ଅତୁଳାନନ୍ଦ ଗୋସ୍ୱାମୀ
ଭାରତୀୟ ଲେଖକ
ଅତୁଳାନନ୍ଦ ଗୋସ୍ୱାମୀ (୧୯୩୫-୨୭ ଜୁଲାଇ ୨୦୨୨) ଜଣେ ଅହମୀୟା ଲେଖକ ଥିଲେ । ୨୦୦୬ ମସିହାରେ ତାଙ୍କ ଅହମୀୟା ଭାଷାର ପୁସ୍ତକ ସେନେହ ଜୋରିର ଗାନ୍ଥି ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ସେ ଅନେକ ଇଂରାଜୀ, ବଙ୍ଗଳା ଓ ଓଡ଼ିଆ ଭାଷାର ପୁସ୍ତକକୁ ଅହମୀୟା ଭାଷାକୁ ଅନୁବାଦ କରିଥିଲେ ।
Atulananda Goswami | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୫ |
ମୃତ୍ୟୁ | ୨୭ ଜୁଲାଇ ୨୦୨୨ |
ଭାଷା | ଅହମୀୟା |
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୦୬ |
ରଚନାବଳୀ
ସମ୍ପାଦନା- ଅତୁଳାନନ୍ଦ ଗୋସ୍ୱାମୀ
- ନାମଘରିଆ
- ହାମଦୋଇ ପୁଲର ଜନ
- ରାଜପାତ
- ପଳାତକ
- ଆଶ୍ରୟ[୧]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୦୬[୨]
ଆଧାର
ସମ୍ପାଦନା- ↑ "ବିଶିଷ୍ଟ ଅହମୀୟା ଲେଖକ ଅତୁଳାନନ୍ଦ ଗୋସ୍ୱାମୀଙ୍କ ପରଲୋକ". ସମ୍ବାଦ ୨୮/୦୭/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 July 2022. Retrieved 28 July 2022.
- ↑ "କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର". କେନ୍ଦ୍ର ସାହିତ୍ୟ ଏକାଡ଼େମୀ. Archived from the original on ୧୫ ସେପ୍ଟେମ୍ବର ୨୦୧୬. Retrieved ୧୧ ସେପ୍ଟେମ୍ବର ୨୦୧୬.
{{cite web}}
: Check date values in:|accessdate=
and|archive-date=
(help)