ପାଛୋଟା!

ଓଳିଗି, Jose77 ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୨୭, ୧୭ ମାର୍ଚ ୨୦୧୧ (UTC)

I am not able to type "ୟ" Whenever I type "ya" I get ଯ instead of ୟ . Any way out?

http://or.wikipedia.org/wiki/%E0%AC%B8%E0%AC%AE%E0%AD%8D%E0%AC%AC%E0%AC%BE%E0%AC%A6

can you make that below paragraph thing look like a tamplate.I don't know how to create a tamplate.

Re:Translation Request ସମ୍ପାଦନା

"ପାଦ ଧୋଇବା ଜଣକୁ ସୁଯୋଗ ଦିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଏକ ଅଙ୍ଗ ହେବାରେ । ଜଣକୁ ଏହା ପ୍ରତିକ୍ଷଣେ ଚେତେଉଥାଏ ଯେ ସେ ସର୍ବଦା ପ୍ରେମ,ସ୍ଵର୍ଗୀୟ,ବିନମ୍ରତା,ଦାନ ଓ ସେବା ଆଦି ଗୁଣର ଅଧିକାରୀ ହେବା ଉଚିତ । ପ୍ରତ୍ୟେକ ମଣିଷ,ଯେଉଁମାନେ ଜଳ କ୍ରିୟାରେ ଭାଗନେଇଛନ୍ତି ସେମାନେ ନିଶ୍ଚିତଭାବେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପାଦ ଧୋଇବା ଉଚିତ । ଯେବେବି ଉଚିତ ମନେହେବ,ସେତେବେଳେ ପରସ୍ପରର ପାଦ ଧୋଇବା ଅଭ୍ୟାସ କରିବା ଉଚିତ ।"

"ସପ୍ତାହର ସପ୍ତମ ଦିନ ଅର୍ଥାତ ଶନିବାର ଏକ ପବିତ୍ର ଦିବସ ।ଏହି ଦିନ ଜୀବନରେ ଆସିବାକୁ ଥିବା ସନାତନ ଶାନ୍ତିର ଆଶାରେ,ଭଗବତକୃପାନୁସାରେ ତାଙ୍କ ସୃଷ୍ଟି ଓ ବିନାଶକୁ ଅନୁଧ୍ୟାନ କରିବା ଉଚିତ ।"

Thank you too for your help.I had made some correction to your article,you may like.

About your query for translation ସମ୍ପାଦନା

Hi, Thanks for your query, will translate when I have some free time :) But, it doesn't sound like a noticeable text neither going to help anyway to Wikipedia, it is rather meant to made for creating some awareness for Christianity. I have a liberal view and respect for all the religions and these text seriously make me dubious. I am asking myself, why should I do this?? ସୁଭ ପା/Subhashish Panigrahi (ମୋ କଥା) ୧୦:୨୬, ୪ ଏପ୍ରିଲ ୨୦୧୧ (UTC)


 
ଜାଣନ୍ତି, Jose77. ଆପଣଙ୍କ ପାଇଁ ନୂଆ ଚିଠି ଅଛି Odisha1's talk page.
ଚିଠିଟି ମିଶାଗଲା Srikant Kedia (ମୋ କଥା) ୦୮:୨୩, ୫ ଏପ୍ରିଲ ୨୦୧୧ (UTC)। ଏବନେ ଆପଣ at any time by removing the {{Talkback}} or {{Tb}} template. ଏହି ସୂଚନାଟିକୁ ବାହାର କରିଦେଇ ପାରିବେ

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ ସମ୍ପାଦନା

 

ଆଜ୍ଞା ନମସ୍କାର Jose77,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ ।

ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ

ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ ।

୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୩:୫୬, ୮ ଅଗଷ୍ଟ ୨୦୧୧ (UTC)

Your account will be renamed ସମ୍ପାଦନା

୦୪:୨୩, ୧୮ ମାର୍ଚ୍ଚ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)