ଅର୍ଚ୍ଚନା ସୋରେଙ୍ଗ

ଭାରତୀୟ ଜଳବାୟୁ କର୍ମୀ

ଅର୍ଚ୍ଚନା ସୋରେଙ୍ଗ ଜଣେ ଭାରତୀୟ ଜଳବାୟୁ କର୍ମୀ । ସେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ନିବାସୀ । ୨୦୨୦ ମସିହାରେ ସେ ମିଳିତ ଜାତିସଂଘର ସେକ୍ରେଟେରି ଜେନେରାଲ ଆଣ୍ଟୋନିଓ ଗୁଟେରାସଙ୍କ ଯୁବ ପରାମର୍ଶଦାତା ଗୋଷ୍ଠୀରେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା ପାଇଁ ନୂତନ ଦୃଷ୍ଟିକୋଣ ଏବଂ ସମାଧାନ ପ୍ରଦାନ କରିବା ନିମନ୍ତେ ଯୋଗଦେଇଥିଲେ ।[୧][୨][୩][୪][୫][୬][୭] ସୋରେଙ୍ଗ ପାରମ୍ପାରିକ ଜ୍ଞାନ ଏବଂ ସାଂସ୍କୃତିକ ଅଭ୍ୟାସଗୁଡ଼ିକୁ ଲିପିବଦ୍ଧ ଓ ସେସବୁର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।[୮][୯]

ଅର୍ଚ୍ଚନା ସୋରେଙ୍ଗ
Born1996 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
Alma materସ୍ନାତକ (ପାଟଣା ମହିଳା ମହାବିଦ୍ୟାଳୟ) , ସ୍ନାତକୋତ୍ତର (ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ)
Occupation(s)ଶୋଧକର୍ମୀ, ବସୁନ୍ଧରା
Organizationବସୁନ୍ଧରା
Known forପରିବେଶ କର୍ମୀ
Parents
  • ବିଜୟ କୁମାର ସୋରେଙ୍ଗ (father)
  • ଉଷା କେରକେଟା (mother)
Websitewww.vasundharaodisha.org

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅର୍ଚ୍ଚନା ସୋରେଙ୍ଗ ସୁନ୍ଦରଗଡ଼ର ଅଧିବାସୀ ଓ ସେ ଖଡ଼ିଆ ଜନଜାତିର ଲୋକ ।[୧୦]

ଶିକ୍ଷା ସମ୍ପାଦନା

ସୋରେଙ୍ଗ ସୁନ୍ଦରଗଡ଼ ଜିଲ୍ଲାର କୁତରାସ୍ଥିତ ସେଣ୍ଟ ଜନ ମେରି ଭାନି ଇଂରାଜୀ ମାଧ୍ୟମ ସ୍କୁଲରେ ବିଦ୍ୟାଳୟ ଶିକ୍ଷା ଓ ଯୁକ୍ତ ଦୁଇ କାରମେଲ ସ୍କୁଲରେ ସମାପନ କରିଥିଲେ ।[୧୧] ପରେ ସେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରୁ ନିୟାମକ ଶାସନ (ରେଗୁଲେଟରି ଗଭର୍ଣ୍ଣାସ) ଅଧ୍ୟୟନ କରିଥିଲେ । ସେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀସଂଘର ସଭାପତି ମଧ୍ୟ ଥିଲେ ।[୮][୯]

ଆଧାର ସମ୍ପାଦନା

  1. "Archana Soreng Joins UN Youth Advisory Group On Climate Change". SheThePeople TV (in ଆମେରିକୀୟ ଇଂରାଜୀ). 2020-08-07. Retrieved 2020-08-20.
  2. "Activist Archana Soreng in UN Chief's New Youth Advisory Group on Climate Change". The Wire. Retrieved 2020-08-20.
  3. Arora, Sumit. "Archana Soreng named by UN chief to new advisory group" (in ଆମେରିକୀୟ ଇଂରାଜୀ). Retrieved 2020-11-18.
  4. "Meet Archana Soreng - Indian activist named by UN chief to new advisory group on climate change". Free Press Journal (in ଇଂରାଜୀ). Retrieved 2020-11-18.
  5. "First Odia Girl to be Named Into New Advisory Group On Climate Change". KalingaTV (in ଆମେରିକୀୟ ଇଂରାଜୀ). 2020-07-29. Retrieved 2020-11-18.
  6. "When Adivasis Feel Secure, They Will Be Able To Enjoy Freedom: Climate Activist Archana Soreng". HuffPost India (in ଇଂରାଜୀ). 2020-08-14. Retrieved 2020-11-18.
  7. "Young Indian Activist Archana Soreng Becomes Part of UN Advisory Group on Climate Change". News18 (in ଇଂରାଜୀ). 2020-07-28. Retrieved 2020-11-18.
  8. ୮.୦ ୮.୧ "Indian climate activist Archana Soreng named by UN chief to new advisory group". Hindustan Times (in ଇଂରାଜୀ). Press Trust of India. 28 July 2020. Retrieved 4 August 2020.
  9. ୯.୦ ୯.୧ "Indian climate activist Archana Soreng named by UN chief to new advisory group". The Hindu (in Indian English). The Hindu. Press Trust of India. 28 July 2020. Retrieved 4 August 2020.
  10. Bhattacharya, Amava (2020-08-25). "Tribal communities must be made stakeholders in post-Covid world: Archana Soreng | Bhubaneswar News - Times of India". The Times of India (in ଇଂରାଜୀ). Retrieved 2020-11-18.{{cite web}}: CS1 maint: url-status (link)
  11. "ଜାତିସଂଘ ପରାମର୍ଶଦାତା ନିଯୁକ୍ତ ପରେ ଶୁଣନ୍ତୁ କଣ କହୁଛନ୍ତି ଓଡ଼ିଆ ଝିଅ Archana Soreng". News18 Odia. News18 Odia. 28 Jul 2020. Retrieved 4 August 2020.