ଅଞ୍ଜଳି ଆବ୍ରୋଲ
ଭାରତୀୟ ଅଭିନେତ୍ରୀ
ଅଞ୍ଜଳି ଆବ୍ରୋଲ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ହିନ୍ଦୀ ଦୂରଦର୍ଶନ ଧାରାବାହିକ ରାଜା କି ଆଏଗି ବାରାତରେ ତାଙ୍କ ଅଭିନୀତ ଭୂମିକା ପାଇଁ ଜଣାଶୁଣା [୧][୨] ଅଞ୍ଜଳି ୨୦୦୮ ମସିହାରେ କପିଲ ନିର୍ମଳଙ୍କ ସହିତ <i id="mwFQ">ନାଚ୍ ବଲିଆ ୪</i>ରେ ଅଂଶଗ୍ରହଣ କରିଥିଲେ ।[୩] ସେ ୨୦୧୩ ମସିହାରେ ସିଂ ସାବ୍ ଦି ଗ୍ରେଟ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪]
ଅଞ୍ଜଳି ଆବ୍ରୋଲ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୦୦୮–୨୦୧୯ |
ପେଷା
ସମ୍ପାଦନା୨୦୦୮ ମସିହାରେ, ୧୫ ବର୍ଷ ବୟସରେ, ଅଞ୍ଜଳି ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ରାଜା କି ଆଏଗି ବାରାତ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫][୬] ସେ ସିଂ ସାବ୍ ଦି ଗ୍ରେଟ ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ସୀମର୍ ଭୂମିକାରେ ଅଭିନୟ କରିଥିଲେ ।[୭]
ଅଭିନୀତ ଧାରାବାହିକ/ଅଂଶଗ୍ରହଣ କରିଥିବା ଟିଭି କାର୍ଯ୍ୟକ୍ରମ
ସମ୍ପାଦନାବର୍ଷ | କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୦୮–୨୦୧୦ | ରାଜା କେ ଆଏଗି ବାରାତ୍ | ରାଣୀ ଯୁଧିଷ୍ଠିର ସିସୋଦିଆ | ମୁଖ୍ୟ ନାୟିକା | |
୧୦୦୮–୨୦୦୯ | ନାଚ୍ ବାଲିୟେ ୪ | ପ୍ରତିଯୋଗୀ | କପିଲ ନିର୍ମଳଙ୍କ ସହିତ | |
୨୦୧୧ | ଛାଜେ ଛାଜେ କା ପ୍ୟାର୍ | ଡିମ୍ପି ସେହଗଲ୍ / ଡିମ୍ପି ଧ୍ରୁବ ତ୍ରିପାଠୀ | ||
୨୦୧୨–୨୦୧୩ | ଦେବୋଁ କେ ଦେବ୍ ମହାଦେବ | ମୀନାକ୍ଷୀ | ||
୨୦୧୬ | ବକ୍ସ କ୍ରିକେଟ୍ ଲିଗ୍ ୨ | ପ୍ରତିଯୋଗୀ | ମୁମ୍ବାଇ ଟାଇଗରର ଖେଳାଳି | [୮] |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୩ | ସିଂ ସାବ୍ ଦି ଗ୍ରେଟ୍ | ସୀମର | |
୨୦୧୯ | ଜଙ୍କସନ୍ ବାରଣାସୀ | ଅଞ୍ଜଳି |
ଆଧାର
ସମ୍ପାଦନା- ↑ "Anjali Abrol to wow Mahadev as Meenakshi - Times of India". The Times of India.
- ↑ "Fresh faces woo audiences on TV!". 15 July 2009.
- ↑ "Arjun Rampal, Karisma Kapoor debut as judges on reality show".
- ↑ "Post Singh Sahab The Great, Anjali Abrol bags another film - Times of India". The Times of India.
- ↑ Khan, Shameem (2008-02-18). "'I am bholi bhali like Rani'". DNA India (in ଇଂରାଜୀ). Retrieved 2020-07-12.
- ↑ "Anjali Abrol dated Kapil Nirmal, an actor. But they broke up in 2011, Also appeared in Sunny Deol's film". News Track (in English). 2021-12-16. Retrieved 2022-02-11.
{{cite web}}
: CS1 maint: unrecognized language (link) - ↑ "'I can't fake emotions'". Deccan Herald (in ଇଂରାଜୀ). 2013-09-01. Retrieved 2020-07-12.
- ↑ "200 Actors, 10 Teams, and 1 Winner... Let The Game Begin". The Times of India. Retrieved 4 March 2016.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଞ୍ଜଳି ଆବ୍ରୋଲ