ଅଫିମ
ଅଫିମ (ଇଂରାଜୀରେ Opium poppy) (ଉଦ୍ଭିଦିକ ନାମ Papaver somniferum) ହେଉଛି ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏଥିରୁ ମର୍ଫିନ ସମେତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ପ୍ରସ୍ତୁତ କରାଯାଏ। ହେରୋଇନ, ଥେବାଇନ, କୋଡେଇନ, ପାପାଭେରିନ ଓ ନୋସ୍କାପାଇନ ଆଦି ଏହାର ଉପ-ଉତ୍ପାଦ। ଏହାର ନିଦ୍ରାକାରକ ଗୁଣପାଇଁ ଲାଟିନ ଉଦ୍ଭିଦିକ ନାମରେ ଏହାକୁ ନିଦ ଆଣୁଥିବା ଗଛ ଭାବରେ ଅଭିହିତ କରାଯାଇଛି।
ଅଫିମ | |
---|---|
Papaver somniferum | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ବିଭାଗ: | Magnoliophyta |
ବର୍ଗ: | Magnoliopsida |
ଗଣ: | Ranunculales |
କୁଳ: | Papaveraceae |
ପ୍ରଜାତି: | Papaver |
ଜାତି: | P. somniferum |
ବାଇନୋମିଆଲ ନାମ | |
Papaver somniferum |
ଔଷଧୀୟ ଉପଯୋଗ
ସମ୍ପାଦନାଅଷ୍ଚ୍ରେଲିଆ, ତୁର୍କୀ ଓ ଭାରତରେ ମୋଟ ଅଫିମ ଉତ୍ପାଦନର ଅଧିକାଂଶ ଭାଗ ଔଷଧୀୟ ଦ୍ରବ୍ୟ (ମରଫିନ ଓ କୋଡ଼େଇନ) ପ୍ରସ୍ତୁତିରେ ବ୍ୟବହାର କରାଯାଏ। [୨] ଆମରିକା ମୋଟ ଅଫିମ ଆମଦାନୀର ଶତକଡ଼ା ୮୦ ଭାଗ ପାରମ୍ପରିକ ଉତ୍ପାଦନକାରୀ ରାଷ୍ଟ୍ର ଯଥା ଭାରତ ଓ ତୁର୍କୀରୁ ନେବ ବୋଲି ନିୟମ ପ୍ରଣୟନ କରିଛି। [୩]
ଖାଦ୍ୟ ଦ୍ରବ୍ୟରେ ଉପଯୋଗ
ସମ୍ପାଦନାପପି ମଞ୍ଜି ଓ ପପି ମଞ୍ଜିର ତେଲ ପରି ଦୁଇଟି ମୁଖ୍ୟ ଖାଦ୍ୟ ଦ୍ରବ୍ୟର ମୂଳ ସ୍ରୋତ ହେଉଛି ଅଫିମ ଗଛ। ଅଫିମ ମଞ୍ଜିରେ ବହୁତ କମ ପରିମାଣରେ ଓପିଏଟ ଥାଏ। [୪][୫] ଓ ତେଲରେ ତା ଠୁ ବି କମ ପରିମାଣରେ ଥାଏ। ଏହି ମଞ୍ଜି ଓ ତେଲ ଉଭୟର ବାଣିଜ୍ୟିକ ଦେଣନେଣ ହୋଇଥାଏ।
ଆଧାର
ସମ୍ପାଦନା- ↑ Linnaeus, Carl von (1753). Species Plantarum. Holmiae (Laurentii Salvii). p. 508.
- ↑ Dicker, Jason. "The Poppy Industry in Tasmania". University of Tasmania. Archived from the original on 2011-12-11. Retrieved 2009-09-02.
- ↑ Braund, Claire (2001). "Research driving the Tasmanian poppy industry". Australian Society of Agronomy. Archived from the original on 2009-07-29. Retrieved 2009-09-02.
- ↑ "Poppy law" on Erowid.org
- ↑ Ayatollah (2006-02-25). "How potent are the major culinary (spicerack) varieties such as McCormick?". Poppies. Archived from the original on 2009-09-01. Retrieved 2009-09-02.
ଆହୁରି ଦେଖନ୍ତୁ
ସମ୍ପାଦନାଆହୁରି ପଢ଼ନ୍ତୁ
ସମ୍ପାଦନା- The Heroin Harvest
- Comprehensive profile for Papaver somniferum from MaltaWildPlants.com
- Opium FAQ v1.0 Archived 2012-10-06 at the Wayback Machine. from Opioids.com
- Opium Poppy Cultivation and Heroin Processing in Southeast Asia Archived 2009-04-26 at the Wayback Machine. from the School of Pacific and Asian Studies
- "Downward Spiral – Banning Opium in Afghanistan and Burma", Transnational Institute TNI, Debate Paper, June 2005
- "Withdrawal Symptoms in the Golden Triangle – A Drugs Market in Disarray" TNI Paper by Tom Kramer et al.
- Chouvy P.A., 2009, "Opium. Uncovering the Politics of the Poppy" Archived 2011-10-26 at the Wayback Machine., London, I.B. Tauris (Cambridge, Harvard University Press: 2010)
- Rätsch,Christian "The Encyclopedia of Psychoactive Plants, Enthnopharmacology and Its Applications" 1998/2005, Rochester, Vermont, Park Street Press, ISBN 978-0-89281-978-2