ଅନୱର ହୁସେନ

ଭାରତୀୟ ଅଭିନେତା

ଅନୱର ହୁସେନ (୧୧ ନଭେମ୍ବର ୧୯୨୫ - ୧ ଜାନୁଆରୀ ୧୯୮୮) ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ମାତା ଥିଲେ । ସେ ୧୯୪୦ ମସିହାରୁ ୧୯୮୨ ମସିହା ପର୍ଯ୍ୟନ୍ତ ଜଣେ ଜଣାଶୁଣା ଚରିତ୍ର ଅଭିନେତା ଥିଲେ ଏବଂ ୨୦୦ରୁ ଅଧିକ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କିଛି ଜଣାଶୁଣା କଥାଚିତ୍ର ହେଉଛି ଅବ ଦିଲ୍ଲୀ ଦୁର୍ ନେହିଁ, ଗଙ୍ଗା ଜମୁନା (୧୯୬୧), ସହିଦ, ବାହାରୋଁ କେ ସପ୍ନେ, ଭିକ୍ଟୋରିଆ ନଂ. ୨୦୩ (୧୯୭୨), ଚୋରି ମେରା କାମ୍, ଲୋଫର୍, ଗାଦ୍ଦାର୍, ରଫୁ ଚକ୍କର୍ ଏବଂ ଜେଲ୍ ଯାତ୍ରା । ସେ ଗାୟକ-ନିର୍ଦ୍ଦେଶକ ଜଦ୍ଦାନବାଇଙ୍କ ପୁଅ ଥିଲେ । ଅଭିନେତ୍ରୀ ନର୍ଗିସ ଦତ୍ତ ଏବଂ ଅଖତର ହେସୁନ୍‌ଙ୍କ ସମ୍ପର୍କୀୟ ଭାଇ ଥିଲେ ସେ ।[୧] [୨]

ଅନୱର ହୁସେନ
ଜନ୍ମ(1925-11-11)୧୧ ନଭେମ୍ବର ୧୯୨୫
ମୃତ୍ୟୁ୧ ଜାନୁଆରୀ ୧୯୮୮(1988-01-01) (ବୟସ ୬୨)
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ
ସକ୍ରିୟ ବର୍ଷ୧୯୪୦–୧୯୮୭
ପିତାମାତା
ସମ୍ପର୍କୀୟନର୍ଗିସ ଦତ୍ତ (ସମ୍ପର୍କୀୟ ଭଉଣୀ)

୧୯୮୧ ମସିହାରେ ସେ ତାଙ୍କ ଭଣଜା ସଞ୍ଜୟ ଦତ୍ତଙ୍କ ସହିତ ରକିରେ କାମ କରିଥିଲେ ।[୩]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭାଷା ଭୂମିକା
୧୯୪୩ ସଞ୍ଜୋଗ ହିନ୍ଦୀ
୧୯୪୪ ପେହେଲେ ଆପ୍ ହିନ୍ଦୀ
୧୯୫୧ ହମ୍ ଲୋଗ୍ ହିନ୍ଦୀ କୁନ୍ଦନ
୧୯୫୩ ଝମେଲା ହିନ୍ଦୀ
ଫୁଟ୍‌ପାଥ୍ ହିନ୍ଦୀ ରାମ
ୟହୁଦି ହିନ୍ଦୀ ଆଣ୍ଟୋନିଆ
୧୯୫୭ ଭାବି ହିନ୍ଦୀ ଜୀବନ
ଅବ୍ ଦିଲ୍ଲୀ ଦୁର୍ ନେହିଁ ହିନ୍ଦୀ ମୁକୁନ୍ଦଲାଲ
୧୯୫୮ ପୋଲିସ୍ ହିନ୍ଦୀ ରମେଶ
ଅମର୍ ଦୀପ୍ ହିନ୍ଦୀ ଚୋର
୧୯୬୧ ଛୋଟେ ନବାବ୍ ହିନ୍ଦୀ
ଗଙ୍ଗା ଯମୁନା ହିନ୍ଦୀ ହରିରାମ
୧୯୬୨ ଅସଲି ନକଲି ହିନ୍ଦୀ ମୋହନ
୧୯୬୩ ଶେହର ଔର୍ ସପ୍ନା ହିନ୍ଦୀ
ଲାଗି ନହି ଛୁଟେ ରାମ୍ ଭୋଜପୁରୀ
୧୯୬୫ ମୋହବତ ଇସ୍କୋ କେହେତେ ହେଁ ହିନ୍ଦୀ
ଗାଇଡ୍ ହିନ୍ଦୀ ଗଫୁର୍
ଶହୀଦ୍ ହିନ୍ଦୀ ଜେଲ୍ ୱାଡେନ୍ ଛତର୍ ସିଂହ
୧୯୬୭ ହମ୍‌ରାଜ୍ ହିନ୍ଦୀ କ୍ୟାପଟେନ୍ ମହାନ୍ଦ୍ର
କଡ଼େ ଧୁପ୍ କଡ଼େ ଛାନ୍ ପଞ୍ଜାବୀ
ରାତ୍ ଔର୍ ଦିନ୍ ହିନ୍ଦୀ ଡାକ୍ତର
ବାହାରୋଁ କେ ସପ୍ନେ ହିନ୍ଦୀ ସାଙ୍ଗ
ନଇ ରୋଶ୍ନୀ ହିନ୍ଦୀ ରମ୍‌ଜାନ୍
ଚାନ୍ଦ ପର୍ ଚଢ଼ାୟୀ ହିନ୍ଦୀ ବରହଟୁ
ନାଇଟ୍ ଇନ୍ ଲଣ୍ଡନ୍ ହିନ୍ଦୀ କୋଲୋନେଲ୍ ଫୁଜି
୧୯୬୮ ଅନୋଖି ରାତ୍ ହିନ୍ଦୀ ରାମ ଦାସ
୧୯୬୯ ୟକିନ୍ ହିନ୍ଦୀ ମି. ଡି'ମେଲୋ
ଆଦ୍‌ମି ଔର୍ ଇନ୍‌ସାନ୍ ହିନ୍ଦୀ ଗୁପ୍ତା
୧୯୭୦ ଦସ୍ତକ୍ ହିନ୍ଦୀ ମରତିବାଲେ
୧୯୭୧ ବଳୀଦାନ ହିନ୍ଦୀ
ଉପାସନା ହିନ୍ଦୀ ଜନ୍ ଡିସୋଜା
ପ୍ୟାର୍ କି କାହାନୀ ହିନ୍ଦୀ
ଦୁଷ୍ମନ ହିନ୍ଦୀ କାଠ ବେପାରୀ
୧୯୭୨ ଜିଙ୍ଗେଦି ଜିଙ୍ଗେଦି ହିନ୍ଦୀ ଦୟାରାମ
ଅନ୍ନଦାତା ହିନ୍ଦୀ
ଏକ୍ ବେଚାରା ହିନ୍ଦୀ
କଙ୍କଣ ଦେ ଓହ୍ଲେ ପଞ୍ଜାବୀ ବନ୍ଦିତ କର୍ତାର (କର୍ତାର ଡାକୁ)
ଭିକ୍ଟୋରିଆ ନଂ ୨୦୨୩ ହିନ୍ଦୀ
୧୯୭୩ ମେହମାନ୍ ହିନ୍ଦୀ ଅନୱର
ଲଫର୍ ହିନ୍ଦୀ ମି. ସିହ୍ନା
ଝିଲ୍ କେ ଉସ୍ ପାର୍ ହିନ୍ଦୀ ହରିୟା
ଗଦ୍ଦର୍ ହିନ୍ଦୀ
ଜୈସା କୋ ତୈସା ହିନ୍ଦୀ ଶ୍ୟାମଲାଲ
ହୀରା ହିନ୍ଦୀ ଚଙ୍ଗୁ
୧୯୭୪ ଇମାନ୍ ହିନ୍ଦୀ
ଦୋସ୍ତ ହିନ୍ଦୀ ଉସ୍ତାଦ ମଣ୍ଟୁ ସରଦାର
ବିଦାଇ ହିନ୍ଦୀ ମଗନ
୧୯୭୫ ଆଗ୍ ଔର୍ ତୁଫାନ୍ ହିନ୍ଦୀ
ଲଫଙ୍ଗେ ହିନ୍ଦୀ ଦିୱାନ ଚମନଲାଲ
ରଫୁ ଚକ୍କର୍ ହିନ୍ଦୀ ରଣଜିତ
ଜଗ୍ଗୁ ହିନ୍ଦୀ ଦେଶାଇ
ଚୋରି ମେରା କାମ୍ ହିନ୍ଦୀ ଅମରଚାନ୍ଦ ରାଠୋଡ଼
୧୯୭୬ ଅଦାଲତ ହିନ୍ଦୀ ଅଜିତ ସିଂହ
ଶଙ୍କର ଶମ୍ଭୁ ହିନ୍ଦୀ କୁନ୍ଦନ
୧୯୭୮ କାଲା ଆଦ୍‌ମି ହିନ୍ଦୀ ଅଜିତ
ଗଙ୍ଗା କି ସୁହାଗ ହିନ୍ଦୀ
୧୯୭୯ ହୀରା-ମୋତି ହିନ୍ଦୀ ଜନି
ନୌକର୍ ହିନ୍ଦୀ
୧୯୮୦ ଜେଲ୍ ୟାତ୍ରା ହିନ୍ଦୀ ପୋଲିସ୍ ଇନିସ୍‌ପେକ୍ଟର
ରକି ହିନ୍ଦୀ ରତନଲାଲ
୧୯୮୭ ଗୋରା ହିନ୍ଦୀ

ଆଧାର ସମ୍ପାଦନା

  1. "Sanjay Dutt visits birthplace of his mother". The Hindu. 26 April 2009. Retrieved 2012-12-21.
  2. "I want to be a bankable actor: Nilesh Sahay (Interview)". Sify. 9 Feb 2011. Archived from the original on 31 May 2014. Retrieved 2012-12-21.
  3. The unknown brother'n sisters of B'wood Archived 2013-11-11 at the Wayback Machine. 9 August 2006.

ବାହାର ଲିଙ୍କ୍ ସମ୍ପାଦନା