ଅପୁର୍ବ କୁମାର ସାଇକିଆ

ଅପୁର୍ବ କୁମାର ସାଇକିଆ ଆସାମର ଜଣେ ଭାରତୀୟ ଲେଖକ ଅଟନ୍ତି । ସେ ୨୦୨୦[୧][୨] ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ।

ଅପୁର୍ବ କୁମାର ସାଇକିଆ
ଜନ୍ମ ଓ ଜନ୍ମସ୍ଥାନ୨୧/୧୦/୧୯୬୨
ଦିଫାଲୁ ସାତ୍ର, ନାଗାଓଁ, ଆସାମ
ବୃତ୍ତିମୁଖ୍ୟ ଚିକିତ୍ସା ଅଧିକାରୀ [NFSG], [ESIC], ଶ୍ରମ ଏବଂ ରୋଜଗାର ବିଭାଗ ଅଧୀନ, ଭାରତ ସରକାର
ପୁରସ୍କାରସାହିତ୍ୟ ଏକାଡେମୀ ପୁରସ୍କାର
କାର୍ଯ୍ୟକାଳ୨୭ ବର୍ଷ
ଜୀବନସାଥୀଶ୍ରୀମତୀ ନୀଳାକ୍ଷୀ ଚାଙ୍ଗକାକଟି ସାଇକିଆ
ସନ୍ତାନମିସ୍ ଆରହାନା ପୁର୍ବା ସାଇକିଆ [ଝିଅ], ଶ୍ରୀ ଆୟାନଭ ସାଇକିଆ [ପୁଅ]
ପିତାମାତାଶ୍ରୀ ପୂର୍ଣ୍ଣଧର ସାଇକିଆ
ଶ୍ରୀମତୀ ଫୁଲମାଇ ସାଇକିଆ

ପ୍ରାଥମିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ସାଇକିଆ ନାଗାଓଁର ଦିଫାଲୁ ସାତ୍ରରେ ମାତାପିତା ଶ୍ରୀ ପୂର୍ଣ୍ଣାଧର ସାଇକିଆ ଏବଂ ଶ୍ରୀମତୀ ଫୁଲମାଇ ସାଇକିଆଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଆସାମର ଖାନପାରା, ESIC ମଡେଲ ହସ୍ପିଟାଲର ଜଣେ ଚକ୍ଷୁ ବିଶେଷଜ୍ଞ ତଥା ମୁଖ୍ୟ ଚିକିତ୍ସା ଅଧିକାରୀ [NFSG] ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।[୩]

ଗ୍ରନ୍ଥ ବିବରଣୀ ସମ୍ପାଦନା

କାହାଣୀ ସଂଗ୍ରହ ସମ୍ପାଦନା

  • ବେଙ୍ଗସାଟା
  • ବ୍ୟୋର୍ଥୋ ନାୟକ
  • ଲିଙ୍ଗାମୁକ୍ଟୋ ପ୍ରୀତିଭୀର ଜାଧୁ ଏଟା
  • ଚୋଟୋରଉରୋହି
  • ବୋଜରୋଟ ଏଡିନ
  • ମାଟି ଆଖୋର

ପ୍ରବନ୍ଧ ସଂଗ୍ରହ ସମ୍ପାଦନା

  • ଆସୋମିୟା ମନୁହର୍ ଜିନ୍

ଅନୁବାଦିତ କ୍ଷୁଦ୍ରଗଳ୍ପ ସଂଗ୍ରହ ସମ୍ପାଦନା

  • ଦେଶୀ-ବିଦେଶୀ ଗଳ୍ପ ସମ୍ଭାର

ସମ୍ପାଦନା (ଆସାମ ସାହିତ୍ୟ ସଭାଦ୍ୱାରା ପ୍ରକାଶିତ)

ପୁରସ୍କାର ସମ୍ପାଦନା

ସାଇକିଆଙ୍କୁ ନିଜର କ୍ଷୁଦ୍ର ଗଳ୍ପ ବେଙ୍ଗସାଟାର ସଂଗ୍ରହ ପାଇଁ ୨୦୨୦ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ପୁରସ୍କୃତ କରାଯାଇଥିଲା ।[୪]

ପୂର୍ବରୁ ଉଲ୍ଲେଖନୀୟ ପୁରସ୍କାରଗୁଡ଼ିକ ହେଉଛି: ଆସାମ ସାହିତ୍ୟର ଶ୍ରେଷ୍ଠ ପୁସ୍ତକ ପାଇଁ ଯାଦବ ଶର୍ମା ସାହିତ୍ୟ ପୁରସ୍କାର, ଭାରତୀୟ ମେଡିକାଲ୍ ଆସୋସିଏସନ‌ଦ୍ୱାରା ସାହିତ୍ୟିକ ଉତ୍କର୍ଷ ପୁରସ୍କାର, ଅନ୍ତରଲିପି ସାହିତ୍ୟ ବୋଟା, ସାହିତ୍ୟ ଏକାଡେମୀଦ୍ୱାରା କଥାସନ୍ଧି ସାନ୍ମାନ, ଏବଂ ଆସାମ ସାହିତ୍ୟ ସଭାଦ୍ୱାରା ସୃଜନଶୀଳ ଲେଖା "ଛୋଟୋର ଉରୋହି" ନାମକ କ୍ଷୁଦ୍ରଗଳ୍ପ ସଂଗ୍ରହ ପାଇଁ ଶ୍ରେଷ୍ଠ ପୁସ୍ତକ ଭାବେ ଅମ୍ବିକାଗିରି ରାୟେଚୌଧୁରୀ ପୁରସ୍କାର ।

ଆଧାର ସମ୍ପାଦନା

  1. "Dr Apurba Kumar Saikia & Dharani Dhar Owari to be conferred with Sahitya Akademi awards". The Sentinel (in ଇଂରାଜୀ). Retrieved 13 March 2021.{{cite web}}: CS1 maint: url-status (link)
  2. "Sahitya Akademi awards to six from State". The Assam Tribune (in ଇଂରାଜୀ). Archived from the original on 13 March 2021. Retrieved 13 March 2021.
  3. "ডাঃ অপূৰ্ব কুমাৰ শইকীয়ালৈ অসমীয়া ভাষাৰ সাহিত্য অকাডেমী বঁটা". ETV Bharat (in ଆସାମୀୟ). Retrieved 14 March 2021.{{cite web}}: CS1 maint: url-status (link)[permanent dead link]
  4. "Sahitya Akademi Award 2020" (PDF). Sahitya Akademi (in ଇଂରାଜୀ). Archived (PDF) from the original on 12 March 2021. Retrieved 13 March 2021.