ଅନୁ ରାଜ୍ ସିଂ
ଅନୁ ରାଜ୍ ସିଂ (ଜନ୍ମ, ୧୭ ଡିସେମ୍ବର ୧୯୮୪) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ହୀନା ସିଦ୍ଧୁଙ୍କ ସହ ମିଶି ମହିଳା ଯୁଗଳ ୧୦ ମିଟର୍ ଏୟାର୍ ପିସ୍ତଲ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧] ୨୦୧୨ ଗ୍ରୀଷ୍ମ ଅଲିମ୍ପିକ୍ସରେ ସେ ଉଭୟ ୧୦ ମିଟର୍ ଏୟାର୍ ପିସ୍ତଲ୍ ଓ ୨୫ ମିଟର୍ ପିସ୍ତଲ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରିଥିଲେ ।[୨]
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜାତୀୟତା | ଭାରତୀୟ | ||||||||||||||||||||||||||||||||
ଜନ୍ମ | ଆଲିଗଡ, ଭାରତ | ୧୭ ଫେବୃଆରୀ ୧୯୮୪||||||||||||||||||||||||||||||||
ଉଚ୍ଚତା | ୧.୬୪ m (୫ ft 5 in) | ||||||||||||||||||||||||||||||||
ଓଜନ | 53 kilograms (117 lb) | ||||||||||||||||||||||||||||||||
Sport | |||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||
କ୍ରୀଡ଼ା | ବନ୍ଧୁକଚାଳନା | ||||||||||||||||||||||||||||||||
Club | ପୁନେ ବିଶ୍ୱବିଦ୍ୟାଳୟ / ଗନ୍ ଫର୍ ଗ୍ଲୋରି ଏକାଡ଼େମୀ | ||||||||||||||||||||||||||||||||
Medal record
|
ଆଧାର
ସମ୍ପାଦନା- ↑ "Heena Sidhu, Anu Raj Singh bag gold in shooting". NDTV. 12 October 2010. Archived from the original on 15 October 2010. Retrieved 13 October 2010.
- ↑ "Annu Raj Singh Bio, Stats, and Results". Olympics at Sports-Reference.com. Retrieved 2015-07-26.