ଅଭିଜ୍ଞା ଭାବେ
ଅଭିଜ୍ଞା ଭାବେ (ଜନ୍ମ: ୧୩ ମାର୍ଚ୍ଚ ୧୯୮୯[୧])[୨] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମରାଠୀ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ୨୦୧୪ ମସିହାରେ, ସେ ଲାଗୋରି - ମୈତ୍ରୀ ରିଟର୍ଣ୍ଣସ୍ ଜରିଆରେ ବିଧିବଦ୍ଧ ଭାବରେ ଅଭିନୟ କରିଥିଲେ । ପୂର୍ବରୁ ୨୦୧୦ରେ ଓ ୨୦୧୪ରେ, ସେ ଦୁଇଟି ହିନ୍ଦୀ ଧାରାବାହିକରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ, ଖୁଲ୍ଟା କାଲି ଖୁଲେନାରେ ମୋନିକା ଭୂମିକାରେ ଅଭିନୟ କରିଥିଲେ । ସେ ତୁଳା ପାହାଟେ ରେ ଧାରାବାହିକରେ ମାଇରା ଓ ତୁ ତୁବହା ତାଶିରେ ପୁଷ୍ପାବଲ୍ଲୀ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିଜ୍ଞା ଭାବେ | |
---|---|
ଜନ୍ମ | [୧] | ୧୩ ମାର୍ଚ୍ଚ ୧୯୮୯
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୦–ଏବେଯାଏଁ |
ବୈବାହିକ-ସାଥୀ |
ମେହୁଲ ପାଇ (m. ୨୦୨୦) |
ପ୍ରାରମ୍ଭିକ ଜୀବନ
ସମ୍ପାଦନା୧୯୮୯ ମସିହାର ମାର୍ଚ୍ଚ ୧୩ ତାରିଖରେ, ସେ ମହାରାଷ୍ଟ୍ରର ବାସାଇ-ବିରାର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ହେମାଙ୍ଗି ବାଭେ ଜଣେ ଶିକ୍ଷକ ଓ ବାପାଙ୍କ ନାମ ଉଦୟ ବାଭେ । ତାଙ୍କ ପିଲାଦିନ ମୁମ୍ବାଇରେ କଟିଥିଲା ।[୧]
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ଉଦ୍ୟୋଗପତି ମେହୁଲ ପାଇଙ୍କୁ ବିବାହ କରିଛନ୍ତି । ବିବାହ ପୂର୍ବରୁ ବହୁଦିନ ଧରି ଉଭୟଙ୍କର ସମ୍ପର୍କ ଥିଲା ।[୪]
ଅଭିନୟ ଜୀବନ
ସମ୍ପାଦନାସେ ଜୀ ମରାଠୀରେ ପ୍ରସାରିତ ମରାଠୀ ଧାରାବାହିକ ଖୁଲ୍ଟା କାଲି ଖୁଲେନାରେ ଅଭିନୟ କରିଥିଲେ ।[୫] ଷ୍ଟାର୍ ପ୍ରଭାରେ ପ୍ରସାରିତ ଧାରାବାହିକ ଲାଗୋରି - ମୈତ୍ରୀ ରିଟର୍ଣ୍ଣସ୍ରେ ସେ କାମ କରିଥିଲେ ।[୬] ମୁଭିଂ ଆଉଟ୍ ୱେବ୍ ସିରିଜ୍ରେ ସେ କାମ କରିଛନ୍ତି ।[୭] ସୁବୋଧ ବାଭେ ଓ ଗାୟତ୍ରୀ ଦତରଙ୍କ ସହିତ, ସେ ତୁଳା ପାହାତେ ରେ କାମ କରିଥିଲେ ।[୮]
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ଭାଷା | ଚ୍ୟାନେଲ୍ | ଆଧାର |
---|---|---|---|---|---|
୨୦୧୦ | ପ୍ୟାର୍ କି ୟେ ଏକ୍ କାହାନୀ | ହିନ୍ଦୀ | ଷ୍ଟାର୍ ୱାନ୍ | ||
୨୦୧୪ | ବଡ଼େ ଅଚ୍ଛେ ଲଗତେ ହୈଁ | ସୋନୀ ଟିଭି | |||
୨୦୧୪-୨୦୧୫ | ଲାଗୋରି - ମୈତ୍ରୀ ରିଟର୍ଣ୍ଣସ୍ | ମୁକ୍ତା ବିକ୍ରମ ରାଉତ | ମରାଠୀ | ଷ୍ଟାର୍ ପ୍ରବାହ | |
୨୦୧୬ | ଦେବ୍ୟାନୀ | ବୀଣା | |||
୨୦୧୬-୨୦୧୭ | ଖୁଲ୍ଟା କଲି ଖୁଲେନା | ମୋନିକା ଦଲ୍ବୀ | ଜୀ ମରାଠୀ | [୯] | |
୨୦୧୮ | କଟ୍ଟି ବଟ୍ଟି | ଅନୁଷ୍କା | ଜୀ ଯୁବା | [୧୦] | |
୨୦୧୮-୨୦୧୯ | ତୁଳା ପାହାତେ ରେ | ମାଇରା କାର୍ଖାନିସ୍ | ଜୀ ମରାଠୀ | [୧୧] | |
୨୦୧୮ | ମହାରାଷ୍ଟ୍ରାଚା ଫେବ୍ରାଇଟ୍ ଡ୍ୟାନ୍ସର୍ | ପ୍ରତିଯୋଗୀ | ସୋନି ମରାଠୀ | ||
୨୦୨୦ | ରଙ୍ଗ ମଜା ବେଗାଲ | ତନୁଜା ମନ୍ତ୍ରୀ | ଷ୍ଟାର୍ ପ୍ରବାହ | [୧୨] | |
୨୦୧୯-୨୦୨୦ | ଚଲା ହାୱା ୟେଉ ଦ୍ୟା: ସେଲିବ୍ରିଟି ପ୍ୟାଟର୍ଣ୍ଣ | ପ୍ରତିଯୋଗୀ | ଜୀ ମରାଠୀ | ||
୨୦୨୧ | ବାୱାରା ଦିଲ୍ | ଜାନ୍ଭି | ହିନ୍ଦୀ | କଲର୍ସ ଟିଭି | [୧୩] |
୨୦୨୨-୨୦୨୩ | ତୁ ତେବ୍ହା ତାଷି | ପୁଷ୍ପାବଲ୍ଲୀ | ମରାଠୀ/ଇଂରାଜୀ | ଜୀ ମରାଠୀ/ଜୀ ୱାନ୍ ଆଫ୍ରିକା | [୧୪] |
୨୦୨୩-ଏବେଯାଏଁ | ବାତେଁ କୁଛ୍ ଅଙ୍କାହୀ ସି | ଅଙ୍ଘ କର୍ମକାର | ହିନ୍ଦୀ | ଷ୍ଟାର୍ ପ୍ଲସ୍ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭାଷା | ଭୂମିକା | ଆଧାର |
---|---|---|---|---|
୨୦୧୨ | ଲଙ୍ଗର୍ | ମରାଠୀ | ଅତିଥି କଳାକାର | |
୨୦୨୩ | ଜଗୁ ଆଣୀ ଜୁଲିଏଟ୍ | ମିସେସ୍ ଗୁପ୍ତେ | [୧୫] |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Abhidnya Bhave Wiki, Biography, Age, Married, Husband". Marathi.TV. 6 November 2019. Retrieved 31 March 2020.
- ↑ megamarathi (2016-12-01). "Abhidnya Bhave Marathi Actress Biography HD Photos,Wallpapers,Monika". MegaMarathi.Com (in ଆମେରିକୀୟ ଇଂରାଜୀ). Retrieved 2019-12-12.
- ↑ टीम, एबीपी माझा वेब (2022-03-16). "Tu Tevha Tashi : 'तू तेव्हा तशी' मालिकेत पुष्पवल्लीच्या भूमिकेत दिसणार अभिज्ञा भावे". marathi.abplive.com (in ମରାଠୀ). Retrieved 2022-04-12.
- ↑ "Abhidnya Bhave finds love again; plans to marry next year - The Times of India". The Times of India (in ଇଂରାଜୀ). Retrieved 2020-12-23.
- ↑ "Switching from a negative character to a positive one was difficult says Abhidnya Bhave - Times of India". The Times of India.
- ↑ "Pics : 'Khulta Kali Khulena' hits a century! - The Times of India". The Times of India.
- ↑ "#MovingOut (TV Mini Series 2017– ) - IMDb" – via www.imdb.com.
- ↑ "Abhidnya Bhave to make a comeback in a 'vamp' avatar - The Times of India". The Times of India. Retrieved 2018-12-17.
- ↑ "Abhidnya Bhave gets nostalgic about her Khulta Kali Khulena days - Times of India". The Times of India.
- ↑ "Switching from a negative character to a positive one was difficult says Abhidnya Bhave - Times of India". The Times of India (in ଇଂରାଜୀ). Retrieved 2022-05-26.
- ↑ "Tula Pahate Re: Abhidnya Bhave aka Myra bids adieu to the show - Times of India". The Times of India (in ଇଂରାଜୀ). Retrieved 2022-05-26.
- ↑ माझा, सौमित्र पोटे, एबीपी (14 October 2020). "'रंग माझा वेगळा' मालिकेत होणार 'या' लोकप्रिय अभिनेत्रीची एन्ट्री!". ABP Marathi (in ମରାଠୀ). Retrieved 2022-05-26.
{{cite web}}
: CS1 maint: multiple names: authors list (link) - ↑ "'रंग माझा वेगळा' मालिकेनंतर आता अभिज्ञा भावे झळकणार हिंदी मालिकेत, पहा तिचा लूक". Lokmat (in ମରାଠୀ). 2021-04-24. Retrieved 2022-05-26.
- ↑ "Abhidnya Bhave is excited to feature in Tu Tevha Tashi, says "Have never played such role before" - Times of India". The Times of India (in ଇଂରାଜୀ). Retrieved 2022-04-10.
- ↑ "Jaggu Ani Juliet Marathi Movie Trailer, Release Date, Cast". Box Office Business (in ଆମେରିକୀୟ ଇଂରାଜୀ). 2023-01-10. Retrieved 2023-05-18.
ବାହାର ଲିଙ୍କ୍
ସମ୍ପାଦନା- ଇନଷ୍ଟାଗ୍ରାମରେ ଅଭିଜ୍ଞା ଭାବେ
- ଇଣ୍ଟରନେଟ ମୁଭି ଡାଟାବେସରେ ଅଭିଜ୍ଞା ଭାବେ