ଅଞ୍ଜଳୀ ମେନନ୍
ଅଞ୍ଜଳୀ ମେନନ୍, ଜଣେ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଓ ସଂଳାପ ଲେଖିକା । ସେ " ମଞ୍ଜଡିକୁରୁ " (Lucky Red Seeds)ନାମକ ଫିଲ୍ମରୁ ତାଙ୍କର ଲେଖିକା ଓ ନିର୍ଦ୍ଦେଶିକା ଜୀବନୀ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରେ ଶ୍ରେଷ୍ଠ ମାଲାୟାଲାମ ଫିଲ୍ମ ଓ ଭାରତୀୟା ଭାଷାରେ ଶ୍ରେଷ୍ଠ ନୂତନ ଅବଦାନ[୧] ଫିଲ୍ମ ପୁରସ୍କାର ଲାଭ କରିଥିଲେ । ତାଙ୍କର ଦ୍ୱିତୀୟ ଫିଲ୍ମ " ବାଙ୍ଗାଲୋର ଡେ " ଓ " ଉସ୍ତାଦ ହୋଟେଲ " ମଢ ସମାଲୋଚକ ମାନଙ୍କଦ୍ୱାରା ବହୁଳ ପ୍ରଶଂସିତ ହେଇଥିଲା ।
Anjali Menon | |
---|---|
ଜନ୍ମ | Calicut, Kerala, India |
ବୃତ୍ତି(ସମୂହ) | Film director, screenwriter, producer |
ସକ୍ରିୟ ବର୍ଷ | 2006–Present |
ବୈବାହିକ-ସାଥୀ | Vinod Menon |
ସନ୍ତାନ | 1 |
ଅଞ୍ଜଳୀଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଦୁବାଇଠାରେ ହେଇଥିଲା । ସେ ପୁନେ ବିଶ୍ୱବିଦ୍ୟାଳୟ ଠାରେ ଗଣଯୋଗାଯୋଗ ( mass Communication) ବିଷୟରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । ଲଣ୍ଡନଠାରେ ଥିବା ଫିଲ୍ମ ସ୍କୁଲରୁ ୨୦୦୩ ମଶିହାରେ ସେ ଫିଲ୍ମ ଏଡିଟିଂ , ନିର୍ଦ୍ଦେଶନା ଓ ପ୍ରଯୋଜନାରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କର ସେଠାରେ ପଢୁଥିବା ସମୟର ଚିତ୍ର " Black Nor White " ମଧ୍ୟ ଆନ୍ତର୍ଜାତୀୟ ଫିଲ୍ମ ଫେସ୍ତିଭାଲରେ ପ୍ରଦର୍ଶିତ ହେଇଥିଲା । [୨]
ଅଞ୍ଜଳୀ ପ୍ରଥମେ ୨୦୦୬ ମସିହା ଯାଏ ଭାରତରେ ଡକୁମେଣ୍ଟରୀ ଓ କ୍ଷୁଦ୍ର ଫିଲ୍ମ ନିର୍ମାଣ କରି ତାହା ସହ ମଧ୍ୟ ପ୍ରାଚ୍ୟ ଦେଶ ଓ ଇଂଲଣ୍ଡରେ ମଧ୍ୟ ଫିଲ୍ମ ନିର୍ମାଣ କରିଥିଲେ । ଏହା ପରେ ସେ ମୁମ୍ବାଇଠାରେ " ଲିଟଲ ଫିଲ୍ମ ଇଣ୍ଡିଆ " ନାମକ ଫିଲ୍ମ ନିର୍ମାଣ କମ୍ପାନୀ ସ୍ଥାପନ କରି ଫିଲ୍ମ ସବୁ ନିର୍ମାଣ କରନ୍ତି । ସେ ଜଣେ ଉତ୍ତମ ଲେଖିକା ଭାବରେ "Monsoon Feast" ନାମରେ ଏକ କ୍ଷୁଦ୍ର ଗଳ୍ପ ସଂକଳନରେ ତାଙ୍କର ଗଳ୍ପ ସବୁ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ମୁମ୍ବାଇରେ ତାଙ୍କ ସ୍ୱାମୀ ଓ ପୁତ୍ର ସହ ବସବାସ କରନ୍ତି ।
ତାଙ୍କ ଫିଲ୍ମ
ସମ୍ପାଦନାYear | Title | Director | Screenwriter | Ref. |
---|---|---|---|---|
୨୦୦୦ | Kerala Cafe (Happy Journey segment) | [୩] | ||
୨୦୧୨ | Manjadikuru | [୪] | ||
୨୦୧୨ | Ustad Hotel | [୫] | ||
2015 | Bangalore Days | [୬] |
ପୁରସ୍କାର
ସମ୍ପାଦନା- ୨୦୧୨- ୬୦ ତମ ଜାତୀୟ ଫିଲ୍ମ ପୁରସ୍କାରରେ ଉସ୍ତାଦ ହୋଟେଲ ଫିଲ୍ମ ପାଇଁ ଶ୍ରେଷ୍ଠ ସଂଳାପ
[୭]
- ୨୦୧୩- ଏସିଯାନେଟ ଫିଲ୍ମ ପୁରସ୍କାର ସମାରୋହ ରେ ଉସ୍ତାଦ ହୋଟେଲ ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶନା
- ୨୦୧୫- ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର ସମାରୋହରେ "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ ଜନପ୍ରିୟ ଫିଲ୍ମ ପୁରସ୍କାର
[୮] - ୨୦୧୫ - ଏସିଆନେଟ ପୁରସ୍କାର ସମାରୋହ - "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ ଜନପ୍ରିୟ ଫିଲ୍ମ ପୁରସ୍କାର
[୯] - ୨୦୧୫ - ବନିତା ଫିଲ୍ମ ପୁରସ୍କାର ସମାରୋହ - "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ ଜନପ୍ରିୟ ଫିଲ୍ମ ପୁରସ୍କାର [୧୦]
- ୨୦୧୫ - SIIMA ଫିଲ୍ମ ଉତ୍ଶାବ ରେ "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ ଫିଲ୍ମ ପୁରସ୍କାର
[୧୧]
- ଆନ୍ତର୍ଜାତିକ
ଆଧାର
ସମ୍ପାଦନା- ↑ "Parque Via wins best film award". The Hindu. Archived from the original on 25 January 2009. Retrieved 19 May 2012.
- ↑ "Black Nor White website". Archived from the original on 2015-06-26. Retrieved 2017-03-13.
- ↑ "Review: Kerala Cafe". Sify.
- ↑ "Seeds of a success story". The Hindu. 26 December 2008.
- ↑ Nagarajan, Saraswathy (21 June 2012). "Beachside hotel". The Hindu.
- ↑ "Anjali Menon's movie is Bangalore Days". The Times of India. 24 January 2014.
- ↑ ":: National Film Award 2012 ::" (PDF). India Government. Retrieved 1 May 2015.
- ↑ "Filmfare Awards South".
- ↑ "Asianet Film Awards".
- ↑ "Vanitha Film Awards 2015". Archived from the original on 2016-04-22. Retrieved 2017-03-13.
- ↑ "SIIMA awards 2015". Archived from the original on 2015-09-27. Retrieved 2017-03-13.
- ↑ ":: IFFK 2008 ::". Iffk.keralafilm.com. Archived from the original on 2015-02-17. Retrieved 2014-12-30.
- ↑ http://www.thehindu.com/todays-paper/parque-via-wins-best-film-award/article1398455.ece
- ↑ "Awards - Festival Awards 2008". Fipresci. Retrieved 2014-12-30.
- ↑ "Festival Reports - Kerala 2008 - "Lucky Red Seeds"". Fipresci. Retrieved 2014-12-30.
ବାହାର ଲିଙ୍କ
ସମ୍ପାଦନା- Anjali Menon blog
- ଇଣ୍ଟରନେଟ ମୁଭି ଡାଟାବେସରେ Anjali Menon