ସଂଗ୍ରାମ ଜେନା

ଓଡ଼ିଆ ଅନୁବାଦକ ଓ କବି
(Sangram Jenaରୁ ଲେଉଟି ଆସିଛି)

ସଂଗ୍ରାମ ଜେନା, ଜଣେ ଓଡ଼ିଆ କବି, ସମ୍ପାଦକ ଓ ଅନୁବାଦକ ।[୧] ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଭାବରେ କାର୍ଯ୍ୟ କରିଛନ୍ତି ।[୨] ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରି ସାରିଛନ୍ତି ।

ସଂଗ୍ରାମ ଜେନା
ଜନ୍ମ୧୯୫୨
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ସମ୍ପର୍କୀୟଅଜୟ ମହାପାତ୍ର (ପୁତୁରା)
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ ୨୦୧୧

ସାହିତ୍ୟ ସର୍ଜନା ସମ୍ପାଦନା

ସଂଗ୍ରାମ ଜେନାଙ୍କର ୩୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ସେଥି ମଧ୍ୟରେ ୬ଟି କବିତା ଓ ୧୦ଟି ଅନୁବାଦ ପୁସ୍ତକ ଅନ୍ତର୍ଭୁକ୍ତ । ସେ ନିଶାନ୍ତମାର୍ଗଏସିଆ ନାମରେ ଦୁଇଟି ପତ୍ରିକା ମଧ୍ୟ ସମ୍ପାଦନା କରିଛନ୍ତି ।

ମୌଳିକ ରଚନା ସମ୍ପାଦନା

  • ଏକାନ୍ତ ଏସିଆ - ୨୦୧୨ (ପାଣ୍ଡୁଲିପି ପ୍ରକାଶନ, ଭୁବନେଶ୍ୱର)
  • ରେଭେନ୍ସା କଲେଜ ଏକ ଅନ୍ତରଙ୍ଗ ଇତିହାସ - ୨୦୧୫ (ପାଣ୍ଡୁଲିପି ପ୍ରକାଶନ, ଭୁବନେଶ୍ୱର)
  • ପ୍ରତିବେଶିନୀ - ୨୦୦୦ (ଅକ୍ଷର, କଟକ)
  • ସାରାମାଗୋଙ୍କ ସାମ୍ରାଜ୍ୟ : ଜୋଜ୍ ସାରାମାଗୋ - ୨୦୦୧ (ଅକ୍ଷର, କଟକ)
  • ମରୁ ମହ୍ଲାର - ୨୦୦୭ (ପାଣ୍ଡୁଲିପି ପ୍ରକାଶନ, ଭୁବନେଶ୍ୱର)
  • ନଦୀ ନାନାଦି - ୨୦୦୮ (ପାଣ୍ଡୁଲିପି ପ୍ରକାଶନ, ଭୁବନେଶ୍ୱର)
  • ବସାଘର - ୧୯୯୯ (ଅକ୍ଷର, କଟକ)
  • ଦେହଦୋହ - ୨୦୦୩ (ପାଣ୍ଡୁଲିପି ପ୍ରକାଶନ, ଭୁବନେଶ୍ୱର)

ଅନୁବାଦ ସମ୍ପାଦନା

  • ପୋଏମ୍ସ ଅଫ ପ୍ୟାସନ[୩]
  • ବ୍ଲୁ ବାର୍ଡ଼ ଆଣ୍ଡ ଅଦର ପୋଏମ୍ସ[୪]
  • ଉମରାଓ ଜାନ ଆଦା
  • ଚିଠି ଆସେନା : ଗାବ୍ରିୟାଲ ଗାର୍ସିଆ ମାର୍କ୍ୱେଜ - ୨୦୧୨ (ପକ୍ଷୀଘର ପ୍ରକାଶନ)
  • କୋଡିଏଟି ପ୍ରେମ କବିତା ଏବଂ ଏକ ବିଷାଦ ଗୀତିକା: ପାବ୍ଲୋ ନେରୁଦା - ୨୦୦୭ (ପାଣ୍ଡୁଲିପି ପ୍ରକାଶନ, ଭୁବନେଶ୍ୱର)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ - ୨୦୧୧[୫]
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର - ୨୦୦୪[୬]

ଆଧାର ସମ୍ପାଦନା

  1. J. K. Nayak (2006). From Bondage to Freedom: Memories of the Freedom Struggle in Orissa. Rupantar.
  2. "PROGRAMME" (PDF). www.sahitya-akademi.gov.in. Sahitya Akademi. Archived from the original (PDF) on 7 July 2022. Retrieved 7 July 2022.
  3. Poems of Passion. Retrieved 7 July 2022.
  4. Bluebird and Other Poems. Black Eagle Books. 2019. ISBN 1645600521.
  5. "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 7 July 2022. Retrieved 7 July 2022.
  6. "LIST OF AWARDS". www.rajdhanibookfair.com/. rajdhanibookfair.com. Archived from the original on 7 July 2022. Retrieved 7 July 2022.