ଅନୁରାଧା କୋଇରାଲା (ଜନ୍ମ: ୧୪ ଏପ୍ରିଲ ୧୯୪୯) ଜଣେ ନେପାଳର ସାମାଜିକ କାର୍ଯ୍ୟକର୍ତ୍ତା ତଥା ମଇତି ନେପାଳର ପ୍ରତିଷ୍ଠାତା ଅଟନ୍ତି । ସେ ନେପାଳର ଏକ ଅଣ-ଲାଭ ସଂଗଠନ ଯୌନ କାରବାରର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଥାନ୍ତି ।[୨] ରାଜ୍ୟର ପ୍ରଥମ ରାଜ୍ୟପାଳ ଭାବେ (୧୭ ଜାନୁଆରୀ ୨୦୧୮ - ୩ ନଭେମ୍ବର ୨୦୧୯) ମାସରେ ନିଯୁକ୍ତି ହୋଇଥିଲେ । [୩]

ଅନୁରାଧା କୋଇରାଲା
1st Provincial Governor of Bagmati Province
କାର୍ଯ୍ୟକାଳ
19 January 2018[୧] – 3 November 2019
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-04-14) ୧୪ ଅପ୍ରେଲ ୧୯୪୯ (ବୟସ ୭୫)
ଜାତୀୟତାNepali
ରାଜନୀତିକ ଦଳNepali Congress
ଜୀବନ ସାଥୀDinesh Prasad Koirala (separated or divorced)
ସନ୍ତାନManish Koirala
ବାପା/ବୋଉColonel Pratap Singh Gurung and Laxmi Devi Gurung
ବୃତ୍ତିSocial activist

କୋଇରାଲା ୨୫ ଅଗଷ୍ଟ ୨୦୦୬ ମସିହାରେ ମାସାଚୁସେଟ୍ସର ଶେର୍ବୋର୍ନରେ ଥିବା ଶାନ୍ତି ଆବିଙ୍କଠାରୁ ସାହାସିକତା ବିବେକ ପୁରସ୍କାର ଗ୍ରହଣ କରିଥିଲେ ।[୪] ସେ ୨୦୧୦ ମସିହାରେ CNN ହିରୋ ଅଫ ଦି ଇୟର ପୁରସ୍କାର ଜିତିଥିଲେ ।[୨] କାର୍ଯ୍ୟ ପାଇଁ ତାଙ୍କୁ ନେପାଳର "ମଦର ଟେରେସା" ବୋଲି କୁହାଯାଏ [୫]

ପୁରସ୍କାର ଏବଂ ସ୍ୱୀକୃତି ସମ୍ପାଦନା

କୋଇରାଲା ୧୯୯୮ ମସିହାରେ ଶ୍ରେଷ୍ଠ ସାମାଜିକ କର୍ମୀ ପୁରସ୍କାର (ନେପାଳ), ୧୯୯୯ ମସିହାରେ ପ୍ରବାଲ ଗୋର୍ଖା ଡାକସିନ ବାହୁ ପଦକ (ନେପାଳ), ୨୦୦୨ ମସିହାରେ ତ୍ରିଶକ୍ତିପାଟା ପୁରସ୍କାର, ୨୦୦୬ ମସିହାରେ ଶାନ୍ତି ଆବି ଫାଉଣ୍ଡେସନରୁ ସାହାସିକତା ବିବେକ ପୁରସ୍କାର, ୨୦୦୭ ମସିହାରେ ଜର୍ମାନ UNIFEM ପୁରସ୍କାର ପାଇଥିଲେ ଏବଂ ୨୦୦୭ ମସିହାରେ ରାଣୀ ସୋଫିଆର ରୂପା ପଦକ ପୁରସ୍କାର ପାଇଥିଲେ । ସେ ୨୦୧୪ ମସିହାରେ ମଦର ଟେରେସା ପୁରସ୍କାର ପାଇଥିଲେ। [୬][୭]

ଆଧାର ସମ୍ପାଦନା

  1. "President to administer oath of office to Province Chiefs at 4 pm today". www.newspnp.com (in ଆମେରିକୀୟ ଇଂରାଜୀ). 2018-01-19. Archived from the original on 2018-01-24. Retrieved 2018-01-19.
  2. ୨.୦ ୨.୧ "Anuradha Koirala named CNN Hero of the Year 2010". The Money Times. 21 November 2010. Archived from the original on 25 November 2010. Retrieved 25 February 2011.
  3. https://www.tribuneindia.com ଛାଞ୍ଚ:Specify
  4. "The Peace Abbey Courage of Conscience Recipients List". Archived from the original on 2008-09-05. Retrieved 2008-05-12.. peaceabbey.org
  5. "Nepal's 'Mother Teresa' Rescues Thousands From Sex Trafficking". 6 May 2020.
  6. "Mother Teresa global awards for Anuradha Koirala, Amte". Business Standard. Retrieved 14 December 2014.
  7. "Mother Teresa Memorial International Award for Social Justice held on Sunday". dna. Diligent Media Corporation Ltd. 11 November 2014. Retrieved 14 December 2014.