ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Bhabishyata, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୧୨, ୧୯ ସେପ୍ଟେମ୍ବର ୨୦୧୪ (UTC)

ଜୀବବିଜ୍ଞାନରେ ଲେଖିବାକୁ ଆଗ୍ରହୀ କି? ସମ୍ପାଦନା

ଆଦରର ସାଥି, ଆପଣ ଆଲୋଚନା ସଭାରେ ଜୀବବିଜ୍ଞାନ ବାବଦରେ ଲେଖିବାରେ ଇଚ୍ଛୁକ ବୋଲି ଉଲ୍ଲେଖ କରିଛନ୍ତି । ନିର୍ଦ୍ଦିଷ୍ଟ କେଉଁ ବିଷୟରେ ଲେଖିବାକୁ ଆପଣ ଆଗ୍ରହୀ ଜଣାଇବେ କି? ସେହି ଅନୁସାରେ ପ୍ରସଙ୍ଗଟିଏ ଖୋଜି ଆପଣଙ୍କୁ ତା'କୁ ସମ୍ପାଦନା କରିବାରେ ଆପଣଙ୍କୁ ସହଯୋଗ କରିପାରନ୍ତି । --ସୁଭାସିସ ପାଣିଗାହି ଆଳାପ ୧୨:୫୭, ୧୧ ନଭେମ୍ବର ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)