ଅନନ୍ତଗିରି ପର୍ବତମାଳା

ଅନନ୍ତାଗିରି ପାହାଡ, ବିକାରବାଦ ଜିଲ୍ଲା ଅନନ୍ତଗିରି ପାହାଡ ଭାରତର ତେଲେଙ୍ଗାନାର ବିକାରାବାଦ ଜିଲ୍ଲାରେ ଅବସ୍ଥ

ଅନନ୍ତଗିରି ପର୍ବତମାଳା ଭାରତୀୟ ରାଜ୍ୟ ତେଲେଙ୍ଗନା  ର ରଙ୍ଗା ରେଡ୍ଡୀ ଜିଲ୍ଲା ର[୧][୨]ଭିକାରାବାଦ ନିକଟରେ ଅବସ୍ଥିତ ।[୩][୪][୫] ଏହି ପର୍ବତମାଳାରୁ ଜଳ ନିର୍ଗତ ହୋଇ ଓସମାନନଗର ଓ ହିମୟତସାଗରକୁ ପ୍ରବାହିତ ହେଇଥାଏ । 

ଅନନ୍ତଗିରି ପର୍ବତମାଳା
View from Ananthagiri Hills
Location
ଅନନ୍ତଗିରି ପର୍ବତମାଳା is located in Telangana
ଅନନ୍ତଗିରି ପର୍ବତମାଳା
ଅନନ୍ତଗିରି ପର୍ବତମାଳା
Map of Telangana, India
LocationTelangana, South India
Coordinates17°18′43″N 77°51′47″E / 17.312°N 77.863°E / 17.312; 77.863
Climbing
Easiest routeHyderabad


ତେଲେଙ୍ଗାନାର ଅନନ୍ତଗିରି ମନ୍ଦିର ହାଇଦ୍ରାବାଦ ଠାରୁ 75 କିଲୋମିଟର ଦୂରରେ ଥିବା ଘଞ୍ଚ ଜଙ୍ଗଲରେ ଅବସ୍ଥିତ | ଏହି ପର୍ବତରୁ ମୂଷି ନଦୀ ମଧ୍ୟ ବାହାରିଛି ଓ ଏହା ଭିକାରାବାଦରୁ ହାଇଦରାବାଦ ହେଇ ପ୍ରବାହିତ ହେଇଥାଏ । 

Ananthagiri forest
Anantha Padmanabhaswamy Temple

ଏହା ଏକ ବହୁ ପ୍ରାଚୀନ ବସତି ଅଞ୍ଚଳ ଥିଲା । ଏହା ଏଠାରେ ଥିବା ପୁରାତନ ଗୁମ୍ଫା , ମଧ୍ୟଯୁଗୀୟ ଦୁର୍ଗ , ଓ ପ୍ରବହୀନ ମନ୍ଦିର ମାନଙ୍କରୁ ପ୍ରତିପାଦିତ ହେଇଥାଏ । 

ମୂଷି ନଦୀ  ସମ୍ପାଦନା

ମୂଷି ନଦୀ ବା ମାଛ କୁଣ୍ଡ ନଦୀ ହାଇଦରାବାଦ ସହରରୁ ପଶ୍ଚିମ ଦିଗରେ 90 କିଲୋମିଟର ଦୂରରୁ ଅନନ୍ତଗିରି ପର୍ବତରୁ ବାହାରି ପୂର୍ବୋତ୍ତର ଦିଗକୁ ବହିଜାଏ । ଏହା କ୍ରୀଷ୍ଣା ନଦୀ ସହ ନଳଗୋନ୍ଦ ଜିଲ୍ଲାରେ ସମୁଦାୟ 240 କିଲୋମିଟର ପଥ ପ୍ରବାହିତ ହେଲା ପରେ ମିଶି ଥାଏ । [୬]

ଅନନ୍ତଗିରି ନିକଟରେ ପର୍ଯ୍ୟଟକ ଆକର୍ଷଣ ସମୂହ  ସମ୍ପାଦନା

ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର  [୭] ସମ୍ପାଦନା

ଏହି ମନ୍ଦିର ହାଇଦରାବାଦ ସହରଠାରୁ 75 କିଲୋମିଟର ଦୂର ଅନନ୍ତଗିରି ପର୍ବତ ଉପରେ ହାୟଦରାବାଦର ନିଜାମଙ୍କଦ୍ୱାରା ନିର୍ମିତ ହେଇଥିଲା । ଭଗବାନ ବିଷ୍ଣୁ ଶ୍ରୀ ଅନନ୍ତ ପଦ୍ମନାଭ ସ୍ୱାମୀ ରୂପରେ ଏଠାରେ ପୂଜିତ ହେଇଥାନ୍ତି । ଅନନ୍ତ ଗିରିର ନାମକରଣ ସେଥିପାଇଁ ଏପରି ରହିଛି । 

References ସମ୍ପାଦନା

  1. "Astrobiology & Geomicrobiology". Division Microbial Systems Ecology, Department of Microbiology, Technische Universität München, Germany. Archived from the original on 13 May 2008. Retrieved 14 February 2009.
  2. "Borra Caves Country : India State : Andhra Pradesh City : Araku Valley". Retrieved 14 February 2009.
  3. "ଆର୍କାଇଭ୍ କପି". Archived from the original on 2008-01-08. Retrieved 2016-12-15. {{cite web}}: Cite has empty unknown parameter: |1= (help)
  4. http://www.hindu.com/2006/09/08/stories/2006090822800500.htm
  5. "ଆର୍କାଇଭ୍ କପି". Archived from the original on 2010-11-23. Retrieved 2016-12-15. {{cite web}}: Cite has empty unknown parameter: |1= (help)
  6. Tourism destinations in AP. "Ananthagiri Hills". Retrieved 19 October 2012.
  7. "AnanthaPadmanabha swamy temple". Archived from the original on 2014-09-03.