ଅବସ୍ଥିତି ସମ୍ପାଦନା

କୋରାପୁଟଠାରୁ ଏହାର ଦୂରତା ୭୭ କିଲୋ ମିଟର।

ବିଶେଷତା ସମ୍ପାଦନା

ଆକର୍ଷଣ ସମ୍ପାଦନା

ଏହା ମାଛକୁଣ୍ଡ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ଏକ ବିଶାଳ ଜଳ ଭଣ୍ଡାର। ସ୍ଥାନଟି ପ୍ରାକୃତିକ ଶୋଭା ପରିପୂର୍ଣ୍ଣ, ବଣଭୋଜି ଓ ଆମୋଦପ୍ରମୋଦ କରିବାପାଇଁ ଉପଯୁକ୍ତ।

ଯୋଗାଯୋଗ ସମ୍ପାଦନା

ଦୈନିକ ଯିବା ଆସିବା କରିବାପାଇଁ କୋରାପୁଟ, ସେମିଳିଗୁଡ଼ାଜୟପୁରଠାରୁ ଯାନବାହନର ସୁବିଧା ରହିଛି। ଏହି ସ୍ଥାନମାନଙ୍କରୁ ଜଲାପୁଟକୁ ଭଡ଼ାରେ ଗାଡ଼ି ମିଳିଥାଏ।

ଆଧାର ସମ୍ପାଦନା

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦