ଅମନଦୀପ କୌର (ଜନ୍ମ ୧୯୭୬ ଜାନୁଆରୀ ୧) ଭାରତର ମହିଳା ଜାତୀୟ ହକି ଦଳର ସଦସ୍ୟ ।[୧] ଏହି ଦଳ ୨୦୦୨ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣପଦକ ଜିଣିଥିବା ସମୟରେ ସେ ଦଳରେ ଖେଳିଥିଲେ । ସେ ପ୍ରଥମେ ମିଡ-ଫିଲ୍ଡ଼ରୁ ଖେଳିବା ଆରମ୍ଭ କରି ପରେ ଫରୱାର୍ଡ଼ରେ ଖେଳୁଛନ୍ତି ।[୨] ତାଙ୍କ ଜନ୍ମ ପଞ୍ଜାବରେ ହୋଇଥିଲା । ସେ ୨୦୧୪ ମସିହାରେ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେଠାରେ ତାଙ୍କ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା । ୨୦୧୫ ମସିହାରେ ସ୍ପେନରେ ଜର୍ମାନୀ ବିରୋଧରେ ଏକ ମ୍ୟାଚରେ ତାଙ୍କର ଏକ ପେନାଲ୍ଟି କର୍ଣ୍ଣର ପରିବର୍ତ୍ତନଦ୍ୱାରା ଭାରତ ବିଜୟୀ ହୋଇଥିଲା ।[୩]

ଅମନଦୀପ କୌର
ବ୍ୟକ୍ତିଗତ ତଥ୍ୟ
ଜନ୍ମDid not recognize date. Try slightly modifying the date in the first parameter. (age Error: Need valid year, month, day)
Medal record
ମହିଳା ହକି
Competitor for  ଭାରତ
କମନୱେଲଥ ଗେମ୍ସ
Gold ୨୦୦୨ ମାଞ୍ଚେଷ୍ଟର ଦଳ
ଚାମ୍ପିଅନ୍ସ ଚ୍ୟାଲେଞ୍ଜ
Bronze ୨୦୦୨ ଜୋହାନସବର୍ଗ ଦଳ

ଆଧାର ସମ୍ପାଦନା

  1. "Indian women hockey team to leave for Spain tour". The Economic Times. 9 February 2015. Retrieved 9 September 2020.
  2. Raman, Tarun (4 March 2017). "Best five women players in Indian hockey - Sportswallah". sportswallah. Retrieved 9 September 2020.
  3. Mukherjee, Jui (5 March 2015). "6 Indian women's hockey players you need to know". www.sportskeeda.com (in ଆମେରିକୀୟ ଇଂରାଜୀ). Retrieved 9 September 2020.