ଅର୍ଚ୍ଚନା ଗୁପ୍ତା
ଅର୍ଚ୍ଚନା ଗୁପ୍ତା ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମୁମ୍ବାଇର ଜଣେ ମଡେଲ୍ । ସେ ତାମିଲ, କନ୍ନଡ଼, ମାଲାୟାଲମ୍ ଏବଂ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି । ସେ ଏକ ଋଷିୟ କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।[୧] ସେ ନିକଟରେ ଅରବାଜ ଖାନ, ରିୟା ସେନ, ଫ୍ରେଡି ଦାରୁୱାଲା, ତନୁଜ ଭାଇୱାନି ଆଦି କଳାକାରଙ୍କ ସହିତ ଜି୫ରେ ପ୍ରସାରିତ ଏକ ୱେବ୍ ସିରିଜ୍ ପଏଜନ୍ରେ କାମ କରିଛନ୍ତି । ମନିଶ ପଲ୍ଙ୍କ ସହିତ ସେ କ୍ଷୁଦ୍ର ଚଳଚ୍ଚିତ୍ର ବଞ୍ଜାରାରେ କାମ କରିବା ସହିତ ସେ ମଞ୍ଚ ଅଭିନୟରେ ସକ୍ରିୟ ଅଛନ୍ତି ।
ଅର୍ଚ୍ଚନା ଗୁପ୍ତା | |
---|---|
ଜନ୍ମ | |
ଅନ୍ୟ ନାମ | ଅର୍ଚନା ଗୁପ୍ତା |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ୱେବସାଇଟ | archannaguptaa |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅର୍ଚ୍ଚନା ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ଜଣେ ମଡେଲ ତଥା କଥାଚିତ୍ର ଅଭିନେତ୍ରୀ କାମ କରିବା ପାଇଁ ସେ ମୁମ୍ବାଇ ଯାଇଥିଲେ । ତାଙ୍କର ଭଉଣୀ ବନ୍ଦନା ଗୁପ୍ତା ମଧ୍ୟ ଜଣେ ଅଭିନେତ୍ରୀ ।[୨][୩]
ପେଷା
ସମ୍ପାଦନା୨୦୦୮ ମସିହାରେ ଅର୍ଚ୍ଚନା କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନ୍ଦାମଇନା ମନସୁଲୋ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪]
୨୦୦୯ ମସିହାରେ ସେ ଅଭିନେତା ଗଣେଶଙ୍କ ସହିତ ସର୍କସ ଜରିଆରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫] ଏହାପରେ ସେ ଲିଫ୍ଟ କୋଡଲା, କାର୍ତ୍ତିକ ଏବଂ ଅଚ୍ଚୁ ମେଚ୍ଚୁରେ ଅଭିନୟ କରିଥିଲେ ।[୬] ସେ ଋଷିୟ କଥାଚିତ୍ର ରାଜା ଭାସ୍କରେ ମଧ୍ୟ ଅଭିନୟ କରିଥିଲେ ।
ସେ ରସପୁଟିନ୍, ହ୍ୟାଙ୍ଗୋଭର[୧] ଏବଂ କାଞ୍ଚି ଭଳି ମାଲାୟଲମ୍ କଥାଚିତ୍ରରେ କାମ କରିଛନ୍ତି ।[୭]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୮ | ଅନ୍ଦାମଇନା ମନସୁଲୋ | ବିନ୍ଦୁ | ତେଲୁଗୁ | ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
ସାଞ୍ଚା | ଚକୋରୀ | ହିନ୍ଦୀ | ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
୨୦୦୯ | ସର୍କସ୍ | ପ୍ରିୟା | କନ୍ନଡ଼ | କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୦ | ଲିଫ୍ଟ୍ କୋଡଲା | |||
୨୦୧୧ | କାର୍ତ୍ତିକ | ନିଶା | ||
କୁଇନ୍ସ! ଡେଷ୍ଟିନି ଅଫ୍ ଡ୍ୟାନ୍ସ | ନନ୍ଦିନୀ | ହିନ୍ଦୀ | ||
ଅଚ୍ଚୁ ମେଚ୍ଚୁ | କନ୍ନଡ଼ | |||
୨୦୧୨ | ମାସି | ଲକ୍ଷ୍ମୀ | ତାମିଲ୍ | ତାମିଲ୍ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୩ | କାଞ୍ଚି | ଗୌରୀ | ମାଲାୟାଲମ୍ | ମାଲାୟାଲାମ୍ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
ଡିଜାୟାର୍ସ୍ ଅଫ୍ ହାର୍ଟ୍ | ରାଧା | ଇଂରାଜୀ | ||
୨୦୧୪ | ହ୍ୟାଙ୍ଗୋଭର୍ | ରେଶମି | ମାଲାୟାଲମ୍ | |
ଆର୍ଯ୍ୟନ୍ | ହାମସା | କନ୍ନଡ଼ | ||
୨୦୧୫ | ରସପୁଟିନ୍ | ଆମ୍ବିଲି | ମାଲାୟାଲମ୍ | |
ରାଜା ଭାସ୍କ | ଋଷିୟ | ଋଷିୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | ||
୨୦୧୮ | ଏକ୍ ବେତୁକେ ଆଦ୍ମି କି ଆଫ୍ରା ରାତେଁ | ଗୋମତି | ହିନ୍ଦୀ | |
ମୀ ଠୁ | କ୍ଷୁଦ୍ର ଚଳଚ୍ଚିତ୍ର | |||
୨୦୧୯ | ବଞ୍ଜର୍ | ପଞ୍ଜାବୀ | କ୍ଷୁଦ୍ର ଚଳଚ୍ଚିତ୍ର | |
ପଏଜନ୍ | ମେଘା | ହିନ୍ଦୀ | ୱେବ୍ ସିରିଜ୍ [୮] | |
୨୦୨୧ | ଇରୁଭର୍ ଉଲ୍ଲମ୍ | ସମ୍ଭାବି | ତାମିଲ୍ | |
ଆଫାତ୍-ଇ-ଇଶ୍କ | ସୁହାନୀ | ହିନ୍ଦୀ | ଜୀ୫ କଥାଚିତ୍ର |
ଆଧାର
ସମ୍ପାଦନା- ↑ ୧.୦ ୧.୧ "Archanaa gets reel". Deccan Chronicle. 24 May 2013. Archived from the original on 26 October 2014. Retrieved 18 July 2013.
- ↑ TNN (2 December 2008). "Small town to fame: Archana". The Times of India. Archived from the original on 11 August 2011. Retrieved 18 July 2013.
- ↑ Y Maheswara Reddy (29 September 2010). "Director's Delight". The New Indian Express. Retrieved 18 July 2013.
- ↑ "Great Andhra". Great Andhra. Archived from the original on 14 September 2012. Retrieved 18 July 2013.
- ↑ "Ganesh shines in 'Circus' (Kannada Film Review) - Thaindian News". Thaindian.com. 16 January 2009. Archived from the original on 11 June 2009. Retrieved 18 July 2013.
- ↑ A Sharadhaa (1 March 2013). "Archana's first negative role in Aryan". The New Indian Express. Retrieved 18 July 2013.
- ↑ Priya Sreekumar (28 July 2013). "Archanaa bags a hattrick". Deccan Chronicle. Archived from the original on 1 August 2013. Retrieved 1 August 2013.
- ↑ "Pranati Rai Prakash excited about her web series 'Mannphodganj Ki Binny'". The Rahnuma Daily (in ଆମେରିକୀୟ ଇଂରାଜୀ). 31 March 2020. Archived from the original on 20 November 2021. Retrieved 20 November 2021.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଚ୍ଚନା ଗୁପ୍ତା
- Official website