ଅଞ୍ଜଳି ଆବ୍ରୋଲ

ଭାରତୀୟ ଅଭିନେତ୍ରୀ

ଅଞ୍ଜଳି ଆବ୍ରୋଲ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ହିନ୍ଦୀ ଦୂରଦର୍ଶନ ଧାରାବାହିକ ରାଜା କି ଆଏଗି ବାରାତରେ ତାଙ୍କ ଅଭିନୀତ ଭୂମିକା ପାଇଁ ଜଣାଶୁଣା [୧][୨] ଅଞ୍ଜଳି ୨୦୦୮ ମସିହାରେ କପିଲ ନିର୍ମଳଙ୍କ ସହିତ <i id="mwFQ">ନାଚ୍ ବଲିଆ ୪</i>ରେ ଅଂଶଗ୍ରହଣ କରିଥିଲେ ।[୩] ସେ ୨୦୧୩ ମସିହାରେ ସିଂ ସାବ୍ ଦି ଗ୍ରେଟ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪]

ଅଞ୍ଜଳି ଆବ୍ରୋଲ
ସିଂ ସାହେବ ଦି ଗ୍ରେଟ୍‌ ଫିଲ୍ମର ଅଡ଼ିଓ ରିଲିଜ୍ ବେଳେ ଅଞ୍ଜଳି
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୦୦୮–୨୦୧୯

ପେଷା ସମ୍ପାଦନା

୨୦୦୮ ମସିହାରେ, ୧୫ ବର୍ଷ ବୟସରେ, ଅଞ୍ଜଳି ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ରାଜା କି ଆଏଗି ବାରାତ୍‌ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫][୬] ସେ ସିଂ ସାବ୍ ଦି ଗ୍ରେଟ ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ସୀମର୍ ଭୂମିକାରେ ଅଭିନୟ କରିଥିଲେ ।[୭]

ଅଭିନୀତ ଧାରାବାହିକ/ଅଂଶଗ୍ରହଣ କରିଥିବା ଟିଭି କାର୍ଯ୍ୟକ୍ରମ ସମ୍ପାଦନା

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୦୮–୨୦୧୦ ରାଜା କେ ଆଏଗି ବାରାତ୍ ରାଣୀ ଯୁଧିଷ୍ଠିର ସିସୋଦିଆ ମୁଖ୍ୟ ନାୟିକା
୧୦୦୮–୨୦୦୯ ନାଚ୍ ବାଲିୟେ ୪ ପ୍ରତିଯୋଗୀ କପିଲ ନିର୍ମଳଙ୍କ ସହିତ
୨୦୧୧ ଛାଜେ ଛାଜେ କା ପ୍ୟାର୍ ଡିମ୍ପି ସେହଗଲ୍ / ଡିମ୍ପି ଧ୍ରୁବ ତ୍ରିପାଠୀ
୨୦୧୨–୨୦୧୩ ଦେବୋଁ କେ ଦେବ୍ ମହାଦେବ ମୀନାକ୍ଷୀ
୨୦୧୬ ବକ୍ସ କ୍ରିକେଟ୍ ଲିଗ୍ ୨ ପ୍ରତିଯୋଗୀ ମୁମ୍ବାଇ ଟାଇଗରର ଖେଳାଳି [୮]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୩ ସିଂ ସାବ୍ ଦି ଗ୍ରେଟ୍ ସୀମର
୨୦୧୯ ଜଙ୍କସନ୍ ବାରଣାସୀ ଅଞ୍ଜଳି

ଆଧାର ସମ୍ପାଦନା

  1. "Anjali Abrol to wow Mahadev as Meenakshi - Times of India". The Times of India.
  2. "Fresh faces woo audiences on TV!". 15 July 2009.
  3. "Arjun Rampal, Karisma Kapoor debut as judges on reality show".
  4. "Post Singh Sahab The Great, Anjali Abrol bags another film - Times of India". The Times of India.
  5. Khan, Shameem (2008-02-18). "'I am bholi bhali like Rani'". DNA India (in ଇଂରାଜୀ). Retrieved 2020-07-12.
  6. "Anjali Abrol dated Kapil Nirmal, an actor. But they broke up in 2011, Also appeared in Sunny Deol's film". News Track (in English). 2021-12-16. Retrieved 2022-02-11.{{cite web}}: CS1 maint: unrecognized language (link)
  7. "'I can't fake emotions'". Deccan Herald (in ଇଂରାଜୀ). 2013-09-01. Retrieved 2020-07-12.
  8. "200 Actors, 10 Teams, and 1 Winner... Let The Game Begin". The Times of India. Retrieved 4 March 2016.

ବାହାର ଲିଙ୍କ୍ ସମ୍ପାଦନା