ଅମିତ ରୋହିଦାସ
ଅମିତ ରୋହିଦାସ (ଜନ୍ମ ୧୦ ମଇ ୧୯୯୩) ଜଣେ ଭାରତୀୟ ହକି ଖେଳାଳି । ସେ ଭାରତୀୟ ହକି ଦଳରେ ଜଣେ ରକ୍ଷଣପନ୍ଥୀ (ଡିଫେଣ୍ଡର) ଖେଳାଳି ଭାବରେ ଖେଳିଥାନ୍ତି ଓ ଭାରତୀୟ ଦଳର ଅଧିନାକତ୍ୱ ମଧ୍ୟ କରିଛନ୍ତି ।
ବ୍ୟକ୍ତିଗତ ସୂଚନା | |||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
ସୁନ୍ଦରଗଡ଼ | ୧୦ ମଇ ୧୯୯୩||||||||||||||||||||||||||||||||||
ଉଚ୍ଚତା | ୧.୭୯ ମି[୧] | ||||||||||||||||||||||||||||||||||
Playing position | ଡିଫେଣ୍ଡର | ||||||||||||||||||||||||||||||||||
National team | |||||||||||||||||||||||||||||||||||
୨୦୧୩ | ୨୧ବର୍ଷରୁ କମ ଭାରତୀୟ ଦଳ | ||||||||||||||||||||||||||||||||||
୨୦୧୩– | ଭାରତୀୟ ଦଳ | ୭୩ | (୮) | ||||||||||||||||||||||||||||||||
Medal record
| |||||||||||||||||||||||||||||||||||
Last updated on: ୩ ମାର୍ଚ୍ଚ ୨୦୧୯ |
ଜୀବନୀ
ସମ୍ପାଦନାଅମିତ ୧୯୯୩ ମସିହା ମଇ ୧୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ସଉନାପରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପାଳ ରୋହିଦାସ ଓ ମାତାଙ୍କ ନାମ ଗୋଲାପ ରୋହିଦାସ । ସେ ନିଜ ଗ୍ରାମରୁ ହକି ଖେଳ ଆରମ୍ଭ କରି, ୨୦୦୪ ମସିହାରେ ରାଉରକେଲାର ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ଯୋଗ ଦେଇଥିଲେ । ୨୦୦୯ ମସିହାରେ ସେ ଭାରତୀୟ ଯୁବଦଳରେ ଖେଳିବାର ସୁଯୋଗ ପାଇଥିଲେ ।[୨]
୨୦୧୩ ମସିହାରେ ଅନୁଷ୍ଠିତ ହୋଇଥିବା ଏସିଆ କପରେ ସେ ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ତାଙ୍କର ଚୟନ କରାଯାଇଥିଲ । ସେହି ପ୍ରତିଯୋଗୀତାରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଥିଲା । କିଛିବର୍ଷ ସେ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ କିନ୍ତୁ ୨୦୧୭ ମସିହାରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ଭାବରେ ଖେଳି ଆସୁଛନ୍ତି । ୨୦୨୨ ଏଫଆଇଏଜ ପ୍ରୋଲିଗରେ ସେ ଭାରତୀୟ ଦଳର ଅଧିନାୟକ ରୂପେ ଖେଳିଥିଲେ ।[୩]
ଆଧାର
ସମ୍ପାଦନା- ↑ "ROHIDAS Amit". www.worldcup2018.hockey. International Hockey Federation. Retrieved 3 March 2019.
- ↑ "HIL is the best thing to happen in my life: Amit Rohidas". The Times of India. 5 January 2013. Retrieved 12 November 2017.
- ↑ "ଓଡ଼ିଶାର ଅମିତ ରୋହିଦାସ ଅଧିନାୟକ". www.http://dharitriepaper.in/. ଧରିତ୍ରୀ. Archived from the original on 31 March 2022. Retrieved 31 March 2022.
{{cite web}}
: External link in
(help)|website=
External links
ସମ୍ପାଦନା- ହକି ଇଣ୍ଡିଆ ପୋର୍ଟାଲରେ Archived 2019-08-30 at the Wayback Machine.