ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


CPRO EAST COAST RAILWAY, ଧନ୍ୟବାଦ – ~~~~

--Psubhashish (ମୋ ଆଲୋଚନା) ୦୩:୦୫, ୧୦ ଫେବୃଆରୀ ୨୦୨୪ (IST)Reply

ଆଧରର @CPRO EAST COAST RAILWAY:: ଆପଣ ତିଆରି କରିଥିବା ଏ ପ୍ରସଙ୍ଗଟି ମେସିନ ଅନୁବାଦ ପରେ ସିଧା କୌଣସି ସମ୍ପାଦନା ବିନା ଏଠାକୁ କପିକରିବା ଭଳି ବୋଧହୁଏ । ଆପଣ ଓଡ଼ିଆ ଭାଷୀ ହୋଇଥିଲେ ଦୟାକରି ୧୦ ଦିନ ଭିତରେ (ଫେବୃଆରୀ ୧୯ ତାରିଖ ସୁଦ୍ଧା) ସମ୍ପାଦନା କରି ଓ ଆଧାର ଯୋଡ଼ି ପ୍ରସଙ୍ଗଟିର ମାନ ଉନ୍ନତ କରିବେ । ନଚେତ ଫେବୃଆରୀ ୨୦ ତାରିଖ ଦିନ ପ୍ରସଙ୍ଗଟି ଲିଭାଇଦିଆଯିବ । --Psubhashish (ମୋ ଆଲୋଚନା) ୦୩:୦୫, ୧୦ ଫେବୃଆରୀ ୨୦୨୪ (IST)Reply