ଉଇକିପିଡିଆରେ ଯୋଗଦାନ ପାଇଁ କିଛି ରସଗୋଲା ସମ୍ପାଦନା

  ଉଇକିପିଡିଆରେ ଯୋଗଦାନ ପାଇଁ କିଛି ରସଗୋଲା
ଆପଣ ସ୍ଵାମୀ ବିବେକାନନ୍ଦରାମକୃଷ୍ଣ ପରମହଂସ ଆଦି ପ୍ରସମ୍ଗରେ ଯେଉଁଭଳି ଭାବରେ ଲେଖିବା ଆରମ୍ଭ କରିଛନ୍ତି ତାହା ପଢି ଖୁବ ଖୁସି ଲାଗୁଛି, ଏଇଟା ଖୁବ ଗୋଟେ ଆନନ୍ଦର କଥା ଆପଣଙ୍କୁ ଆମ ଗହଣରେ ପାଇ, ଆଜିର ଶୁଭ ଦିନରେ କିଛି ରସଗୋଲା ଖାଇ ମୁହଁ ମିଠା କରନ୍ତୁ ।
ଇତି
ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୬:୪୮, ୧୧ ଅଗଷ୍ଟ ୨୦୧୨ (UTC)