ଅରୁନ୍ଧତୀ ରାୟ

ଭାରତୀୟ ଔପନ୍ୟାସିକା

ଅରୁନ୍ଧତୀ ରାୟ (ଜନ୍ମ: ୨୪ ନଭେମ୍ବର, ୧୯୬୧)[୨] ଜଣେ ଭାରତୀୟ ଲେଖିକା ଏବଂ ସମାଜସେବୀ । ସେ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ "ଦି ଗଡ଼ ଅଫ ସ୍ମଲ ଥିଙ୍ଗସ" ପୁସ୍ତକ ପାଇଁ ବୁକର ପୁରସ୍କାର ପାଇଥିଲେ । ସେ "ନର୍ମଦା ବଚାଓ" ଆନ୍ଦୋଳନ ସହିତ ଭାରତର ଅନ୍ୟାନ୍ୟ ସାମାଜିକ ଆନ୍ଦୋଳନରେ ମଧ୍ୟ ଭାଗନେଇଛନ୍ତି । କାଶ୍ମୀରକୁ ନେଇ ତାଙ୍କ ବିବାଦୀୟ ବୟାନ କାରଣରୁ ସେ କିଛି ସମୟ ଧରି ଚର୍ଚ୍ଚାରେ ରହିଥିଲେ ।[୩]

ଅରୁନ୍ଧତୀ ରାୟ
ଅରୁନ୍ଧତୀ ରାୟେ ୨୦୧୩ ରେ
ଅରୁନ୍ଧତୀ ରାୟେ ୨୦୧୩ ରେ
ଜନ୍ମ ଓ ଜନ୍ମସ୍ଥାନ(1961-11-24)୨୪ ନଭେମ୍ବର ୧୯୬୧
ଶିଳାଉଙ୍ଗ
ବୃତ୍ତିଲେଖିକା ଏବଂ ସମାଜସେବୀ
ଜାତୀୟତାଭାରତୀୟ
ସମୟ1997 – ਹੁਣ ਤੱਕ
ସାହିତ୍ୟ କୃତିThe grand of small things
ପୁରସ୍କାରବୁକର ପୁରସ୍କାର (1997)

ଦସ୍ତଖତ

ଆରମ୍ଭ ଜୀବନ ସମ୍ପାଦନା

ଅରୁନ୍ଧତୀ ରାୟ ଭାରତର ମେଘାଳୟସ୍ଥିତ ଶିଲଂଠାରେ ୧୯୬୧ ନଭେମ୍ବର ୨୪ରେ ଜନ୍ମିଥିଲେ ।[୪] ସେ ନିଜର ପ୍ରାରମ୍ଭିକ ଜୀବନ କେରଳରେ ବିତାଇଥିଲେ । ତାହାପରେ ସେ ଦିଲ୍ଲୀରେ ସ୍ଥାପତ୍ୟବିଦ୍ୟା ପଢ଼ିଥିଲେଲେ । ସେ ଅଭିନୟରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । "ମୌସି ସାହେବ" ଫିଲ୍ମରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏହା ଛଡା ବହୁ ଫିଲ୍ମ ପାଇଁ ଚିତ୍ରନାଟ୍ୟ ଲେଖିଥିଲେ । ଏଥି ମଧ୍ୟର୍ୟ "In Which Annie Gives It Those Ones" (୧୯୮୯), "Electric Moon" (୧୯୯୨) [୫] ଆଦି ରଚନାକୁ ବହୁ ପ୍ରଶଂସା ମିଳିଥିଲା । ୧୯୯୭ ମସିହାରେ ତାଙ୍କର ଉପନ୍ୟାସ "ଦି ଗଡ଼ ଅଫ ସ୍ମଲ ଥିଙ୍ଗସ" ପାଇଁ ତାଙ୍କୁ ବୁକର ପୁରସ୍କାର ମିଳିଥିଲା ।[୬]

 
Arundhati Roy, Man Booker Prize winner

କ୍ରାନ୍ତିକାରୀ ବିଚାର ଓ ନ୍ୟାୟପାଳିକା ସମ୍ପାଦନା

ଅରୁନ୍ଧତୀ ରାୟ ଅମେରିକୀୟ ସାମ୍ରାଜ୍ୟବାଦରୁ ଆରମ୍ଭ କରି ନର୍ମଦା ନଦୀବନ୍ଧ ନିର୍ମାଣ ଆଦି ବହୁ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ସମସ୍ୟା ବିରୋଧରେ ଆନ୍ଦୋଳନ କରିଛନ୍ତି ।

ପୁରସ୍କାର ସମ୍ପାଦନା

  • ୧୯୯୭ ମସିହାରେ ଦି ଗଡ଼ ଅଫ ସ୍ମଲ୍ ଥିନ୍ଗସ୍ ପାଇଁ ବୁକର ପୁରସ୍କାର ମିଳିଥିଲା ।

ଆଧାର ସମ୍ପାଦନା

  1. "Arundhati Roy". Bookclub. 2 October 2011. BBC Radio 4. Retrieved 18 January 2014. {{cite episode}}: Unknown parameter |serieslink= ignored (|series-link= suggested) (help)
  2. "Arundhati Roy". Encyclopaedia Brittanica. Retrieved 12 May 2013.
  3. Dhanusha Gokulan (11 November 2012). "'Fairy princess' to 'instinctive critic'". Khaleej Times. Archived from the original on 2014-11-03. Retrieved 2014-11-02.
  4. "Arundhati Roy, 1959–". The South Asian Literary Recordings Project. Library of Congress, New Delhi Office. 15 November 2002. Archived from the original on 4 April 2009. Retrieved 6 April 2009.
  5. "Arundhati Roy, Author-Activist" Archived 24 November 2010 at the Wayback Machine., India Today. Retrieved 16 June 2013
  6. "Notable Books of the Year 1997". New York Times. 7 December 1997. Archived from the original on 9 December 2008. Retrieved 21 March 2007.