁଦେଶନ (22 ମଇ2010). "Indian, American teen on top of Mt Everest". ଟାଇମ୍ସ ଅଫ ଇଣ୍ଡିଆ (in ଇଂରାଜୀ). Archived from the original on 2013-12-02. Retrieved 26 ମଇ2016. {{cite news}}: Check date values in: |accessdate= and |date= (help); Unknown parameter |trans_title= ignored (|trans-title= suggested) (help)
  2. ଅର୍ଚନା, କେସୀ (23 ଅକ୍ଟୋବର 2015). "Indian boys climb an untouched mountain peak and name it after APJ Abdul Kalam". ଇଣ୍ଡିଆ ଟୁଡେ (in ଇଂରାଜୀ). Retrieved 26 ମଇ23016. {{cite news}}: Check date values in: |accessdate= (help); Unknown parameter |trans_title= ignored (|trans-title= suggested) (help)