ଅମର ସିଂହ ଚମକିଲା
ଧାନୀ ରାମ (୨୧ ଜୁଲାଇ ୧୯୬୧- ୮ ମାର୍ଚ୍ଚ ୧୯୮୮), ସାଧାରଣତଃ ତାଙ୍କ ମଞ୍ଚ ନାମ ଅମର ସିଂହ ଚମକିଲା ନାମରେ ଜଣାଶୁଣା, ଜଣେ ଲୋକପ୍ରିୟ ପଞ୍ଜାବୀ ଗାୟକ, ସଙ୍ଗୀତ ରଚୟିତା, ସଙ୍ଗୀତଜ୍ଞ ଥିଲେ । ଚମକିଲା ଓ ତାଙ୍କର ପତ୍ନୀ ତଥା ସଙ୍ଗୀତ ସହଯୋଗୀ ଅମରଜୋତ, ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ୮ ମାର୍ଚ୍ଚ ୧୯୮୮ରେ ଏକ ଯୁବ ଦଳଦ୍ୱାରା ଅଜଣା କାରଣରୁ ହତ୍ୟାର ଶିକାର ହୋଇଥିଲେ ।
ଅମର ସିଂହ ଚାମକିଲା | |
---|---|
Birth name | ଧାନୀ ରାମ |
Also known as | ଅମର ସିଂହ ଚାମକିଲା |
Born | ୨୧ ଜୁଲାଇ ୧୯୬୧ ଡୁଗ୍ରି, ପଞ୍ଜାବ, ଭାରତ |
Died | ୮ ମାର୍ଚ୍ଚ ୧୯୮୮ ମେସମପୁର, ପଞ୍ଜାବ, ଭାରତ | (ବୟସ ୨୬)
Genres | ପଞ୍ଜାବୀ ଦ୍ୱୈତ, ଏକକ, ଲୋକ-ତାଥ, ଲୋକ-କଥା, ଧାର୍ମିକ |
Occupation(s) | ଗାୟକ, ସଙ୍ଗୀତ କେଖକ, ସଙ୍ଗୀତଜ୍ଞ, ରଚୟିତା |
Instruments | ସ୍ୱର, ତୁମ୍ବି, ହାରମୋନିୟମ, ଢୋଲ |
Years active | ୧୯୭୯-୧୯୮୮ |
Labels | HMV |
Associated acts | ଚମକିଲା ଏଣ୍ଡ ଅମରଜୋତ୍, ସୁରିନ୍ଦର ସୋନିଆ, ମିସ୍ ଉଷା |
Website | www.amarsinghchamkila.com |
ଚମକିଲା ପଞ୍ଜାବୀ ଭାଷାରେ ଜଣେ ଉତ୍କୃଷ୍ଟ ମଞ୍ଚ ପରିବେଷଙ୍କାରୀ ଭାବେ ପ୍ରଖ୍ୟାତ । ସେ ମୁଖ୍ୟତଃ ବିବାହ ପରବର୍ତ୍ତୀ ପ୍ରେମ, ଆସନ୍ତା ବୟସ, ମଦ ପିଇବା, ଡ୍ରଗ ବ୍ୟବହାର କରିବା ଓ ପଞ୍ଜାବୀ ପୁରୁଷଙ୍କ ଅତ୍ୟଧିକ ରାଗି ସ୍ୱଭାବକୁ ନେଇ ସଙ୍ଗୀତ ଲେଖୁଥିଲେ । ସେ ଏକ ଜଟିଳ ଖ୍ୟାତି ଲାଭ କରିଥିଲେ । ତାଙ୍କର ସମର୍ଥକମାନେ ପଞ୍ଜାବୀ ସଂସ୍କୃତି ଓ ସମାଜ ଉପରେ ତାଙ୍କର ସତ୍ୟ ପରିବେଷଣକୁ ପସନ୍ଦ କରୁଥିଲେ ।}
ତାଙ୍କର ସଫଳ ଗୀତ ମଧ୍ୟରେ ପେହଲେ ଲାଲକରେ ନାଲ ଓ ଧାର୍ମିକ ଗୀତ ତଲୱାର ମେ କାଲଗିଧାର ଦି ପ୍ରଭୃତି ଥିଲା । ଯଦିଓ ସେ କେବେ ରେକର୍ଡ କରି ନାହାନ୍ତି, ତେବେ ବହୁଳ ଲୋକପ୍ରିୟ ଜାଠ ଦି ଦୁସମନିକୁ ଲେଖିଥିଲେ, ଯାହାକୁ ବହୁ ଗୀତିକାର ଗାଇଥିଲେ ।
ଇଚ୍ଛାପତ୍ରସମ୍ପାଦନ କରନ୍ତୁ
ପ୍ରଭାବସମ୍ପାଦନ କରନ୍ତୁ
ଭାରତୀୟ ଚଳଚ୍ଚିତ୍ର ରଚୟିତା ଅମିତ ତ୍ରିବେଦୀ ଚମକିଲାଙ୍କୁ ଜଣେ କିମ୍ବଦନ୍ତୀ ତଥା ପଞ୍ଜାବର ଏଲଭିସ ବୋଲି କହୁଥିଲେ ।[୧]
ବ୍ରିଟିଶ୍ ଭାରତୀୟ ସଙ୍ଗୀତଜ୍ଞ, ପଞ୍ଜାବୀ ଏମ୍ ସି ଚମକିଲାଙ୍କୁ ତାଙ୍କର ଜଣେ ସଙ୍ଗୀତ ପ୍ରଭାବକାରୀ ବୋଲି ବର୍ଣ୍ଣନା କରିଥିଲେ ।[୨] ୨୦୦୮ର ଇଣ୍ଡିଆନ୍ ତିମିଙ୍ଗ ଆଲବମରେ କାଢା ସୂର୍ମା ଗୀତରେ ଚମକିଲାଙ୍କ ସ୍ୱର ଥିଲା ।
ଚଳଚ୍ଚିତ୍ର ଅନୁକୂଳନସମ୍ପାଦନ କରନ୍ତୁ
ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଗୁଞ୍ଜିତ ଚୋପ୍ରା ଚମକିଲାଙ୍କ ଆତ୍ମଜୀବନୀ ନିର୍ମାଣ କରିଥିଲେ ।[clarification needed] and is working on a script for a full-length feature film.[୩]
ଡିସ୍କୋଗ୍ରାଫିସମ୍ପାଦନ କରନ୍ତୁ
ଚମକିଲାଙ୍କ ଷ୍ଟୁଡ଼ିଓ ରେକର୍ଡିଂ ଏହ୍ ଏମ୍ ଭିଦ୍ୱାରା ଏଲ୍ ପି ରେକର୍ଡ ଓ ଇ ପି ରେକର୍ଡ ଭାବେ ହେଉଥିଲା ।ଯଦିଓ କିଛି ଆଲଦମ ତାଙ୍କ ମୃତ୍ୟୁ ପରେ ବାହାରିଛି, ତାଙ୍କର ପ୍ରାୟ ରେକର୍ଡିଂ ସାରେଗାମା'ଦ୍ୱାରା ସଂକଳନ ହୋଇଛି ।
ମୃତ୍ୟୁ ପରବର୍ତ୍ତୀ ଆଲବମସମ୍ପାଦନ କରନ୍ତୁ
- ୨୦୧୪ ଦି ଡାଇମଣ୍ଡ
ଆଧାରସମ୍ପାଦନ କରନ୍ତୁ
- ↑ Shah, Shalini. "Composer Amit Trivedi speaks to Shalini Shah on lending his voice to ‘Keh ke lunga’ and being on Season 2 of Coke Studio", The Hindu, 27 June 2012. Retrieved on 30 July 2012.
- ↑ "Panjabi MC – Bio". Retrieved 24 August 2012.
- ↑ Dutt, Nirupama. "Telling Untold Tales". The Sunday Tribune. Retrieved 24 August 2012.