ଅକ୍ସିମେଟାଜୋଲିନ
ଅକ୍ସିମେଟାଜୋଲିନ ଅନେକ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହା ସାମାନ୍ୟ ବନ୍ଦ ନାକ ବା ଜ୍ୱାଳା ଯୋଗୁ ଲାଲ ଆଖି ରୋଗମାନଙ୍କାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ନାକ ସ୍ପ୍ରେ କିମ୍ବା ଆଖି ବୁନ୍ଦା ଆକାରରେ ଉପଲବ୍ଧ ।[୧] ୧୦ମିନିଟ୍ ମଧ୍ୟରେ ଏହାର ଉପକାର ଦେଖାଯାଏ ଏବଂ ୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୧] ୩-୫ ଦିନରୁ ଅଧିକ ବ୍ୟବହାର ପାଇଁ ସୁପାରିଶ କରାଯାଏ ନାହିଁ; ୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ନିମନ୍ତେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୨] [୩]
Clinical data | |
---|---|
Trade names | Afrin, Ocuclear, Drixine, others |
Synonyms | Oxymetazoline hydrochloride |
AHFS/Drugs.com | General: monograph Topical: monograph |
Pregnancy category |
|
Dependence liability | Moderate |
Routes of administration | Intranasal, eye drops |
Legal status | |
Legal status |
|
Pharmacokinetic data | |
Metabolism | Kidney (30%), fecal (10%) |
Onset of action | Within 10 min[୧] |
Elimination half-life | 5–6 hours |
Duration of action | 6 hrs[୧] |
Identifiers | |
| |
ECHA InfoCard | 100.014.618 |
Chemical and physical data | |
Formula | C16H24N2O |
Molar mass | ୨୬୦.୩୮ g·mol−1 |
3D model (JSmol) | |
Melting point | 301.5 °C (574.7 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରେ ଜ୍ୱାଲା ଏବଂ ନାକରୁ ପାଣି ବୋହିପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ବ୍ୟବହାର ବନ୍ଦ କଲେ ପୁନଶ୍ଚ ନାକ ବନ୍ଦ, ମୁଣ୍ଡବିନ୍ଧା, ହୃଦ୍ଗତି ହାର ବୃଦ୍ଧି ଏବଂ ଭୟଭୀତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଆଲଫା ଆଡ୍ରେନେଜିକ୍ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ଯାହା ଛୋଟ ଧମନୀକୁ ସଂକୀର୍ଣ୍ଣ କରେ ।[୧]
ଅକ୍ସିମେଟାଜୋଲିନ୍ ପ୍ରଥମେ ୧୯୬୧ ମସିହାରେ ତିଆରି ହୋଇଥିଲା ଏବଂ ୧୯୮୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା । [୨] [୧] ଏହା ଏକ ସାଧାରଣ ଔଷଧ ତଥା ବିନା ପ୍ରେସକ୍ରିପସନରେ ମିଳେ ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୩୦ ମିଲି ଔଷଧର ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ । [୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Oxymetazoline Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2021. Retrieved 10 November 2021.
- ↑ ୨.୦ ୨.୧ Velpandian, Thirumurthy (29 February 2016). Pharmacology of Ocular Therapeutics (in ଇଂରାଜୀ). Springer. p. 172. ISBN 978-3-319-25498-2.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1247. ISBN 978-0857114105.
- ↑ "Oxymetazoline nasal Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 10 November 2021.