ଅଭିନବ ଗଣିତ ବିଚିତ୍ରା


ଅଭିନବ ଗଣିତ ବିଚିତ୍ରା ଏକ ତ୍ରୈମାସିକ ଦ୍ୱିଭାଷୀ (Bilingual) ପତ୍ରିକା ଅଟେ ।[୧] ଏହା ସାଧାରଣତଃ ପ୍ରତ୍ୟେକ ବର୍ଷ ମାର୍ଚ୍ଚ , ଜୁନ , ସେପ୍ଟେମ୍ବର ଓ ଡିସେମ୍ବର ମାସରେ ପ୍ରକାଶିତ ହୁଏ । [୨] ଏହା ଓଡ଼ିଶା ଗଣିତ ସଂସଦ ଆନୁକୁଲ୍ୟରେ ପ୍ରକାଶ ପାଇଥାଏ ।[୩] ଓଡ଼ିଶାରେ ଗଣିତକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ୧୯୮୪ ମସିହାରୁ ଗଣିତ ବିଚିତ୍ରାର ମୁଦ୍ରଣ ଆରମ୍ଭ ହେଲା । ଗଣିତ ବିଚିତ୍ରାର ନାମ କରଣ କରିଥିଲେ ପ୍ରଫେସର ବ୍ରଜବନ୍ଧୁ ମିଶ୍ର ।[୪]

ଅଭିନବ ଗଣିତ ବିଚିତ୍ରା
ଅଭିନବ ଗଣିତ ବିଚିତ୍ରା ମଲାଟର ଉପରି ଭାଗର ନକଲ
ପ୍ରକାରତ୍ରୈମାସିକ , ଦ୍ୱିଭାଷୀ
Formatପତ୍ରିକା
ମାଲିକଓଡ଼ିଶା ଗଣିତ ସଂସଦ
ପ୍ରକାଶକଓଡ଼ିଶା ଗଣିତ ସଂସଦ , ରେ.ନଂ:୭୨୦୩/୨୦୨ - ୧୯୭୩-୭୪
ସମ୍ପାଦକମଦନ ମୋହନ ମହାନ୍ତି (ପ୍ରାକ୍ତନ ଉପ-ସଂପାଦକ , ମାଧ୍ୟମିକ ଶିକ୍ଷା ପରିଷଦ , କଟକ)
ସହକାରୀ ସମ୍ପାଦକପ୍ରଫେସର ବିଷ୍ଣୁ ପ୍ରସନ୍ନ ଆଚାର୍ଯ୍ୟ (ପ୍ରାକ୍ତନ ପ୍ରଫେସର , ଉତ୍କଳ ବିଶ୍ୱବିଦ୍ୟାଳୟ)
ପ୍ରଫେସର ବିରେନ୍ଦ୍ର କୁମାର ନାୟକ (ପ୍ରାକ୍ତନ ପ୍ରଫେସର , ଉତ୍କଳ ବିଶ୍ୱବିଦ୍ୟାଳୟ)
ଡଃ ହାଡ଼ିବନ୍ଧୁ ପଟ୍ଟନାୟକ (ଶୈଳବାଳା ମହିଳା ମହାବିଦ୍ୟାଳୟ , କଟକ)
ଡଃ ଶିଶିର କୁମାର ସାହୁ (ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱର)
ପରିଚାଳନା ସମ୍ପାଦକନୀଳାମ୍ବର ବିଶ୍ୱାଳ (ମୁଖ୍ୟ ଅଧ୍ୟାପକ, ଗଣିତ, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଙ୍କୀ , କଟକ)
ପ୍ରତିଷ୍ଠିତ୧୯୮୪
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର

ଆଧାର ସମ୍ପାଦନା

  1. "46th Annual Conference of OMS" (PDF). www.silicon.ac.in. Silicon Institute of Technology. Archived from the original (PDF) on 16 October 2020. Retrieved 25 April 2019.
  2. ଗଣିତ ବିଚିତ୍ରା (ଶେଷ ପ୍ରୁଷ୍ଠା) , ସେପ୍ଟେମ୍ବର-୨୦୧୨
  3. "Orissa Mathematical Society". www.omsonnet.com. Retrieved 25 April 2019.
  4. ଅଭିନବ ଗଣିତ ବିଚିତ୍ରା , ଭାଗ-୩୦ , ସଂଖ୍ୟା-୩ , ପୃ-୫, ଦ୍ୱିତୀୟ ଅନୁଛେଦ

ବାହାର ଲିଙ୍କ ସମ୍ପାଦନା