ଅପୂର୍ବା ପୁରୋହିତ
ଅପୂର୍ବା ପୁରୋହିତ (ଜନ୍ମ ୩ ଅକ୍ଟୋବର ୧୯୬୬) ଭାରତର ଜଣେ ଲେଖକ ଅଟନ୍ତି । ସେ ଏହା ପୂର୍ବରୁ ରେଡ଼ିଓ ସିଟିର ସିଇଓ ତଥା ସଭାପତି ଥିଲେ ।
ଅପୂର୍ବା ପୁରୋହିତ | |
---|---|
ଜନ୍ମ | Chandigarh, Punjab, India | ୩ ଅକ୍ଟୋବର ୧୯୬୬
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | Indian Institute of Management Bangalore Stella Maris College[୧] |
ବୃତ୍ତି | Independent Advisor |
ୱେବସାଇଟ | https://apurvapurohit.com/ |
ଜୀବନୀ
ସମ୍ପାଦନାପ୍ରାଥମିକ ଜୀବନ ଓ ଶିକ୍ଷା
ସମ୍ପାଦନାଚେନ୍ନାଇର ଷ୍ଟେଲା ମ୍ୟାରିସ କଲେଜରୁ ଅପୂର୍ବାବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ , ବାଙ୍ଗାଲୋରରୁ ବ୍ୟବସାୟ ପ୍ରଶାସନରେ ମାଷ୍ଟର ଡିଗ୍ରୀ ସମାପ୍ତ କରିଛନ୍ତି ।[୨] ସେ ଏକ ରାଜ୍ୟ ସ୍ତରୀୟ ଫିଲ୍ଡ ହକି ଖେଳାଳୀ ଥିଲେ ଏବଂ କ୍ରୀଡ଼ାରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିଲେ ।
ବୃତ୍ତି
ସମ୍ପାଦନାସେ ମାଇଣ୍ଡଟ୍ରି,[୩] ମଣିପାଲ ହେଲ୍ଥ ଏଣ୍ଟରପ୍ରାଇଜ ଲିମିଟେଡ଼ ଏବଂ L&T ଇଂଜିନିୟରିଂ ସେବାରେ ଜଣେ ସ୍ୱାଧୀନ ନିର୍ଦ୍ଦେଶକ ଅଟନ୍ତି ।[୪] ସେ L&T ଟେକ୍ନୋଲୋଜି ସର୍ଭିସ[୫] ବୋର୍ଡ଼ରେ ସାମ୍ପ୍ରତିକ ଥିଲେ । ସେ ବେସରକାରୀ ଇକ୍ବିଟି ଫଣ୍ଡ ଆମିକ୍ସ କ୍ୟାପିଟାଲ ଏବଂ ବିଡି ଫାଉଣ୍ଡେସନର ଜଣେ ପରାମର୍ଶ ଦାତା ଥିଲେ । [୬]
ସ୍ୱୀକୃତି
ସମ୍ପାଦନା୨୦୧୬, ୨୦୧୮[୭] ଏବଂ ୨୦୧୯ ମସିହାରେ ବିଜନେସ ଟୁଡେ ଅନୁସାରେ ସେ ବ୍ୟବସାୟରେ ଶ୍ରେଷ୍ଠ ୩୦ ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବେ ସ୍ଥାନ ପାଇଛନ୍ତି ।[୮] ସେ ବ୍ୟବସାୟ ତାଲିକାରେ ୨୦୧୮,[୯] ୨୦୧୯[୧୦] ଏବଂ ୨୦୨୦ ମସିହାରେ ଫର୍ଚ୍ଚୁନ ଇଣ୍ଡିଆର ସବୁଠାରୁ ଶକ୍ତିଶାଳୀ ମହିଳା ଭାବେ ସ୍ଥାନ ପାଇଥିଲେ । [୧୧]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅପୂର୍ବା, ସଂଜୟ ପୁରୋହିତଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ ପୁତ୍ର ସିଦ୍ଧାର୍ଥ ପୁରୋହିତ ଅଛନ୍ତି। ସେ ମୁମ୍ବାଇରେ ରହନ୍ତି । ସେ ଜଣେ କ୍ରୀଡ଼ା ଅନୁଗାମୀ ଏବଂ ୧୯୮୪-୧୯୮୭ ମସିହାରେ ହକିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିଲେ ।[୧୨]
ଆଧାର
ସମ୍ପାଦନା- ↑ "Power Couple Apurva & Sanjay Purohit". outlook business. 25 May 2015. Archived from the original on 19 February 2023. Retrieved 25 September 2017.
- ↑ "Breaking new ground comes naturally to her". iimb.
- ↑ "Apurva Purohit". mindtree.
- ↑ "Apurva Purohit". ltts.
- ↑ "Board of directors Apurva Purohit". ltts.
- ↑ "Apurva Purohit". mindtree.
- ↑ "Most Powerful Women". fortune india. 2018. Archived from the original on 2021-08-18. Retrieved 2021-09-03.
- ↑ "Business Today honours 'Most Powerful Women' who broke the glass ceiling in corporate India". Business Today. 2019.
- ↑ "The Most Powerful Women In Business 2018". Business Today.
- ↑ "Most Powerful Women". Fortune India. Archived from the original on 2022-03-06. Retrieved 2021-09-03.
- ↑ "Most Powerful Women". Fortune India.
- ↑ "Power Couple Apurva & Sanjay Purohit". outlook business. 25 May 2015. Archived from the original on 19 February 2023. Retrieved 25 September 2017.