ନମସ୍କାର ଡେଭିଡ କୁମାର ସାହୁ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଡେଭିଡ କୁମାର ସାହୁ, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୨:୨୮, ୧୯ ଅପ୍ରେଲ ୨୦୨୨ (IST)Reply

ନୂଆ ପ୍ରସଙ୍ଗ ତିଆରି ସମ୍ପାଦନା

ଆଦରର @ଡେଭିଡ କୁମାର ସାହୁ: ଆପଣ ନିକଟରେ ତିଆରିଥିବା ଆଧାର ପ୍ରସଙ୍ଗ ବାବଦରେ କିଛି ମତ: ନୂଆ ପ୍ରସଙ୍ଗ ତିଆରି କରିବା ବେଳେ ଯଦି ଇଂରାଜୀରେ ପ୍ରସଙ୍ଗଟି ଭଲଭାବେ ଲେଖା (ଏ କ୍ଷେତ୍ରରେ ଇଂରାଜୀ ପ୍ରସଙ୍ଗଟି ଖୁବ ଭଲ) ତାହେଲେ ସେଥିରୁ ଓଡ଼ିଆ ଅନୁବାଦ ସବୁଠୁ ଭଲ । ଆପଣଙ୍କୁ ଲେଖିବା ବେଳେ କମ କଷ୍ଟ ହେବ ଆଉ ଲେଖାର ମାନ ବଳବତ୍ତର ରହିବ । ଦ୍ୱିତୀୟରେ ନୂଆ ପ୍ରସଙ୍ଗ ତିଆରି ବେଳେ ଆଧାର ଦେବା ନିହାତି ଜରୁରୀ । କେମିତି ଆଧାର ସହ ଭଲ ପ୍ରସଙ୍ଗଟିଏ ଲେଖିବେ ତାହା ଉଇକିପିଡ଼ିଆ:ନିୟମାବଳୀରୁ ଦେଖିପାରିବେ । ଉପରେ ଆଉଜଣେ ସକ୍ରିୟ ଉଇକିଆଳି ଗପୁ ମଧ୍ୟ ଆପଣଙ୍କୁ ଅନେକ ଉପାଦେୟ ବିଷୟ ଜଣାଇଛନ୍ତି । ସେସବୁ ବି ଆପଣଙ୍କ କାମରେ ଖୁବ ଆସିବ । ସୁଭ (ଆଳାପ) ୦୯:୪୧, ୨୪ ମଇ ୨୦୨୨ (IST)Reply