ଅଜିତ ମନୋହର ପାଇ
ଅଜିତ ମନୋହର ପାଇ pronunciation (help·info) (ଜନ୍ମ 28 ଏପ୍ରିଲ 1945 , ବମ୍ବେ ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ 1969 ମସିହାରେ ଗୋଟିଏ ଟେଷ୍ଟ ଖେଳିଥିଲେ ।
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Left-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm fast-medium | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ପାଇ ଜଣେ ଦ୍ରୁତ ବୋଲର ଥିଲେ ଓ ତଳ ଆଦରରେ ଜଣେ ଉପଯୋଗୀ ବେଟ୍ସ ମେନ ଥିଲେ । ସେ 1968/69 ସିଜନରେ ବମ୍ବେ ପାଇଁ ରଣଜୀ ଟ୍ରଫିରେ ଖେଳିବା ଆରମ୍ଭ କରିଥିଲେ । ସେ ପ୍ରଥମ 3ଟି ମେଚରେ 11ଟି ୱିକେଟ ନେବା ପରେ ପଶ୍ଚିମ ଜୋନ ଦଳ ପାଇଁ ବଛା ହେଇ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । ସେ ସେଥିରେ 25.80[୧] ହାରରେ 129 ରନ ସହ 23ଟି ୱିକେଟ ନେଇଥିଲେ । [୨]
ସେପ୍ଟେମ୍ବର 1969ରେ ସେ ପଶ୍ଚିମ ଜୋନର କେନ୍ଦ୍ର ଜୋନ ସହ ମେଚରେ 7/42 ନେଇଥିଲେ ।[୩] ତାହା ପରେ ସେ ଭାରତୀୟ ଟେଷ୍ଟ ଦଳ ସହ ନିଉଜିଲାଣ୍ଡ ଖେଳିଥିବା ପ୍ରଥମ ଟେଷ୍ଟରେ ଖେଳିଥିଲେ । ସେ ସେଥିରେ 2ଟି ୱିକେଟ ନେଇଥିଲେ ଓ ଭାରତ ଟେଷ୍ଟ ଜିତିଥିଲା ।[୪] କିନ୍ତୁ ଚୟନକର୍ତାମାନେ ଅଳ ରାଉଣ୍ଡର ରୁଷୀ ସୁର୍ତି ଓ ଆବିଦ ଅଲିଙ୍କୁ ଓପନିଂ ବୋଲିଂ ପାଇଁ ବାଛି 2 ୟ ଟେଷ୍ଟରେ ତାଙ୍କୁ ନେଇନଥିଲେ ।
ସେ ଏହା ପରେ ଔ ଦୁଲିପ ଟ୍ରଫି ଖେଳି ନଥିଲେ ମଧ୍ୟ ରଣଜୀ ଟ୍ରଫିରେ ସୌରସ୍ତ୍ର ବିରୁଦ୍ଧରେ ସେ 7 ନମ୍ବରରେ ବ୍ୟାଟିଂ କରି 91 ରଣ କରିଥିଲେ ଓ ତାହା ପରେ 22 ରଣ ଦେଇ 5 ୱିକେଟ ନେଇଥିଲେ । ପରେ ଦ୍ୱିତୀୟ ଇନିଂସରେ 30 ରଣରେ 6 ୱିକେଟ ନେଇ ବମ୍ବେକୁ ବିଜୟୀ କରେଇଥିଲେ । [୫]