ଅବନ୍ତିକା ହୁଣ୍ଡାଲ
ଭାରତୀୟ ଅଭିନେତ୍ରୀ
ଅବନ୍ତିକା ହୁଣ୍ଡାଲ ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଓ ପଞ୍ଜାବୀ କଥାଚିତ୍ର ଜଗତରେ ସକ୍ରିୟ ଭାବରେ କାମ କରୁଥିଲେ ।[୧] ୟେ ହୈ ମୋହବତେଁରେ ସେ ଅଭିନୟ ପାଇଁ ମୁଖ୍ୟତଃ ଜଣାଶୁଣା, ଯେଉଁଥିରେ ସେ ମିହିକା ଭୂମିକାରେ କାମ କରିଥିଲେ ।[୨][୩] ସେ ଷ୍ଟାର ପ୍ଲସରେ ପ୍ରସାରିତ ମନ୍ କି ଆୱାଜ୍ ପ୍ରତିଜ୍ଞା ଧାରାବାହିକରେ ଆରୁଷି ସାକ୍ସେନା ଭୂମିକାରେ ମଧ୍ୟ କାମ କରିଥିଲେ । ସେ ପଞ୍ଜାବୀ କଥାଚିତ୍ର ମିଷ୍ଟର୍ ଆଣ୍ଡ ମିସେସ୍ ୪୨୦[୪] ଓ ମିଷ୍ଟର୍ ଆଣ୍ଡ୍ ମିସେସ୍ ୪୨୦ ରିଟର୍ଣ୍ଣସ୍[୫] ପାଇଁ ମଧ୍ୟ ଜଣାଶୁଣା । ୩ ବର୍ଷର ଦୂରତା ପରେ ସେ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ମଧ୍ୟ ଅଭିନୟଠାରୁ ଦୂରେଇ ଯାଇଥିଲେ ।
ଅବନ୍ତିକା ହୁଣ୍ଡାଲ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୮–୨୦୧୪ ୨୦୧୬–୨୦୧୯ ୨୦୨୨ |
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା |
---|---|---|
୨୦୦୯–୨୦୧୨ | ମନ୍ କି ଆୱାଜ୍ ପ୍ରତିଜ୍ଞା | ଆରୁଷି ସାକ୍ସେନା |
୨୦୧୬–୨୦୧୬ | ୟେ ହୈ ମୋହବତେଁ | ମିହିକା ଆୟାର |
୨୦୨୨ | ମୋସେ ଛାଲ କିୟେ ଜାୟେ | ପ୍ରୀଶା |
ଅଭିନୀତ କଥାଚିତ୍ର
ସମ୍ପାଦନାପଞ୍ଜାବୀ
ସମ୍ପାଦନା- ୨୦୧୩: ହରମନ ଭାବରେ ବୁରାଃ
- ୨୦୧୪: ମିଷ୍ଟାର୍ ଆଣ୍ଡ ମିସେସ୍ ୪୨୦
- ୨୦୧୮: ମିଷ୍ଟର୍ ଆଣ୍ଡ ମିସେସ୍ ୪୨୦ ରିଟର୍ଣ୍ଣସ୍
ହିନ୍ଦୀ
ସମ୍ପାଦନା- ୨୦୦୮: ବଚନା ଏ ହସିନୋ
ବ୍ୟକ୍ତିଗତ ଜୀବନ
ସମ୍ପାଦନାହୁଣ୍ଡାଲ ଅଭିନେତା ନବତେଜ ହୁଣ୍ଡାଲଙ୍କ ଝିଅ ।[୬]
ଆଧାର
ସମ୍ପାଦନା- ↑ TNN (1 June 2013). "Avantika comes to big screen?". The Times of India. Retrieved 23 August 2015.
- ↑ "Yeh Hai Mohabbatein's Mihika receives threats on social media after she turned negative on the show". India Today. 15 March 2018. Retrieved 4 March 2021.
- ↑ "Uri: The Surgical Strike Actor Navtej Hundal Dies In Mumbai". NDTV. Indo-Asian News Service. 9 April 2019. Retrieved 4 March 2021.
- ↑ India (5 March 2014). "Cast of Mr & Mrs 420 in city". The Indian Express. Retrieved 23 August 2015.
- ↑ "'Yeh Hai Mohabbatein' actress Avantika Hundal returns to sets after father & 'Uri' actor Navtej Hundal's death". AbpLive. 26 April 2019. Retrieved 4 March 2021.
- ↑ "Uri actor Navtej Hundal passes away". The Indian Express. 9 April 2019. Retrieved 4 March 2021.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅବନ୍ତିକା ହୁଣ୍ଡାଲ
- ଇନଷ୍ଟାଗ୍ରାମରେ ଅବନ୍ତିକା ହୁଣ୍ଡାଲ