ଅନନ୍ୟା ଅଗ୍ରୱାଲ
ଭାରତୀୟ ଅଭିନେତ୍ରୀ
ଅନନ୍ୟା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଶିଶୁ କଳାକାର ଭାବରେ ଭାରତୀୟ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି ।[୧]
ଅନନ୍ୟା ଅଗ୍ରୱାଲ | |
---|---|
ଜନ୍ମ | ମୁମ୍ବାଇ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୯ – ଏବେଯାଏଁ |
ପେଷା
ସମ୍ପାଦନାଅନନ୍ୟା ୨୦୦୮ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ତୁଝ ସଙ୍ଗ ପ୍ରୀତ ଲଗାଇ ସଜନାରେ ପ୍ରେରଣା ଭୂମିକାରେ ପ୍ରଥମ କରି ଅଭିନୟ କରିଥିଲେ । ଏହାପରେ ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ଅମ୍ରିତ ମନ୍ଥନରେ ନିମ୍ରତ ଓ ଆଗମଙ୍କ ଝିଅ ଗୁରବାନୀ ଭୂମିକାରେ ଅଭିନୟ କରିଥିଲେ ।[୨] [୩][୪][୫] ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନ୍ଧନରେ ଦର୍ପଣ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଚରିତ୍ର | ଚ୍ୟାନେଲ୍ | ଆଧାର |
---|---|---|---|---|
୨୦୦୯ | ତୁଝ୍ ସଙ୍ଗ ପ୍ରୀତ ଲାଗଇ ସାଜନା | ପ୍ରେରଣା | ଷ୍ଟାର ପ୍ଲସ୍ | [୬] |
୨୦୧୦ | ସବକି ଲାଡଲି ବେବୋ | ରିୟା | ||
ୟାହାଁ ମେଁ ଘର ଘର ଖେଲି | ତନଭି | ଜୀ ଟିଭି | ||
୨୦୧୧ | ଇସ ପ୍ୟାର କୋ କ୍ୟା ନାମ ଦୁଁ? | ଅଧ୍ୟାୟ ୮୧ | ଷ୍ଟାର ପ୍ଲସ୍ | |
ଏକ ନୟୀ ଛୋଟି ସି ଜିନ୍ଦେଗୀ | ଚୁଟକି | ଜୀ ଟିଭି | ||
୨୦୧୨ | କୟା ହୁଆ ତେରା ୱାଦା | ରନୋ ପ୍ରଦୀପ ସିଂହ | ସୋନି ଟିଭି | |
୨୦୧୨–୨୦୧୨ | ଅମୃତ ମନ୍ଥନ | ବନି | ଲାଇଫ୍ ଓକେ | |
୨୦୧୨ | ମହାଭାରତ | ମାଳିନୀ | ଷ୍ଟାରପ୍ଲସ୍ | |
ଦି ଆଡଭେଞ୍ଚରସ୍ ଅଫ୍ ହାତିମ୍ | ରାଜକୁମାରୀ | ଲାଇଫ୍ ଓକେ | ||
୨୦୧୪ | ବୃନ୍ଦାବନ | ଦର୍ପନ | ଜୀ ଟିଭି | |
୨୦୧୫-୨୦୧୬ | ସିୟା କେ ରାମ | ଛୋଟ ସୀତା | ଷ୍ଟାରପ୍ଲସ୍ | |
୨୦୧୭ | ମେରୀ ଦୁର୍ଗା | ଛୋଟ ଦୁର୍ଗା | ଷ୍ଟାର ପ୍ଲସ୍ | [୬] |
୨୦୧୮ | ରୂପ୍ - ମର୍ଦ କା ନୟା ସ୍ୱରୂପ | ଜିଗନା ସମଶେର ସିଂହ | କଲର୍ସ ଟିଭି | |
୨୦୨୦-୨୦୨୧ | ଲକଡାଉନ୍ କି ଲଭ୍ ଷ୍ଟୋରୀ | ସ୍ନେହା ଜୈସୱାଲ | ଷ୍ଟାର ପ୍ଲସ୍ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଚରିତ୍ର | ମନ୍ତବ୍ୟ |
---|---|---|---|
୨୦୧୯ | ମଜିଲି | ମୀରା | ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ[୭] |
ଆଧାର
ସମ୍ପାଦନା- ↑ "Story of a great bonding - Ankita and Ananya! | Television News". Archived from the original on 4 December 2013. Retrieved 9 October 2013.
- ↑ Ananya Agarwal roped in Life Ok's show 'Navvidhan'
- ↑ "Amrit Manthan Cast | Crew". Archived from the original on 3 April 2013. Retrieved 9 October 2013.
- ↑ ""Amrit Manthan" >> Show Details". lifeok.com. 2012.
- ↑ Ananya Agarwal bags new show Navvidhan - Times Of India
- ↑ ୬.୦ ୬.୧ "Actors visit city to promote soap opera". The Tribune.
- ↑ "Majili fame Ananya Agarwal turns into a heroine for Bellamkonda Ganesh's film?". The Times of India. 22 October 2020.
ବାହାର ଲିନ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନନ୍ୟା ଅଗ୍ରୱାଲ
- ବଲିଉଡ ହଙ୍ଗାମାରେ ଅନନ୍ୟା ଅଗ୍ରୱାଲ