ଅମିତା ଅଗ୍ରୱାଲ୍, ୧୯୬୦ ଜନ୍ମିତ,[୧] ଅଖିଳ ଭାରତୀୟ ଚିକିତ୍ସା ପ୍ରତିଷ୍ଠାନ, ଦିଲ୍ଲୀରୁ ସ୍ନାତ୍ତକୋତ୍ତର ଓ ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସରୁ କ୍ଲିନିକାଲ୍ ଇମୁନୋଲୋଜିରେ ଡିଏମର ଡିଗ୍ରୀ ପାଇଥିଲେ ।[୨] ସଞ୍ଜୟ ଗାନ୍ଧୀ ଅନୁଷ୍ଠାନରେ ୧୯୯୬ରେ ସେ ତାଙ୍କର କର୍ମ ଜୀବନ ଆରମ୍ଭ କରିଥିଲେ । ସେ କ୍ଲିନିକାଲ୍ ଇମୁନୋଲୋଜି ଓ ରୁମାଟୋଲୋଜି ବିଭାଗର ଅଧ୍ୟକ୍ଷ ଥିଲେ ।[୩]

ଅମିତା ଅଗ୍ରୱାଲ୍
Born୧୯୬୦
ଭାରତ
Nationalityଭାରତୀୟ
Alma mater
Known forଅଟୋଇମ୍ୟୁନୁ ରୁମାଟିକ୍ ରୋଗ
Awards
ବିଜ୍ଞାନୀ ଜୀବନ
କ୍ଷେତ୍ର
କର୍ମାନୁଷ୍ଠାନ
AIIMS Delhi

ଆଧାର ସମ୍ପାଦନା

  1. "NASI fellows". National Academy of Sciences, India. 2017-11-12. Archived from the original on 2013-07-26. Retrieved 2017-11-12.
  2. "Current faculty". Sanjay Gandhi Postgraduate Institute of Medical Sciences. 2017-12-16. Retrieved 2017-12-16.
  3. "New Department for Rheumatology and Clinical Immunology Inaugurate". www.amrita.edu (in ଇଂରାଜୀ). 2017-12-16. Retrieved 2017-12-16.

ବାହ୍ୟ ଆଧାର ସମ୍ପାଦନା

  • Aggarwal, Amita (2011-09-04). "2S17 SGPGIMS" (YouTube video). TRACS India. Retrieved 2017-12-16.