ଅରୁନ୍ଧତୀ ବିର୍ମାନୀ
ଅରୁନ୍ଧତୀ ବିର୍ମାନୀ (ଜନ୍ମ ୧୯୫୭) ଜଣେ ଭାରତୀୟ ଐତିହାସିକ । ସେ ୧୯୯୨ରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଇତିହାସ ରିଡ଼ର । ସେ ମାର୍ସିଲେର ଇକୋଲେ ଡେ ହଉଟେ ଏଟୁଡେ ଏନ ସାଇନ୍ ସୋସିଆଲେସରେ ମଧ୍ୟ ଅଧ୍ୟାପନା କରନ୍ତି ।
ପ୍ରକାଶିତ କାମ
ସମ୍ପାଦନାତାଙ୍କ ୨୦୦୮ ମସିହାରେ ପ୍ରକାଶିତ ବହି ଏ ନ୍ୟାସନାଲ ଫ୍ଲାଗ ଫର ଇଣ୍ଡିଆ ନିମନ୍ତେ ବିର୍ମାନୀ ଜଣାଶୁଣା । ତାଙ୍କ ଲିଖିତ ରିଚୁଆଲ୍ସ, ନ୍ୟାସନାଲିଜିମ, ଆଣ୍ଡ ଦି ପଲିଟିକ୍ସ ଅଫ ସେଣ୍ଟିମେଣ୍ଟ୍ସ ବାବଦରେ ଖୁସବନ୍ତ ସିଂହ ଲେଖିଥିଲେ, "ସେ ବିଭିନ୍ନ ବିଷୟରେ ଟିକିନିଖି ଗବେଷଣା କରି ଭାରତୀୟ ଇତିହାସ ବାବଦରେ ପାଦଟୀକାରେ ଆସୁଥିବା ବିଷୟବସ୍ତୁରେ ଜୀବନଦାନ କରିଛନ୍ତି ।" ।[୧]
- L'Inde, une puissance en mutation, Paris, La Documentation française, ୨୦୦୧
- India, 1900-1947. Un Britannique au cœur du Raj, Paris, Autrement, 2002 (ମାଲକମ ଡାର୍ଲିଂଙ୍କ ବାବଦରେ(୧୮୮୦-୧୯୬୯), ଭାରତରେ ଅବସ୍ଥାପିତ ଜଣେ ବ୍ରିଟିସ ପ୍ରଶାସକଙ୍କ ବାବଦରେ । ସେ ଜଣେ ଜମି ସଂସ୍କାର ଓ ସମବାୟ ଆନନ୍ଦୋଳନ ସକାଶେ ଜଣାଶୁଣା)
- « A National Affair : Nude Bharatmata," Passato e Presente, 2006, n°76
- « Roman de voyage, récit de voyage. L’Inde de Jules Verne, de Pierre Loti et d’Edward M. Forster », 2006, in Alain Guillemain (ed.), A la recherche du meilleur des mondes. Littérature et sciences sociales, Paris, Harmattan
- « Réflexions d’une hindoue convertie au christianisme : Pandita Ramabai (1858-1922) et l’hindouisme », in Daniel Tollet (ed.), La religion que j’ai quittée, Paris, Presses de l’Université Paris-Sorbonne, 2007
- “The Place of Religious Identity in a Modern Nation State – Three Indian Responses”, Annuaire de Droits et de Religion, juillet 2008
- A National Flag for India. Rituals, Nationalism, and the Politics of Sentiment, New Delhi, Permanent Black, 2008. ISBN 81-7824-232-X.
- Atlas historique de l'Inde : du VIe siècle av. J.-C. au XXIe siècle, Paris, Autrement, 2012.
- Political Aesthetics : Culture, Critique and the Everyday, New-York, Routledge, 2015.
- Translation of Edward P. Thompson, Les usages de la coutume. Traditions et résistances populaires en Angleterre, XVIIe-XIXe siècles, Paris, coll. Hautes Études, Le Seuil-Gallimard-Éditions de l’École des Hautes Études en Sciences Sociales, 2015 (with Jean Boutier)
- Les Indiens. Voix multiples, Paris, Ateliers Henry Dougier, 2016. ISBN 979-10-93594-18-7 (Prize "Asia" 2015 of the Association of Francophone Writers (Association des Ecrivains de Langue Française-ADELF) [୨]
ଆଧାର
ସମ୍ପାଦନା- ↑ Arundhati Virmani Talk Delhi events.
- ↑ http://www.adelf.info/les-prix-litteraires/
ବାହାର ଲିଙ୍କ
ସମ୍ପାଦନା- Arundhati Virmani Biography Archived 2011-07-15 at the Wayback Machine.