ଅମ୍ବାଲା - ଚଣ୍ଡିଗଡ ଏକ୍ସପ୍ରେସୱେ
ଅମ୍ବାଲା - ଚଣ୍ଡିଗଡ ଏକ୍ସପ୍ରେସୱେ, ଏକ ଚାରି ଲେନ ବିଶିଷ୍ଟ 35 କିଲୋମିଟର ଦୀର୍ଘ e ଏକ୍ସପ୍ରେସୱେ।। [୧] ଏହା ଅମ୍ବାଲାଠାରୁ ଚଣ୍ଡିଗଡ ଯାଏ ଯାଇଥିବା ବହୁ -ବ୍ୟସ୍ତ ରାଜପଥର କେତେକ ଅଂଶ ସହ ସମାନ୍ତରାଳ ଭାବେ କରି କରାଯାଇଛି । ଜାତୀୟ ରାଜପଥ 22ର 5.735 କିଲୋମିଟରଠାରୁ 39.960 କିଲୋମିଟର ଯାଏ ଓ ଜାତୀୟ ରାଜପଥ 21ର ଓ କିୟମିଟରଠାରୁ 0.871 କିଲୋମିଟର ଯାଏ ରାସ୍ତାରେ ଭିଡ କମ କରିବାକୁ ନିର୍ମିତ ହେଇଛି । ଏଥିରେ 2.98 ବିଲିଅନ[୨] ଟଙ୍କା ଖର୍ଚ ହେଇ ମାତ୍ର 30 ମାସରେ ନିର୍ମିତ ହେଇଥିଲା । ଏହାକୁ GMR ଗ୍ରୁପଦ୍ୱାରା ବିଶ୍ୱ ବେଙ୍କ ସହାୟତାରେ ଡିସେମ୍ବର 2009ରେ କାର୍ଯ୍ୟକାରୀ ହେଇଥିଲା ।
Ambala Chandigarh Expressway | |
---|---|
Route information | |
Length: | 35 km (୨୨ mi) |
Major junctions | |
West end: | Ambala |
East end: | Chandigarh |
Highway system | |
ପୁନଶ୍ଚ ଦେଖଣା
ସମ୍ପାଦନା- Ambala-Jagadhri highway
- National Highway 22, which this Expressway has been part of
ଆଧାର
ସମ୍ପାଦନା- ↑ "Roads-GMR Ambala-Chandigarh Expressways Private Limited". Gmrgroup.in. Archived from the original on 21 July 2011. Retrieved 26 July 2010.
- ↑ "In fast lane, NHAI inks pact to widen Chandigarh section". Financialexpress.com. 19 November 2005. Retrieved 19 August 2010.