ଅଞ୍ଜୁ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ ଓ ତାମିଲ ଭାଷାର କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ୧୯୭୯ ମସିହାରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିବା ପରେ ସେ ନାୟିକା, ପାର୍ଶ୍ୱ ଅଭିନେତ୍ରୀ ଭାବରେ ମାଲାୟାଲମ, ତାମିଲ, ତେଲୁଗୁ ଓ କନ୍ନଡ଼ ଭାଷାର କଥାଚିତ୍ରରେ କାମ କରିଛନ୍ତି ।
ଅଞ୍ଜୁ |
---|
ଜନ୍ମ | |
---|
ଜାତୀୟତା | ଭାରତୀୟ |
---|
ଅନ୍ୟ ନାମ | ବେବି ଅଞ୍ଜୁ |
---|
ବୃତ୍ତି | ଅଭିନେତ୍ରୀ |
---|
ସକ୍ରିୟ ବର୍ଷ | ୧୯୭୯ – ଏବେଯାଏଁ |
---|
ବୈବାହିକ-ସାଥୀ | ଟାଇଗର ପ୍ରଭାକର (୧୯୯୬ - ୧୯୯୭; ଛାଡ଼ପତ୍ର) |
---|
ସନ୍ତାନ | ଅର୍ଜୁନ ପ୍ରଭାକର (ଜନ୍ମ: ୧୯୯୭) |
---|
ଅଞ୍ଜୁ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ଦୁଇ ବର୍ଷ ବୟସରୁ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ତାମିଲ କଥାଚିତ୍ର ଉତିରିପୂକ୍କାଲରେ ୧୯୭୯ ମସିହାରେ କାମ କରିଥିଲେ । ଏହାପରେ ସେ କନ୍ନଡ଼ ଓ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ୧୯୮୮ ମସିହାରେ ସେ ରୁକ୍ମିଣୀ ପାଇଁ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କେ. ପି. କୁମାରନ ।[୧] ଶିଶୁକଳାକାର ଭାବରେ କାମ କରିବାବେଳେ ସେ ବେବି ଅଞ୍ଜୁ ନାମରେ ଜଣାଶୁଣା ଥିଲେ ।[୨]
ବର୍ଷ |
କଥାଚିତ୍ର |
ଭୂମିକା |
ମନ୍ତବ୍ୟ
|
୧୯୮୨ |
ଓରମାକ୍କାୟି |
ଚକ୍କି |
|
ଗାନମ୍ |
|
|
ଆ ରାତ୍ରି |
ମିନିକୁଟ୍ଟି |
|
କାଟ୍ଟିଲେ ପାଟ୍ଟୁ |
ସାନ ପ୍ରିୟା |
|
ଓଲାଙ୍ଗଲ |
|
୧୯୮୩ |
ଉମାନା ଥିଙ୍କାଲ |
ଇନ୍ଦୁମୋଲ |
|
ପାଲମ |
ବିନ୍ଦୁ |
|
ଆନା |
ଆୟିଶା |
|
ସାଗରାମ ସନ୍ତାମ |
ସାନ ଶ୍ରୀଦେବୀ |
|
ଆଶ୍ଚର୍ଯ୍ୟମ୍ |
ମିନିମୋଲ ଥୋମାସ |
|
କଟ୍ଟାତେ କିଲିକ୍କୁଡ଼ୁ |
ଇନ୍ଦୁ |
|
୧୯୮୪ |
ପରାନ୍ନୁ ପରାନ୍ନୁ ପରାନ୍ନୁ |
ଜେସି/ଶ୍ରୀକୁଟ୍ଟି |
|
କୋଡାତି |
ମିନିମୋଲ |
|
ରାକ୍ଷସ୍ସୁ |
ଶାଲିନୀ |
|
୧୯୮୫ |
ୟାତ୍ରା |
ବସ୍ରେ ଥିବା ଝିଅ |
|
ଧୈବାତେୟୋରତୁ |
ସାନ ନାନି |
|
ଓଜିବୁକାଲମ |
|
|
ଜାନକୀୟା କୋଡ଼ାତି |
ଗୋପିର ଝିଅ |
|
୧୯୮୬ |
ଅଭୟମ୍ ତେଡ଼ି |
ଆଶାକୁଟ୍ଟି |
|
୧୯୮୭ |
ବମ୍ବାନ |
କାଳାର ଝିଅ |
|
୧୯୮୯ |
ରୁଗମିନି (ରୁକ୍ମଣୀ) |
ରୁଗମିନି[୧] |
|
୧୯୯୦ |
କଟ୍ଟୁକୁଟୀର |
ଚାରୁଲତା |
|
ତାଜାବରମ |
ରାଜି |
|
କମାଣ୍ଡର |
ଲକ୍ଷ୍ମୀ |
|
୧୯୯୧ |
ନୀଳଗିରି |
ଉଷା |
|
୧୯୯୨ |
କିଜାକ୍କାନ ପତ୍ରୋଜ୍ |
କୁଞ୍ଜୁମୋଲ |
|
କୌରବର |
ସୁଜା |
|
ଉଟ୍ଟିପ୍ପାଟ୍ଟନାମ |
ସେତୁଲକ୍ଷ୍ମୀ |
|
ପାଣ୍ଡୁ ପାଣ୍ଡୋରୁ ରାଜକୁମାରୀ |
ଦେବୁ |
|
ଇଜାରା ପୋନ୍ନାନା |
ରେଣୁ |
|
୧୯୯୩ |
ତାଲାମୁରୁ |
ଶ୍ରୀଲକ୍ଷ୍ମୀ |
|
୧୯୯୪ |
ବାରାପାଲମ |
ଗୀତା |
|
କେବିନେଟ୍ |
ନନ୍ଦନା |
|
ମିନ୍ନାରମ |
ଟୀନା |
|
କାଦାଲ |
ଫୌସି |
|
୧୯୯୫ |
କାକ୍କାକୁମ ପୂଚକ୍କୁମ କଲ୍ୟାଣମ୍ |
ଭାଗ୍ୟଲକ୍ଷ୍ମୀ |
|
ଷ୍ଟ୍ରିଟ୍ |
ଅନିତା |
|
ଆରବିକାଡାଲୋରାମ |
କ୍ଲାରା |
|
ହାଇଜାକ୍ |
ଗାୟତ୍ରୀ |
|
୧୯୯୬ |
ସ୍ୱନ୍ତମ ମାକାଲକ୍କୁ ସ୍ନେହପୂର୍ବଂ |
|
|
୧୯୯୭ |
ରେଞ୍ଜର୍ |
ରେମାୟା |
|
ପୂମାରାତାନାଲିଲ୍ |
ଇନ୍ଦୁ |
|
୧୯୯୮ |
ଆମ୍ମା ଆମ୍ମାୟିୟାମ୍ମା |
ସୁଲୋଚନା |
|
୧୯୯୯ |
ଇନ୍ଦୁଲେଖା |
|
|
୨୦୦୧ |
ନିମିଶଙ୍ଗଲ |
ଏଲିନା |
|
ନାରିମନ |
ଅମ୍ମିନୀ |
|
ଇ ରାବଲି |
|
|
ଜ୍ୱଳନମ୍ |
ମ୍ୟାଗି |
|
୨୦୦୩ |
ଜାନକୀୟମ୍ |
ଉଷା |
|
୨୦୦୪ |
ନିରାପ୍ପାକିଟ୍ଟୁ |
ବସୁନ୍ଧରା |
|
୨୦୦୫ |
ଇଝାରା |
ତେବରର ସ୍ତ୍ରୀ |
|
ବର୍ଷ |
କଥାଚିତ୍ର |
ଭୂମିକା |
ମନ୍ତବ୍ୟ
|
୧୯୭୯ |
ଉତିରିପୂକ୍କାଲ |
ଭବାନୀ |
ଶିଶୁ କଳାକାର
|
୧୯୮୦
|
ଉଲ୍ଲାସ ପାରାବୈଗାଲ |
ସାନ ନିର୍ମଳା
|
୧୯୮୧ |
ଚିନ୍ନା ମୁଲ ପେଇଅ ମୁଲ |
ଡଲି
|
ମୀନ୍ଦୁମ କୋକିଲା |
|
ଗର୍ଜନାଇ |
ଆଶା
|
୧୯୮୨
|
ବାଦିବଙ୍ଗଲ |
ବିନି
|
ଅଝାଗିୟେ କନ୍ନେ |
କସ୍ତୁରୀ
|
୧୯୮୩ |
ବିଲ୍ଲିୟନୁର ମଠ |
ଲଳିତା
|
୧୯୮୯ |
ମୁନ୍ଧାନାଇ ସାବତମ୍ |
|
ନାୟିକା
|
୧୯୯୦ |
କେଲଦି କନମନି |
ଅନୁ |
|
ଇଙ୍ଗଲ ସ୍ୱାମୀ ଅୟପ୍ପାନ |
ଲକ୍ଷ୍ମୀ |
|
ଆରଙ୍ଗେଟ୍ରା ବେଲାଇ |
ସୁନ୍ଦରୀ |
|
ସୀତା ଗୀତା |
ଗୀତା |
|
୧୯୯୧ |
ଅଧିକାରୀ |
ଅନୁ |
|
ନାନ ପୋଗୁମ ପାଢ଼ାଇ |
ଲକ୍ଷ୍ମୀ |
|
୧୯୯୨ |
ଅଗ୍ନି ପାରବି |
ଶାନ୍ତି |
|
ଅଭିରାମି |
ରାଜେଶ୍ୱରୀ |
|
୧୯୯୩ |
ଆଦିତ୍ୟାନ୍ |
ଦୈବନାଇ |
|
ପ୍ରତାପ |
ପ୍ରିୟା |
|
ପୁରୁଷ ଲକ୍ଷଣଂ |
ଅଞ୍ଜୁ |
|
କାଟ୍ଟାଲାଇ |
|
୧୯୯୫ |
ଲାୱାରିସ୍ |
|
|
୧୯୯୬ |
ଗୋପାଲା ଗୋପାଲା |
ଫାତିମା |
|
୧୯୯୯
|
ପୂମାଗାଲ ଉର୍ବାଲମ |
|
|
ଉନାକ୍କାଗା ଏଲ୍ଲାମ ଉନାକ୍କାଗା |
ସାବିତ୍ରୀ |
|
୨୦୦୦ |
କୁବେରାନ |
ଥଙ୍ଗମ |
|
୨୦୦୩ |
ପପ୍କର୍ଣ୍ଣ |
ବାଲ୍ଲି |
|
ଉନ୍ନାଇ ଚରଣଦାଇନ୍ଧେନ |
ତେଜାର ମାଆ |
|
ମିଲିଟାରୀ |
ବେଲୁ ନାୟକର ସ୍ତ୍ରୀ |
|
୨୦୦୭ |
ବୀରାପୁ |
କୋଡ଼ି |
|
ପୋଲ୍ଲାଧାବନ |
ସେଲଭମର ସ୍ତ୍ରୀ |
|
୨୦୦୯ |
ଇନ୍ଦିରା ବିଜା |
ଇନ୍ଦିରା |
|
୨୦୧୦ |
ନୀୟୁମ ନାନୁମ |
ସୁନିତା |
|
୨୦୧୧ |
ମିନସାରାମ |
ମନ୍ତ୍ରୀ |
|
୨୦୧୩ |
ମାଧ ୟାନି କୁଟ୍ଟମ |
ଦୀପା |
|
ବର୍ଷ |
କଥାଚିତ୍ର |
ଭୂମିକା |
ମନ୍ତବ୍ୟ
|
୧୯୮୧ |
ବାଲା ନାଗମ୍ମା |
|
|
ଅଗ୍ନି ପୂଲ୍ଲୁ |
|
|
୧୯୮୪ |
କୋଡ଼େ ତ୍ରଚୁ |
ବାବୁ |
|
୧୯୮୬ |
ନୀରିକ୍ଷଣ |
ବସ୍ରେ ଥିବା ଝିଅ |
|
୨୦୦୨ |
ସେଶୁ |
ପଦ୍ମା |
|
ବର୍ଷ |
କଥାଚିତ୍ର |
ଭୂମିକା |
ମନ୍ତବ୍ୟ
|
୧୯୯୬ |
ରେଞ୍ଜର |
- |
|
୧୯୯୮ |
କିଙ୍ଗ୍ |
ସୁନ୍ଦରୀ |
|
ମାଇଁ ଡିଅର୍ ଟାଇଗର |
N/A |
ପ୍ରଯୋଜିକା
|
୨୦୦୧ |
ପ୍ରେମ ରାଜ୍ୟ |
ସୋନି |
|
ଅଭିନୀତ ଧାରାବାହିକ/ଦୂରଦର୍ଶନ କାର୍ଯ୍ୟକ୍ରମ
ସମ୍ପାଦନା
ବର୍ଷ |
ଧାରାବାହିକ/କାର୍ଯ୍ୟକ୍ରମ |
ଚ୍ୟାନେଲ |
ଭୂମିକା |
ଭାଷା
|
|
ଲେଡିଜ୍ ହଷ୍ଟେଲ୍ |
ଡିଡି ମାଲାୟାଲମ |
|
ମାଲାୟାଲମ
|
|
ପାୟାନ କଥାକଳ |
|
୧୯୯୯–୨୦୦୧ |
ଚିଠି |
ସନ୍ ଟିଭି |
ବୈଦେଗୀ |
ତାମିଲ
|
୨୦୦୦–୨୦୦୧ |
କ୍ରିଷ୍ଣାଦାସୀ |
ଅଧ୍ୟାପିକା କଲ୍ୟାଣୀ
|
୨୦୦୧ |
ସୂଲମ୍ |
|
୨୦୦୨-୨୦୦୩ |
ଅଗଲ ବିଲ୍ଲାକୁଗଲ |
|
ଜନନୀ |
|
ଗାୟତ୍ରୀ |
ଜେମିନି ଟିଭି |
ପ୍ରିୟା |
ତେଲୁଗୁ
|
୨୦୦୪ |
ମାନସୀ |
ଡିଡି ମାଲାୟାଲମ |
|
ମାଲାୟାଲମ
|
କଦମାଟ୍ଟତୁ କଥାନର |
ଏସିଆନେଟ୍ |
ଭାନୁମତି
|
୨୦୦୫–୨୦୦୬ |
ସିଲ୍ଭି |
ସନ୍ ଟିଭି |
ମୁରତ୍ତୁ ପାଣ୍ଡିଆନଙ୍କ ସ୍ତ୍ରୀ |
ତାମିଲ
|
୨୦୦୭ |
ଆର୍ଷୀ
|
୨୦୦୭–୨୦୦୮ |
ଅକ୍କା ଥଙ୍ଗାଇ |
କଲିଙ୍ଗର ଟିଭି |
|
୨୦୦୭ |
ସ୍ୱାମୀ ଅୟପ୍ପାନ |
ଏସିଆନେଟ୍ |
|
ମାଲାୟାଲମ
|
୨୦୦୯ |
ଦେବୀ ମାହାତ୍ମ୍ୟମ୍ |
ପଙ୍କଜକ୍ଷୀ
|
୨୦୧୬–୨୦୧୮ |
ସତ୍ୟମ ଶିବମ ସୁନ୍ଦରମ୍ |
ଅମୃତା ଟିଭି |
ଭୈରବୀ
|
୨୦୨୦–୨୦୨୧ |
ମଗରାଶୀ |
ସନ୍ ଟିଭି |
ଚାମୁଣ୍ଡେଶ୍ୱରୀ |
ତାମିଲ
|
ଈରାମନା ରୋଜାବେ |
ଷ୍ଟାର୍ ବିଜୟ |
ଅଞ୍ଜୁଗମ
|
୨୦୨୦ |
ଭନକ୍କମ୍ ତମିଝା |
ସନ୍ ଟିଭି |
ନିଜେ
|
୨୦୨୧ |
ଇଧାୟାଥାଇ ତ୍ରିରୁଦାତେ |
କଲର୍ସ ତାମିଲ |
ଅତିଥି କଳାକାର
|
୨୦୨୧–୨୦୨୨ |
ଗୀତାଞ୍ଜଳୀ |
ରାଜ ଟିଭି |
|
୨୦୨୨–୨୦୨୩ |
ବିଦ୍ୟା ନଂ. ୧ |
ଜୀ ତାମିଲ |
ସୁନ୍ଦରୀ
|
୨୦୦ |
ରେଡ୍ କାର୍ପେଟ୍ |
ଅମୃତା ଟିଭି |
ନିଜେ |
ମାଲାୟାଲମ
|
୨୦୨୩–ଏବେଯାଏଁ |
ଅମ୍ମେ ଭଗବତୀ |
ଫ୍ଲାୱାର୍ସ ଟିଭି |
ମଙ୍ଗଳତମ୍ମା
|
୨୦୨୩–ଏବେଯାଏଁ |
ସିଙ୍ଗାପେନ୍ନାଏ |
ସନ୍ ଟିଭି |
ଲଳିତା |
ତାମିଲ
|
୨୦୨୪–ଏବେଯାଏଁ |
ଗୌରୀ |
କଳିଙ୍ଗର ଟିଭି |
ଅକିଲା
|
- ୧୯୮୮: କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ରୁକ୍ମିଣୀ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର)