ଅମ୍ବାଲା - ଚଣ୍ଡିଗଡ ଏକ୍ସପ୍ରେସୱେ

ଅମ୍ବାଲା - ଚଣ୍ଡିଗଡ ଏକ୍ସପ୍ରେସୱେ,  ଏକ ଚାରି ଲେନ ବିଶିଷ୍ଟ 35 କିଲୋମିଟର ଦୀର୍ଘ e  ଏକ୍ସପ୍ରେସୱେ।। [୧] ଏହା ଅମ୍ବାଲାଠାରୁ ଚଣ୍ଡିଗଡ ଯାଏ ଯାଇଥିବା ବହୁ -ବ୍ୟସ୍ତ ରାଜପଥର କେତେକ ଅଂଶ ସହ ସମାନ୍ତରାଳ ଭାବେ  କରି କରାଯାଇଛି । ଜାତୀୟ ରାଜପଥ 22ର   5.735 କିଲୋମିଟରଠାରୁ 39.960 କିଲୋମିଟର ଯାଏ ଓ ଜାତୀୟ ରାଜପଥ 21ର ଓ କିୟମିଟରଠାରୁ 0.871 କିଲୋମିଟର ଯାଏ ରାସ୍ତାରେ ଭିଡ କମ କରିବାକୁ ନିର୍ମିତ ହେଇଛି । ଏଥିରେ 2.98 ବିଲିଅନ[୨] ଟଙ୍କା ଖର୍ଚ ହେଇ ମାତ୍ର 30 ମାସରେ ନିର୍ମିତ ହେଇଥିଲା । ଏହାକୁ GMR ଗ୍ରୁପଦ୍ୱାରା ବିଶ୍ୱ ବେଙ୍କ ସହାୟତାରେ ଡିସେମ୍ବର 2009ରେ କାର୍ଯ୍ୟକାରୀ ହେଇଥିଲା । 

Ambala Chandigarh Expressway
Route information
Length:35 km (୨୨ mi)
Major junctions
West end:Ambala
East end:Chandigarh
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ପୁନଶ୍ଚ ଦେଖଣା  ସମ୍ପାଦନା

  • Ambala-Jagadhri highway
  • National Highway 22, which this Expressway has been part of

ଆଧାର  ସମ୍ପାଦନା

  1. "Roads-GMR Ambala-Chandigarh Expressways Private Limited". Gmrgroup.in. Archived from the original on 21 July 2011. Retrieved 26 July 2010.
  2. "In fast lane, NHAI inks pact to widen Chandigarh section". Financialexpress.com. 19 November 2005. Retrieved 19 August 2010.