ଅର୍ଚ୍ଚନା ସୋରେଙ୍ଗ
ଅର୍ଚ୍ଚନା ସୋରେଙ୍ଗ ଜଣେ ଭାରତୀୟ ଜଳବାୟୁ କର୍ମୀ । ସେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ନିବାସୀ । ୨୦୨୦ ମସିହାରେ ସେ ମିଳିତ ଜାତିସଂଘର ସେକ୍ରେଟେରି ଜେନେରାଲ ଆଣ୍ଟୋନିଓ ଗୁଟେରାସଙ୍କ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା ପାଇଁ ନୂତନ ଦୃଷ୍ଟିକୋଣ ଏବଂ ସମାଧାନ ପ୍ରଦାନ କରିବା ନିମନ୍ତେ ଯୋଗଦେଇଥିଲେ ।[୧][୨][୩][୪][୫][୬][୭] ସୋରେଙ୍ଗ ପାରମ୍ପାରିକ ଜ୍ଞାନ ଏବଂ ସାଂସ୍କୃତିକ ଅଭ୍ୟାସଗୁଡ଼ିକୁ ଲିପିବଦ୍ଧ ଓ ସେସବୁର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।[୮][୯]
ଅର୍ଚ୍ଚନା ସୋରେଙ୍ଗ | |
---|---|
ଜନ୍ମ | 1996 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । ବିହାବନ୍ଧ, ରାଜଗାଙ୍ଗପୁର, ସୁନ୍ଦରଗଡ଼ |
ଶିକ୍ଷାନୁଷ୍ଠାନ | ସ୍ନାତକ (ପାଟଣା ମହିଳା ମହାବିଦ୍ୟାଳୟ) , ସ୍ନାତକୋତ୍ତର (ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ) |
ବୃତ୍ତି(ସମୂହ) | ଶୋଧକର୍ମୀ, ବସୁନ୍ଧରା |
ବସୁନ୍ଧରା | |
ପ୍ରସିଦ୍ଧି | ପରିବେଶ କର୍ମୀ |
ପିତାମାତା |
|
ୱେବସାଇଟ | www |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଅର୍ଚ୍ଚନା ସୋରେଙ୍ଗ ସୁନ୍ଦରଗଡ଼ର ଅଧିବାସୀ ଓ ସେ ଖଡ଼ିଆ ଜନଜାତିର ଲୋକ ।[୧୦]
ଶିକ୍ଷା
ସମ୍ପାଦନାସୋରେଙ୍ଗ ସୁନ୍ଦରଗଡ଼ ଜିଲ୍ଲାର କୁତରାସ୍ଥିତ ସେଣ୍ଟ ଜନ ମେରି ଭାନି ଇଂରାଜୀ ମାଧ୍ୟମ ସ୍କୁଲରେ ବିଦ୍ୟାଳୟ ଶିକ୍ଷା ଓ ଯୁକ୍ତ ଦୁଇ କାରମେଲ ସ୍କୁଲରେ ସମାପନ କରିଥିଲେ ।[୧୧] ପରେ ସେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରୁ ନିୟାମକ ଶାସନ (ରେଗୁଲେଟରି ଗଭର୍ଣ୍ଣାସ) ଅଧ୍ୟୟନ କରିଥିଲେ । ସେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀସଂଘର ସଭାପତି ମଧ୍ୟ ଥିଲେ ।[୮][୯]
ଆଧାର
ସମ୍ପାଦନା- ↑ "Archana Soreng Joins UN Youth Advisory Group On Climate Change". SheThePeople TV (in ଆମେରିକୀୟ ଇଂରାଜୀ). 2020-08-07. Retrieved 2020-08-20.
- ↑ "Activist Archana Soreng in UN Chief's New Youth Advisory Group on Climate Change". The Wire. Retrieved 2020-08-20.
- ↑ Arora, Sumit. "Archana Soreng named by UN chief to new advisory group" (in ଆମେରିକୀୟ ଇଂରାଜୀ). Retrieved 2020-11-18.
- ↑ "Meet Archana Soreng - Indian activist named by UN chief to new advisory group on climate change". Free Press Journal (in ଇଂରାଜୀ). Retrieved 2020-11-18.
- ↑ "First Odia Girl to be Named Into New Advisory Group On Climate Change". KalingaTV (in ଆମେରିକୀୟ ଇଂରାଜୀ). 2020-07-29. Retrieved 2020-11-18.
- ↑ "When Adivasis Feel Secure, They Will Be Able To Enjoy Freedom: Climate Activist Archana Soreng". HuffPost India (in ଇଂରାଜୀ). 2020-08-14. Retrieved 2020-11-18.
- ↑ "Young Indian Activist Archana Soreng Becomes Part of UN Advisory Group on Climate Change". News18 (in ଇଂରାଜୀ). 2020-07-28. Retrieved 2020-11-18.
- ↑ ୮.୦ ୮.୧ "Indian climate activist Archana Soreng named by UN chief to new advisory group". Hindustan Times (in ଇଂରାଜୀ). Press Trust of India. 28 July 2020. Retrieved 4 August 2020.
- ↑ ୯.୦ ୯.୧ "Indian climate activist Archana Soreng named by UN chief to new advisory group". The Hindu (in Indian English). The Hindu. Press Trust of India. 28 July 2020. Retrieved 4 August 2020.
- ↑ Bhattacharya, Amava (2020-08-25). "Tribal communities must be made stakeholders in post-Covid world: Archana Soreng | Bhubaneswar News - Times of India". The Times of India (in ଇଂରାଜୀ). Retrieved 2020-11-18.
{{cite web}}
: CS1 maint: url-status (link) - ↑ "ଜାତିସଂଘ ପରାମର୍ଶଦାତା ନିଯୁକ୍ତ ପରେ ଶୁଣନ୍ତୁ କଣ କହୁଛନ୍ତି ଓଡ଼ିଆ ଝିଅ Archana Soreng". News18 Odia. News18 Odia. 28 Jul 2020. Retrieved 4 August 2020.