ଅବସ୍ଥିତି ସମ୍ପାଦନା

କୋରାପୁଟଠାରୁ ଏହାର ଦୂରତା ୮୮ କିଲୋ ମିଟର। ଲମତାପୁର ବ୍ଲକଠାରୁ ଅନକାଡେଲି ଯିବା ପୂର୍ବରୁ ଡୁଡୁମା-ମାଛକୁଣ୍ଡ ଜଳପ୍ରପାତ ଦୃଷ୍ଟିଗୋଚର ହୋଇଥାଏ।

ବିଶେଷତା ସମ୍ପାଦନା

ଆକର୍ଷଣ ସମ୍ପାଦନା

ଏହି ଜଳ ପ୍ରପାତରେ ୧୫୦ ଫୁଟ ଉଚ୍ଚତାରୁ ଜଳ ପଡ଼ୁଥାଏ। ଏହି ସ୍ଥାନଟି ବିପଦ ସଙ୍କୁଳ।

ଯୋଗାଯୋଗ ସମ୍ପାଦନା

ଦୈନିକ ଯିବା ଆସିବା କରିବାପାଇଁ କୋରାପୁଟ, ସେମିଳିଗୁଡ଼ାଜୟପୁରଠାରୁ ଯାନବାହନର ସୁବିଧା ରହିଛି। ଜୟପୁରଠାରୁ ପ୍ରତିଦିନ ବସ ସୁବିଧା ରହିଛି। ଖିଆପିଆ କରିବାପାଇଁ ଛୋଟ ଛୋଟ ଜଳଖିଆ ଦୋକାନ ଏଠାରେ ଅଛି। ଏହି ସ୍ଥାନରେ ରାତ୍ରି ଯାପନ କରିବାପାଇଁ ବିଦ୍ୟୁତ ବିଭାଗର ଏକ ଆବାସସ୍ଥଳୀ ମଧ୍ୟ ରହିଛି।

ଆଧାର ସମ୍ପାଦନା

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦