ଅରବିନ୍ଦ ଆଡ଼ିଗା
ଅରବିନ୍ଦ ଆଡ଼ିଗା (ଜନ୍ମ ୨୩ ଅକ୍ଟୋବର ୧୯୭୪[୧][୨]) ଜଣେ ଭାରତୀୟ-ଅଷ୍ଟ୍ରେଲିଅ ଲେଖକ ଏବଂ ସାମ୍ବାଦିକ । ସେ ନିଜ "ଦି ହୁଆଇଟ୍ ଟାଇଗର" The White Tiger ପୁସ୍ତକ ଯୋଗୁଁ ସମ୍ମାନଜନକ ୨୦୦୮ Man Booker ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।[୩]
ଅରବିନ୍ଦ ଆଡ଼ିଗା | |
---|---|
ମୂଳନାମ | ಅರವಿಂದ ಅಡಿಗ |
ଜନ୍ମ ଓ ଜନ୍ମସ୍ଥାନ | (ମାଡ୍ରାସ), ତାମିଲନାଡ଼ୁ | ୨୩ ଅକ୍ଟୋବର ୧୯୭୪
ବୃତ୍ତି | ଲେଖକ |
ନାଗରିକତା | ଅଷ୍ଟ୍ରେଲିଅ |
ଶିକ୍ଷାନୁଷ୍ଠାନ | କଲମ୍ବିଆ ବିଶ୍ୱବିଦ୍ୟାଳୟ ମାଗ୍ଦାଲେନ୍ କଲେଜ, ଅକ୍ସ୍ଫୋର୍ଡ଼୍ |
ସାହିତ୍ୟ କୃତି | The White Tiger, Between the Assassinations, Last Man in the Tower |
ପୁରସ୍କାର | ୨୦୦୮ Man Booker ପୁରସ୍କାର (The White Tiger) |
ୱେବସାଇଟ | |
www | |
![]() |
ବାଲ୍ୟ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ
ଅରବିନ୍ଦ ଆଡ଼ିଗାଙ୍କଙ୍କ ଜନ୍ମ ୨୩ ଅକ୍ଟୋବର ୧୯୭୪ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଡ. କେ ମାଧବ ଆଡ଼ିଗା ଓ ମାତାଙ୍କ ନାମ ଉଷା ଆଡ଼ିଗା । ତାଙ୍କ ଜନ୍ମସ୍ଥାନ ମାଡ୍ରାସ(ଚେନ୍ନାଇ) ଅଟେ ।[୪]ଅରବିନ୍ଦ ମାଙ୍ଗାଲୋରରେ ନିଜର ବାଲ୍ୟକାଳ ବିତେଇ ଥିଲେ । ସେ କାନାରା ଉଚ୍ଚ ବିଦ୍ୟାଳୟରେ ପଢ଼ିଥିଲେ । ଏହାପରେ ସେ St. Aloysius ଉଚ୍ଚ ବିଦ୍ୟାଳୟ ରୂ ଉଚ୍ଚ ମାଧ୍ୟମିକ ପାସ କରିଥିଲେ ତାହା ମଧ୍ୟ ସମଗ୍ର ରାଜ୍ୟରେ ପ୍ରଥମ ହୋଇ ।
ବୃତ୍ତିଗତ ଜୀବନସମ୍ପାଦନ କରନ୍ତୁ
ଅରବିନ୍ଦ ନିଜର ସାମ୍ବାଦିକତା ବୃତି ଜଣେ ବାଣିଜିକ ସାମ୍ବାଦିକ ଭାବେ ଆରମ୍ଭ କରିଥିଲେ ।ସେ ଫାଇନାନ୍ସିଅଲ୍ ଟାଇମ୍ସ ରେ ନିଜର ବୃତ୍ତିର ଆରମ୍ଭ କରିଥିଲେ ଏବଂ ଏହାପରେ ସେ Donald Trump ଏବଂ Booker ପୁରସ୍କାର ପ୍ରାପ୍ତ ଲେଖକ Peter Carey ଙ୍କ ସାକ୍ଷାତକାରା ନେଇଥିଲେ।ଏହାପରେ ସେ ଟାଇମ୍ ମାଗାଜିନରେ କାମ କରିଥିଲେ ୩ ବର୍ଷ ଓ ଏହାପରେ ମୁକ୍ତ ସମ୍ବାଦିକତାକୁ ଅସିଥିଲେ । ସେ ମୁକ୍ତ ସାମ୍ବାଦିକ ଥିବା ସମୟରେ ସେ ତାଙ୍କର ବୁକର ପୁରସ୍କାର ପ୍ରାପ୍ତ ପୁସ୍ତକ "ଦି ହୁଆଇଟ୍ ଟାଇଗର" ଲେଖିଥିଲେ।ସେ ବର୍ତ୍ତମାନ ଭାରତର ମୁମ୍ବାଇରେ ରହୁଛନ୍ତି।
ବୂକର୍ ପୁରସ୍କାରସମ୍ପାଦନ କରନ୍ତୁ
ସେ ନିଜର ପ୍ରଥମ ନଭେଲ୍ ଦି ହୁଆଇଟ୍ ଟାଇଗର ହେତୁ ସେ ବୂକର୍ ପୁରସ୍କାର୍ ପାଇଥିଲେ ।
ଆଧାରସମ୍ପାଦନ କରନ୍ତୁ
- ↑ Adiga, Aravind (18 October 2008). "'Provocation is one of the legitimate goals of literature'" (Interview). Interviewed by Vijay Rana. Retrieved 9 November 2013.
{{cite interview}}
: Unknown parameter|program=
ignored (help) - ↑ Indian Australian novelist Aravind Adiga wins Booker prize - Express India Archived ୧୭ ଜାନୁଆରୀ ୨୦୧୦ at WebCite
- ↑ "Indian novelist Aravind Adiga wins Booker prize". Agencies. Expressindia. 15 October 2008. Archived from the original on 2010-01-17. Retrieved 2008-10-16.
- ↑ Biography, Famous Indians. "Aravind Adiga". Retrieved 17 August 2016.